ଲେଖାଶ୍ରୀଙ୍କ ସ୍ମରଣଶକ୍ତି ହ୍ରାସ !
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଯବାନ ସହିଦ ହେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବାବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । । ଏହି ଘଟଣାରେ ସାରା ରାଜ୍ୟ ଶୋକ ପାଳୁଥିବାବେଳେ ବିଜେପି ବିଜେଡି ମଧ୍ୟରେ ଆରମ୍ଭ...
କଂଗ୍ରେସରେ ଯୋଗଦେଲେ କୀର୍ତ୍ତି ଆଜାଦ୍
ବିଜେପିରୁ ବହୁ ସମୟ ଧରି ନିଲମ୍ବିତ ଥିବା ସାଂସଦ କୀର୍ତ୍ତି ଆଜାଦ୍ କଂଗ୍ରେସ ରେ ଯୋଗଦେଲେ । କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିିିତିରେ ସେ ଯୋଗ ଦେଇଛନ୍ତି । ଡିସେମ୍ବର ୨୩ ୨୦୧୫ ରେ ବିଜେପିରୁ ନିଲମ୍ବିତ ହୋଇଥିଲେ...
ଯୋଗ୍ୟ ପ୍ରାର୍ଥୀ ଖୋଜା
ସାଧାରଣ ନିର୍ବାଚନକୁ ନେଇ ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସର ଚୂଡାନ୍ତ ପ୍ରାର୍ଥୀ ତାଲିକା ପକ୍ରୀୟା । ଏନେଇ ଆଇସିସିର ସ୍କ୍ରିନିଂ କମିଟି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପିସିସି କାର୍ଯ୍ୟକର୍ତ୍ତା ଏବଂ ଅନ୍ୟ ପଦାଧିକାରୀଙ୍କ ସହିତ ଆଲୋଚନା...
ସରକାରଙ୍କୁ ଘେରିଲା ବିଜେପି
ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି. ରାଜ୍ୟ ରାଜକୋଷକୁ ବିଜେଡି ଲୁଟିଛି ବୋଲି ଅଭିଯୋଗ କରିଛି ବିଜେପି. ଏହାଛଡା ହକି ବିଶ୍ୱକପରେ ମଧ୍ୟ ଦୁର୍ନୀତି ହୋଇଥିବା କହିଛନ୍ତି ବିଜେପି ଉପ-ସଭାପତି ସମୀର ମହାନ୍ତି. ହକିରେ 87...
ହାତ ଧରିବେ ହେମା
ପୁଣି କଂଗ୍ରେସକୁ ଫେରିବେ ହେମା ଗମାଙ୍ଗ । କଂଗ୍ରେସକୁ ଫେରୁଥିବା ସଂପର୍କରେ ସେ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିକୁ ସୁଚନା ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗତ ବର୍ଷ ଅପ୍ରେଲ ମାସରେ ବିଜେଡିରୁ ଇସ୍ତଫା ଦେଇଥିଲେ....
କଂଗ୍ରେସର ଜନ ଆର୍ଶୀବାଦ ଯାତ୍ରା
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଜନ ଆର୍ଶିବାଦ ଯାତ୍ରା । ଲିଙ୍ଗରାଜ ମନ୍ଦିରରୁ ବାହାରିଛି ଯାତ୍ରା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ଲୋକଙ୍କ ପାଖରେ ପହଁଞ୍ଚାଇବା ପାଇଁ ଏହି ଯାତ୍ରା କରାଯାଇଛି...
ବିଜେଡିର ମିଶ୍ରଣ ପର୍ବ
ରବିବାର ବିଜେଡି ପାର୍ଟି ଅଫିସରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି. ରାଷ୍ଟ୍ରିୟ ସାମାଜିକ ନ୍ୟାୟ ପକ୍ଷରୁ ଗୁରୁଜୀ ଶ୍ରୀଯୁକ୍ତ ମାନସ ଦାସ ବିଜେଡିରେ ସାମିଲ ହୋଇଛନ୍ତି. ତାଙ୍କ ସହ ଶତାଧିକ କର୍ମୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଜନତା...
ଚିଠି ଲେଖି ଜବାବ ମାଗିବ
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ. ଗତ 19 ବର୍ଷରେ ରାଜ୍ୟ ସରକାର କେତେ ନିଯୁକ୍ତି ଦେଇଛନ୍ତି ସେ ସଂପର୍କରେ ଚିଠି ଲେଖି ଜବାବ ମାଗିବେ. ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଠିକଣାରେ ଚିଠି ଲେଖିବ ବିଜେପି ଯୁବମୋର୍ଚ୍ଚା ।...
ନିର୍ବାଚନମୁଖୀ ବଜେଟ !
ବିଧାନସଭାରେ ଉପସ୍ଥାପିତ ରାଜ୍ୟ ବଜେଟ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରାଇବାରେ ଅସମର୍ଥ । କେବଳ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ରାଜ୍ୟ ସରକାର ଚାଷୀ ଓ ଗ୍ରାମାଞ୍ଚଳର ଭୋଟର ମାନଙ୍କ ପାଇଁ ବଜେଟରେ ଯେଉଁ ବ୍ୟବସ୍ଥା କରିଛନ୍ତି ବୋଲି...
କଂଗ୍ରେସର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା କଂଗ୍ରେସ. ବରପଦା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ ସଂସ୍ଥାରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ. ପ୍ରଦେଶ କଂଗ୍ରେସ ପକ୍ଷରୁ...