33.1 C
Bhubaneswar
Tuesday, September 8, 2026
-Advertisement-

କ୍ରିକେଟ୍ ମଇଦାନରୁ ରାଜନୀତି, ପଦ୍ମ ଧରିପାରନ୍ତି ଗମ୍ଭୀର

ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଆଗାମୀ 2019 ନିର୍ବାଚନରେ ଲଢିବା ନେଇ ଜାତୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା । ଗମ୍ଭୀର ବିଜେପିରେ ଯୋଗ ଦେଇ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଭାରତୀୟ...

ଓଡିଶା ମାଟିରେ ପହଁଞ୍ଚିବ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ଆସନ୍ତା 22 ତାରିଖରେ ଓଡିଶାକୁ ଅଣାଯିବ । ଅସ୍ଥି ଓଡିଶାରେ ପହଁଞ୍ଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟଳୟରୁ ଆସନ୍ତା 23 ତାରିଖରେ ଶ୍ରୀକ୍ଷେତ୍ର ନିଆଯାଇ ମହୋଦଧିରେ ବିସର୍ଜନ...

ଅମାନତ ହରେଇଥିବା କଂଗ୍ରେସ ନେତା ଟିକଟ ପାଇବେନି

ପ୍ରଥମ ପର୍ଯ୍ୟାୟରେ ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ କଂଗ୍ରେସ ଆରମ୍ଭ କରିଛି କସରତ। ସେଥିପାଇଁ ଆଜି ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହେଇଥିଲା। ପ୍ରାର୍ଥୀ ଚୟନ ପାଇଁ ଗାଇଡ ଲାଇନ...

୧୫ ଦିନରେ ୫୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ

୨୦୧୯ ନିର୍ବାଚନ ପାଇଁ ଏବେଠୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତିନି ପ୍ରମୁଖ ଦଳ ବିଜେପି ଓ ବିଜେଡି ମଧ୍ୟରେ କଂଗ୍ରେସ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆଗରେ ରହିଛି। ନବଗଠିତ ପିସିସି କମିଟିର ପ୍ରଥମ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...

ମରିସସରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି : ସମ୍ମାନରେ ନଇଁଲା ରାଷ୍ଟ୍ରୀୟ ପତାକା

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଲୋକନାୟକ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ସମସ୍ତଙ୍କୁ ଶୂନ୍ୟ କରିଦେଇଛି । ନିଜର ଆଦର୍ଶ ଓ ନୀତି ପାଇଁ ସେ ସଦାସର୍ବଦା ସମସ୍ତଙ୍କ ହୃଦୟରେ ବଞ୍ଚି ରହିବେ । ଶ୍ରୀଯୁକ୍ତ ବାଜପେୟୀଙ୍କୁ ସମ୍ମାନ ଦେବା...

ବାଜପେୟୀଙ୍କ ଜୀବନଚର୍ଚ୍ଚା

ସମସ୍ତଙ୍କୁ ଛାଡି ଆରପାରିରେ ଭାରତର ରତ୍ନ ଅଟଳ ବିହାରୀ ବାଜପେୟୀ. ଲୋକମାନଙ୍କ ପାଖରେ ପହଂଚିବାକୁ ସର୍ବଦା ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟିର ନେତା ଅଟଳ ବିହାରୀ ବାଜପେୟୀଙ୍କର କାହାଣୀ ଅପେକ୍ଷାକୃତ ରହସ୍ୟପୂର୍ଣ୍ଣ ଥିଲା. ବାଜପେୟୀଙ୍କୁ ସମସ୍ତେ ଅଟଲ ଜୀ...
video

“ଯିଏ ପତାକା ସମ୍ଭାଳି ପାରୁନାହାଁନ୍ତି, ସିଏ ଦେଶ କଣ ସମ୍ଭାଳିବେ?”

72 ତମ ସ୍ବାଧୀନତା ଦିବସ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପାଇଁ ଶୁଭ ନୁହେଁ. ଏକଥା ଆମେ କହୁନୁ, ଦଳ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କଲାବେଳେ ଏଭଳି ସୂଚନା ମିଳିଛି. ଦଳୀୟ ନେତାଙ୍କ ଗହଣରେ ଖୁବ୍ ଉତ୍ସାହର ସହ...

ଆଳି ରାଜନୀତି : କହୁ କହୁ କହିଦେଲେ ବିଧାୟକ

ଦୁଇ ଦିନ ହେବ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ କଂଗ୍ରେସରେ ଯୋଗ ଦେଇ ଦଳକୁ ନୂଆ ଆଶାର ଆଲୋକ ଦେଖାଇଥିବା ବେଳେ ଦଳର ଜଣେ ଅଭିଜ୍ଞ ନେତା ଆପତ୍ତିଜନକ ଭାଷଣ ଦେଇ ଏବେ ଚର୍ଚ୍ଚାରେ । ଚର୍ଚ୍ଚାର ଫୋକସ୍...

ଜାଭେଡକରଙ୍କ କଟାକ୍ଷ: ବିଜେଡି ପିସି ସରକାର

‘ବିଜେଡି ପିସି ସରକାର’ ବୋଲି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର। ଏତିକି ନୁହେଁ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଜାଭେଡକର। ତିନିଦିନିଆ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ଜାଭେଡକର ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତି...

ଆରଏସଏସ ହାତରେ ବିଜେପିର ରିମୋଟ୍ କଣ୍ଟ୍ରୋଲ: ରାହୁଲ

ରାୟପୁର(ଏଜେନ୍ସି): ନିଜେ ମିଛ କହିବା ସହ ଏପରି କରିବାକୁ ଅନ୍ୟଙ୍କୁ ପ୍ରୋତ୍ସାହିତ କରିବା ବିଜେପିର ମୂଳ ନୀତି ପାଲଟିଛି । ବିଜେପିର ରିମୋଟ କଣ୍ଟ୍ରୋଲ୍ ଆରଏସଏସ ହାତରେ ରହିଛି ବୋଲି ରାହୁଲ କହିଛନ୍ତି. ରାହୁଲଙ୍କ କହିବାନୁସାରେ ବିଜେପି ଶାସିତ ରାଜ୍ୟଗୁଡିକରେ...
- Advertisement -

Latest article

ରାଜନୀତିକ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହେଲେ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ

ଭୁବନେଶ୍ୱର:ବିଜେଡି ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସେ କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଭୁବନେଶ୍ୱର...

Patrick Spins Accessibility Features for Disabled Players

ContentsNavigating the Platform with Screen ReadersCustomizing Visual and Auditory SettingsEssential Keyboard-Only NavigationA Breakdown of Accessibility Support ChannelsClaiming Bonuses with Accessibility in MindFuture Developments and...

Woolbet Verification Outside Business Hours

ContentsUnderstanding the Woolbet KYC ProcessWhat "Outside Business Hours" Means at WoolbetStep-by-Step Guide to Submitting DocumentsEstimated Timelines for VerificationCommon Verification Issues and SolutionsMaximizing Your Withdrawal...