ସାବାସ ଭାରତୀୟ ସେନା:ଏୟାର ଲିଫ୍ଟି କରି ଗର୍ଭବତୀଙ୍କୁ କଲେ ଉଦ୍ଧାର
କେରଳର ଭୟଙ୍କର ବନ୍ୟା କବଳରୁ ଭାରତୀୟ ସେନା ଉଦ୍ଧାର କଲେ ଜଣେ ଗର୍ଭବତୀ ମହିଳାଙ୍କୁ। ଠିକଣା ସମୟରେ ତାଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯିବା ସହ ଡାକ୍ତରଖାନା ପଠା ଯାଇଥିଲା। ଉଦ୍ଧାର କରାଯିବାର ଅଧଘଣ୍ଟା ମଧ୍ୟରେ ଉକ୍ତ ମହିଳା ଏକ...
ଶପଥ ନେଲେ ଇମ୍ରାନ
ପାକିସ୍ତାନରେ ଇମ୍ରାନ ଖାଁ ଆରମ୍ଭ କରିଛନ୍ତି ନୂଆ ଇନିଂସ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉସôବରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ମନନୁନ୍ ହୁସେନ ତାଙ୍କୁ ପଦ ଓ ଗୋପନିୟତାର ଶପଥ ପାଠ କରାଇଛନ୍ତି।...
ବିଗତ ଶହେ ବର୍ଷର ରେକର୍ଡ ଭାଙ୍ଗିଲା କେରଳ ବନ୍ୟା
କେରଳରେ ଆସିଥିବା ବନ୍ୟା ବିଗତ ଶହେ ବର୍ଷ ଭିତରେ ସବୁଠାରୁ ବଡ଼ ବନ୍ୟା ବୋଲି କୁହାଯାଉଛି । ରାଜ୍ୟର ସବୁ ଅଞ୍ଚଳ ଜଳମଗ୍ନ । ଏହି ବନ୍ୟାରେ 324 ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଲୋକ ଏବେ...
ମରିସସରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି : ସମ୍ମାନରେ ନଇଁଲା ରାଷ୍ଟ୍ରୀୟ ପତାକା
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଲୋକନାୟକ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ସମସ୍ତଙ୍କୁ ଶୂନ୍ୟ କରିଦେଇଛି । ନିଜର ଆଦର୍ଶ ଓ ନୀତି ପାଇଁ ସେ ସଦାସର୍ବଦା ସମସ୍ତଙ୍କ ହୃଦୟରେ ବଞ୍ଚି ରହିବେ ।
ଶ୍ରୀଯୁକ୍ତ ବାଜପେୟୀଙ୍କୁ ସମ୍ମାନ ଦେବା...
ପଞ୍ଚଭୁତରେ ବିଲୀନ ହୋଇଗଲେ ଅଟଳ
କାଳଜୟୀ ରାଜନେତା, ପ୍ରଖାତ କବି ତଥା ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପଞ୍ଚଭୁତରେ ଲୀନ ହୋଇଯାଇଛନ୍ତି। ବୈଦିକ ମନ୍ତ୍ରପ୍ରଚାର ତଥା ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଦିଲ୍ଲୀର ସ୍ମୃତିସ୍ଥଳଠାରେ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ରାଜକୀୟ ସମ୍ମାନ ସହ...
ମାଛ ଖାଉଛି ବିଷାକ୍ତ ସାପ: ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ସେଫ୍ଟି ଟ୍ୟାଙ୍କରେ ସାପ, ବିଛା ,ଏବଂ କଙ୍କଡା ବିଛା ଏକାଠି। ଭିଡିଓଟି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖିବାକୁ ମିଳିଛି ଯେ ପେଫର ଫିସ ଏକ...
ପେଟରେ ଥିଲା ୨୨କେଜିର ଟ୍ୟୁମର୍!
ମହିଳାଙ୍କ ପେଟରୁ ବାହାରିଲା ୨୨ କେଜିର ଟ୍ୟୁମର୍। ଆମେରିକାର ଅଲାବାମାରେ କାୟଲା ନାମକ ଜଣେ ମହିଳାଙ୍କ ପେଟରୁ ବାହାରିଛି ୨୨ କେଜିର ଟ୍ୟୁମର୍। ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ପେଟରେ କିଛି ମାସ ପୂର୍ବରୁ ବହୁତ ଯନ୍ତ୍ରଣା ହେବା ସହ...
ଅନ୍ତିମ ଯାତ୍ରାରେ ଅଟଳ , ଅପରାହ୍ନରେ ଅନ୍ତିମ ସଂସ୍କାର
ସାରା ଦେଶକୁ କନ୍ଦାଇ ଅନ୍ତିମ ଯାତ୍ରାରେ ବାଜପେୟୀ । ବାଜପେୟୀଙ୍କୁ ଭାଜପା ମୁଖ୍ୟ କାର୍ଯ୍ୟାଳୟରୁ ଶେଷ ଆଶ୍ରୟ ସ୍ମୃତି ସ୍ଥଳକୁ ନିଆଯାଇଛି। ଶେଷ ଯାତ୍ରାରେ ଦେଶର ଅସଂଖ୍ୟ ଜନସାଧାରଣ ସାମିଲ ହୋଇଛନ୍ତି। ଗଗନ ପବନ ଅଟଳ ବିହାରୀ ଅମର ରହେ...
ବାଜପେୟୀଙ୍କ ଜୀବନଚର୍ଚ୍ଚା
ସମସ୍ତଙ୍କୁ ଛାଡି ଆରପାରିରେ ଭାରତର ରତ୍ନ ଅଟଳ ବିହାରୀ ବାଜପେୟୀ. ଲୋକମାନଙ୍କ ପାଖରେ ପହଂଚିବାକୁ ସର୍ବଦା ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟିର ନେତା ଅଟଳ ବିହାରୀ ବାଜପେୟୀଙ୍କର କାହାଣୀ ଅପେକ୍ଷାକୃତ ରହସ୍ୟପୂର୍ଣ୍ଣ ଥିଲା. ବାଜପେୟୀଙ୍କୁ ସମସ୍ତେ ଅଟଲ ଜୀ...
ରାଗ ବ୍ରହ୍ମଚଣ୍ଡାଳ: ସ୍ତ୍ରୀକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା
ରାଗ ବ୍ରହ୍ମଚଣ୍ଡାଳ। ସ୍ୱାମୀ ସ୍ତ୍ରୀଙ୍କ କଳହରୁ ଚାଲିଗଲା ଦୁଇଟି ଜୀବନ। ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ଖାଲପାଳ ଗାଁରେ। ଦିନ ପ୍ରାୟ ୧୧ଟା ବେଳେ ସୁଧାକର ବାଡିଆ ଓ ତାଙ୍କ ପତ୍ନୀ ସିଲି ବାଡିଆଙ୍କ...








