31.1 C
Bhubaneswar
Tuesday, September 8, 2026
-Advertisement-

ବିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଖବର

ଓଡ଼ିଶାରେ ଚିଟଫଣ୍ଡ ଠକେଇରେ ପୀଡିତ ଲକ୍ଷାଧିକ ନିବେଶକଙ୍କ ପାଇଁ ଆସିଛି ବଡ଼ ଖବର। ସୂଚନା ଅନୁଯାୟୀ,ସରକାରଙ୍କ ପକ୍ଷରୁ ଗ୍ରହୀତ ପଦକ୍ଷେପ ଫଳରେ ଏପର୍ଯ୍ୟନ୍ତ ୪ ଲକ୍ଷ ୨୭ ହଜାର ୪୮୭ ଜଣ କ୍ଷତିଗ୍ରସ୍ତ ନିବେଶକ ନିଜର ଟଙ୍କା ଫେରି ପାଇଛନ୍ତି।...

ବିଧାୟିକାଙ୍କ ବାସଭବନରେ ପୋଲିସ ପଶିବାକୁ ତିବ୍ର ନିନ୍ଦା କଲେ ନବୀନ

କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡ଼ି ବିଧାୟିକା ମନୋରମା ମହାନ୍ତିଙ୍କ ସରକାରୀ ବାସଭବନରେ ପୋଲିସ ପଶିବାକୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋମବାର ବିଧାନସଭା ପରିସରରେ ନବୀନ କହିଛନ୍ତି ଯେ ମହିଳା ବିଧାୟିକା ମନୋରମା...

ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଓଡ଼ିଶାର ଶକ୍ତି କ୍ଷେତ୍ର ଉପରେ ପଡୁଥିବା ପ୍ରଭାବର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଜରୁରୀ ବୈଠକ ଡାକିଛନ୍ତି। ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ...

କେନ୍ଦୁଝରରେ ଭୁଶୁଡ଼ିଲା ବିଜେଡ଼ି ଗଡ

ବିଜେଡ଼ିକୁ ଲାଗିଛି ଶକ୍ତ ଝଟକା । କେନ୍ଦୁଝରରେ ଜଣେ ପୌର ଉପାଧ୍ୟକ୍ଷ , ୮ ଜଣ କାଉନସିଲର୍ ଓ ୩ ଜଣ ସାଧାରଣ ସମ୍ପାଦକ ଦଳର ପ୍ରାଥମିକ ସଦସ୍ୟତା ପଦରୁ ରବିବାର ଇସ୍ତଫା ଦେଇଛନ୍ତି । କେନ୍ଦୁଝରର ପୌର...

ଯୁଦ୍ଧକୁ ନେଇ ଇରାନରେ ରାଷ୍ଟ୍ରପତି ଏବଂ ଆଇଆରଜିସି ମୁଖ୍ୟଙ୍କ ମଧ୍ୟରେ ମତଭେଦ

ସୂଚନା ଅନୁଯାୟୀ,ଇରାନରେ ଯୁଦ୍ଧ ଶେଷ କରିବା ନେଇ ରାଷ୍ଟ୍ରପତି ପେଜେସ୍କିଆନ ଏବଂ IRGC ମୁଖ୍ୟ ଅହମଦ ଭାହିଦିଙ୍କ ମଧ୍ୟରେ ମତଭେଦ ଥିବା ରିପୋର୍ଟ ପ୍ରକାଶ ପାଇଛି। ପେଜେସ୍କିଆନଙ୍କୁ ଜଣେ ମଧ୍ୟମବାଦୀ ଭାବରେ ବିବେଚନା କରାଯାଏ, ଯେତେବେଳେ IRGC ମୁଖ୍ୟ...

ତହସିଲଦାରଙ୍କୁ ହତ୍ୟା ଧମକ

କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ଯେ କି ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ତହସିଲଦାର ବିଭୁ ପ୍ରସାଦଙ୍କୁ ହତ୍ୟା ଧମକ ଦେବା ପରେ ତାଙ୍କୁ ପୋଲିସ ଖୋଜୁଛି । ବିଧାୟିକାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ...

ରୁଷିଆଠୁ S-400 ସିଷ୍ଟମ କିଣିବ ଭାରତ

ସୀମାରେ ବଢୁଥିବା ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ନିଜର ଆକାଶ ମାର୍ଗର ସୁରକ୍ଷାକୁ ଆହୁରି ମଜଭୁତ କରିବାକୁ ଯାଉଛି। ଭାରତ ବର୍ତ୍ତମାନ ରୁଷିଆ ଠାରୁ S-400 ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଯୋଜନା କରୁଛି। ଏହି ଅତ୍ୟାଧୁନିକ ସିଷ୍ଟମ...

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏଥିରେ ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ...

ଇରାନର ଶକ୍ତି ଭିତ୍ତିଭୂମି ଉପରେ ୧୦ ଦିନ ଆକ୍ରମଣ ହେବ ନାହିଁ: ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ପାଇଁ ସମୟସୀମା ୬ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ୧୦ ଦିନ ପାଇଁ ବନ୍ଦ...

ପୁଣି ଥରେ ଆରମ୍ଭ ହେବ ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଇସଲାମାବାଦରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାହିର ଆନ୍ଦ୍ରାବି କହିଛନ୍ତି, ମାର୍ଚ୍ଚ ୨୩ ରୁ ୨୪ ମଧ୍ୟରାତ୍ରି ମଧ୍ୟରେ ଯୁଦ୍ଧବିରତି ଶେଷ ହୋଇଛି। ଇସଲାମାବାଦ ଆଫଗାନିସ୍ତାନ...
- Advertisement -

Latest article

Warum die AlaWin-Registrierung hängt: Häufige Verzögerungen und Lösungen

InhaltHäufige Gründe für Verzögerungen bei der AlaWin-RegistrierungSchritt-für-Schritt-Anleitung zur problemlosen AnmeldungDie Bedeutung der Kontoüberprüfung (KYC)Probleme mit Boni und Aktionen behebenWas tun, wenn gar nichts mehr...

Casino Privé Pour les Amateurs de Slots : Plongée en Profondeur

Sommaire1. Les Fondamentaux du Casino Privé2. Démarrer son Aventure : Inscription et Vérification3. Explorer l'Offre de Bonus et de Tours Gratuits4. Dépôts et Retraits...

ରାଜନୀତିକ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହେଲେ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ

ଭୁବନେଶ୍ୱର:ବିଜେଡି ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସେ କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଭୁବନେଶ୍ୱର...