30.1 C
Bhubaneswar
Thursday, October 29, 2026
-Advertisement-

ହକି ଉଦଯାପନ ଉତ୍ସବରେ ଆସିବେ ଅମିତାଭ, ଅମିର,ସଚିନ !

ହକି ବିଶ୍ୱକପ୍ ର ଉଦଘାଟନୀ ଉତ୍ସବ ଅତି ଦମଦାର ରହିଥିବା ବେଳେ ଏବେ ଆଉ ଏକ ନୂଆ ଉତ୍ସାହ ହକିପ୍ରେମୀଙ୍କ ମଧ୍ୟରେ ବସା ବାନ୍ଧିବାକୁ ଯାଉଛି. ତେବେ ହକି ବିଶ୍ୱକପ୍ ର ଉଦଯାପନୀ ଉତ୍ସବକୁ କେଉଁମାନେ ଆସିବେ ତାକୁ ନେଇ...

ଫକୀରମୋହନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ

ଫକୀରମୋହନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ସମାବର୍ତ୍ତନ ଉତ୍ସବରେ ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶି ଲାଲ ଅଧ୍ୟକ୍ଷତା କରିଥିଲେ ଏବଂ ନାକ୍ ର ନିର୍ଦ୍ଦେଶକ ପ୍ରଫେସର ଏସ୍.ସି ଶର୍ମା ମୁଖ୍ୟ ଅତିଥି...

୨୫ ବର୍ଷରୁ ଅଧିକ ବୟସ୍କ ପରୀକ୍ଷାର୍ଥୀ ଦେଇପାରିବେ ଏନଇଇଟି ପ୍ରବେଶିକା ପରୀକ୍ଷା

ନେସ୍‌ନାଲ୍‌ ଇଲିଜିବିଲିଟି-କମ୍‌-ଏଣ୍ଟ୍ରାନ୍‌ସ୍‌ ଟେଷ୍ଟ୍‍ (ନିଟ୍‌) ଅଣ୍ଡର୍‌ଗ୍ରାଜୁଏଟ୍‌ ପରୀକ୍ଷା ୨୦୧୯ ଦେବା ନିମନ୍ତେ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ୨୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପ୍ରାର୍ଥୀମାନଙ୍କୁ ଅନୁମତି ଦେଇଛନ୍ତି ।  ବୟସ ସୀମା ବୃଦ୍ଧି ପାଇଁ ସର୍ବୋଚ୍ଚ ଆଦଲତରେ ଏକ ଶିକ୍ଷାର୍ଥୀଙ୍କ...

ସଚେତନ ନାଗରିକ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ବିଜୟାନନ୍ଦ ପବ୍ଲିକ ସ୍କୁଲରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି . ସଚେତନତା ନାଗରିକ ମଞ୍ଚର ଆବାହକ ତଥା ଧର୍ମଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବୀର...
video

ବାରବାଟୀରେ ସଲ୍ଲୁଙ୍କ ଜଲୱା

ହକି ବିଶ୍ୱକପକୁ ନେଇ ସାରାଦେଶ ଉତଫୁଲ୍ଲିତ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ ସିଲଭର୍ ସିଟି କଟକ ବେଶ୍ ଚଳଚଞ୍ଚଳ ଥିଲା. ଆଉ ଲୋକମାନଙ୍କ ମଧ୍ୟରେ ସେହି ଆଗ୍ରହ ଓ ଇଚ୍ଛା ପରିଲକ୍ଷିତ ହେଉଥିଲା. ହକି ବିଶ୍ୱକପ୍ କେବେ ଉଦଘାଟନ...

31ଟି ସ୍ୟାଟେଲାଇଟର ସଫଳ ଉତକ୍ଷେପଣ କଲା ଇସ୍ରୋ

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଗୁରୁବାର ପିଏସଏଲଭି-ସି43 ର ସଫଳ ଉତକ୍ଷେପଣ କରିଛି. ଯେଉଁଥିରେ ହାଇସିସ୍ ଭଳି ବିଶେଷ ଧରଣର ଉପଗ୍ରହକୁ ଅନ୍ୟ 8ଟି ଦେଶର ଉପଗ୍ରହ ସହ ଉତକ୍ଷେପଣ କରାଯାଇଛି. ତେବେ ଏହାର ଉତକ୍ଷେପଣ ପାଇଁ ବୁଧବାର ଭୋର୍...

ବେଞ୍ଚ ପାଇଁ ୪୮ ଘଣ୍ଟିଆ ମହାବନ୍ଦ

ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାଇ ବେଞ୍ଚପ୍ରତିଷ୍ଠା ଦାବୀରେ ଜୋର ଧରିଛି ଆନ୍ଦୋଳନ । ଗୁରୁବାର ପାଳନ ହେଉଛି ପଶ୍ଚିମ ଓଡିଶା ମହାବନ୍ଦ । ଫଳରେ ଅଖ ଚକ ସହିତ ଦୋକାନ ବଜାର କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।...

ବିଶିଷ୍ଟ ପଶୁ ଚିକିତ୍ସକ, ଗବେଷକ ତଥା ଚେତନାବାଦୀ ଲେଖକ ଡା. ଲକ୍ଷ୍ମୀଧର ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ପଶୁ ଚିକିତ୍ସକ, ଗବେଷକ ତଥା ଚେତନାବାଦୀ ଲେଖକ ଡାକ୍ତର ଲକ୍ଷ୍ମୀଧର ମହାନ୍ତି ଆଉ ନାହାନ୍ତି. 89 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯ଼ାଇଛି. ହୃଦଘାତରେ ଆକ୍ରାନ୍ତ ହୋଇ ଦୁଇଦିନ ତଳେ ସେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ...

କମିଲା ବସ୍ ଭଡା

ଯାତ୍ରୀ ବସ୍‌ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ସାଧାରଣ ବସ୍‌ରେ କିଲୋମିଟର ପିଛା ୨ ପଇସା ହ୍ରାସ ପାଇଛି। ସେହିଭଳି ଏକ୍ସପ୍ରେସରେ ଯାତ୍ରୀ ଭଡା ୪ ପଇସା କମ୍‌...

ବାସବରାଜୁ ହେଲେ ମାଓ ସଙ୍ଗଠନର ମହାସଚିବ

ମାଓବାଦୀଙ୍କ ସଂଗଠନରେ ପରିବର୍ତନ କରାଯାଇଛି। ଟପ୍ ମାଓ ନେତା ନାମ୍ବାଲା କେଶବ ରାଓ ଓରଫ ବାସବରାଜୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ,ମାଓବାଦୀ)ର ମହାସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ବାସବରାଜୁଙ୍କ ନାଁରେ ମୋହର ମରାଯାଇଛି। ଏ ନେଇ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...