33.1 C
Bhubaneswar
Wednesday, March 11, 2026
-Advertisement-

ମଧ୍ୟ ଭୁବନେଶ୍ବର ଆସନରେ ଅନନ୍ତ, ବାଲେଶ୍ବର ଲୋକସଭା ଆସନରେ ଲେଖାଶ୍ରୀ

କର୍ପୋରେଟର ବାଇଁଆ ଓରଫ ଅମରେଶ ଜେନାଙ୍କ ଗୋଷ୍ଠୀର ପ୍ରଚଣ୍ଡ ବିରୋଧ ସତ୍ତ୍ବେ ଭୁବନେଶ୍ବର ମଧ୍ୟ ଆସନରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଆଜି ଚତୁର୍ଥ ପର୍ଯ୍ୟାୟରେ ଦଳ ଆଉ 9 ଜଣ ବିଧାୟକ...

ପ୍ରଚାର ବେଳେ ଯୁବତୀଙ୍କୁ ଗେଲ କରିଦେଲେ ବିଜେପି ନେତା

ନିର୍ବାଚନ ପ୍ରଚାର କରୁଥିବା ବେଳେ ଜଣେ ବିଜେପି ପ୍ରାର୍ଥୀ ସର୍ବସମ୍ମୁଖରେ ଜଣେ ଯୁବତୀଙ୍କ ଗାଲରେ ଚୁମା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ମାଲଦା ଉତ୍ତର ଆସନରୁ ନିର୍ବାଚନ ଲଢୁଥିବା ବିଜେପି ସାଂସଦ ଖଗେନ ମୁର୍ମୁ ଗୋଟିଏ ଗାଁରେ...

ଅପରାଜିତାଙ୍କ ଶିବିରରେ ବିଜେଡି ବିଦ୍ରୋହୀ

ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀକୁ ନେଇ ବିଜେଡିରେ ଛକାପଞ୍ଝା । ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ଟିକଟ ନ ଦେବାକୁ କର୍ପୋରେଟର ଅମରେଶ ଓରଫ ବାଇଁଆ ଜେନା ଓ ତାଙ୍କ ସମର୍ଥକମାନେ ଦଳ ସୁପ୍ରିମୋଙ୍କ ଉପରେ ଚାପ ପକାଇବାରେ...

ହଟିବେ କୁଟ୍ଟେ !

ନିର୍ବାଚନକୁ ପ୍ରଭାବିତ କରିବା ସନ୍ଦେହରେ ଆଠଜଣ ଆଇଏସ ଓ ଆଇପିଏସଙ୍କୁ ଅନ୍ୟତ୍ର ବଦଳି ଆଦେଶ ଦେଇଥିଲେ ନିର୍ବାଚନ କମିଶନର । ସରକାରୀ ଦଳ ପ୍ରତି ଅହେତୁକ ଆନୁଗତ୍ୟତା ଦେଖାଉଥିବା ଅଭିଯୋଗରେ ଅଧିକାରୀଙ୍କ ବଦଳି ପରେ ନିର୍ବାଚନ କମିଶନଙ୍କ ନିକଟରେ ରାଜ୍ୟ...

ଓଡିଶାରେ ଏକ ନମ୍ବରରେ ରହିବ ବିଜେପି : ପ୍ରଶାନ୍ତ କିଶୋର

ଏଥର ଓଡିଶାରେ ଏକ ନମ୍ବରରେ ରହିବ ବିଜେପି । ଚବିଶବର୍ଷର ବିଜେଡି ସରକାର ଲୋକସଭା ନିର୍ବାଚନରେ ପଛରେ ପଡିଯିବ । ନିର୍ବାଚନ ରଣନୀତି ବିଶାରଦ ପ୍ରଶାନ୍ତ କିଶୋର ନିର୍ବାଚନ ପୂର୍ବରୁ କରିଥିବା ଏମିତି ଆକଳନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି...

ନେତାଙ୍କୁ ଘାରିଛି କ୍ଷମତା ନିଶା

ନେତାଙ୍କୁ ଘାରିଛି କ୍ଷମତା ନିଶା । ବର୍ଷ ବର୍ଷ ଧରି ଯେଉଁ ଦଳକୁ ନୀତି, ଆଦର୍ଶ ବୋଲି ମାନି ନେଇଥିଲେ, କ୍ଷମତା ନିଶାରେ ଏବେ ତାର ମୂଲ୍ୟ କିଛି ନାହିଁ । କ୍ଷମତା ହାସଲ ପାଇଁ ନିର୍ବାଚନ ପୂର୍ବରୁ ଚାଲିଥିବା...

ମନ୍ମଥଙ୍କୁ ନେଇ ଅପଦସ୍ଥ ହେଲେ ବିଜେଡି ନେତା

ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି । ଆଜି ଲୋକସଭା ପ୍ରାର୍ଥୀ ମନ୍ମଥଙ୍କୁ ନେଇ ସକାଳୁ ସକାଳୁ...

ଭୁବନେଶ୍ବର ମଧ୍ୟ ଆସନ ପାଇଁ ଟଣାଟଣି

ଭୁବନେଶ୍ବର ଉତ୍ତର ଓ ଏକାମ୍ର ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଭୁବନେଶ୍ବର ମଧ୍ୟ ଆସନ ପାଇଁ ଦ୍ବନ୍ଦ୍ବରେ ରହିଛି ବିଜେଡି । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଦଳ ଟିକଟ ଦେବ କି ନାହିଁ, ତାକୁ ନେଇ...

ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହେଲେ ଭୃଗୁ

ବିଜେଡି ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । 5ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ 27ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇଛି । ଆଜି ସକାଳେ ବିଜେପି ଛାଡି ବିଜେଡିରେ...

କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା : ନୂଆପଡାରୁ ଶରତ, ପାରଳାରୁ ବିଜୟ

କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ 8ଟି ଲୋକସଭା ଆସନ ଏବଂ 49ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ପିସିସି ସଭାପତି ତଥା ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ପ୍ରାର୍ଥୀ...
- Advertisement -

Latest article

Dexscreener Guide: Best Dex Scanner Practices 2026

Dexscreener Guide: Best Dex Scanner Practices 2026 Содержание Dexscreener as a Practical Dex Scanner dex screener download: what to expect Why Choose Dexscreener for DEX Trading dexscreener review: charts,...

Dexscreener: The Ultimate DEX Scanner for Crypto Traders

Dexscreener: The Ultimate DEX Scanner for Crypto Traders Содержание Introduction to Dexscreener Key Features of Dexscreener How to Download Dexscreener Comparing Dexscreener with Other DEX Tools Conclusion and Future Insights Dexscreener...

Как использовать кракен в даркнете: пошаговое руководство

Как использовать кракен в даркнете: пошаговое руководство Содержание Что такое кракен и как он работает? Доступ к кракен онион: первый шаг Безопасность при использовании кракен тор Преимущества кракен в...