ଚାଷୀ ପାଇଁ କାନ୍ଦିବେ ସମସ୍ତେ!
ତିନୋଟି ରାଜ୍ୟରେ କଂଗ୍ରେସ କ୍ଷମତାସୀନ ହେବା ପଛରେ କାମ କରିଛି ଚାଷୀ ପ୍ରସଙ୍ଗ । କଂଗ୍ରେସ କ୍ଷମତାକୁ ଆସିଲେ କୃଷିଋଣ ଛାଡ କରିବ ବୋଲି ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ସରକାରକୁ ଆସିଲା । ତେଣୁ ୨୦୧୯ରେ...
ନିର୍ବାଚନ ପୂର୍ବରୁ ବିଜେପି ଖେଳିବ ଆଦିବାସୀ କାର୍ଡ
ଆସନ୍ତା ଫେବୃୟାରୀ 3 ତାରିଖ ଦିନ ବିଜେପି ଆଦିବାସୀଙ୍କୁ ନେଇ ଭୁବନେଶ୍ୱରରେ ମହାଅଧିବେଶନ କରିବାକୁ ଯାଉଛି. ଆଦିବାସୀଙ୍କ ହକ୍ ପାଇଁ ଏହି ଲଢେଇ କରାଯିବ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ...
ବିଜେଡିରେ ଯୋଗଦେଲେ ଆପ୍ ନେତା
ବିଜୁ ଜନତା ଦଳରେ ଆମ୍ ଆଦମୀ ପାର୍ଟିର କିଛି ପ୍ରମୁଖ ନେତା ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆସି ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଆପ ନେତାମାନେ ଯୋଗ...
ବିଜେପିର ପରାଜୟ ଗଣତନ୍ତ୍ର ପାଇଁ ଶୁଭ: ଆପ୍
୫ଟି ରାଜ୍ୟର ନିର୍ବାଚନ ଫଳାଫଳରେ ବିଜେପିର ଶୋଚନୀୟ ପରାଜୟ ନେଇ ଆଶ୍ୱସ୍ତି ପ୍ରକାଶ କରିଛି ଆମ୍ ଆଦମୀ ପାର୍ଟି । ଆପ୍ ର ଯୁବ ନେତା ସୁବାଶିଷ ପଟ୍ଟନାୟକ କହିଛନ୍ତି, ବିଜେପିର ପରାଜୟ ଦେଶରେ ବିପନ୍ନ ଅବସ୍ଥାକୁ ଯାଉଥିବା ଗଣତନ୍ତ୍ରକୁ...
ହାତ ଛାଡି ଶଙ୍ଖ ଧରିଲେ ଚକ୍ରଧର
ହାତ ଛାଡି ଶଙ୍ଖ ଧରିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ । ଗୁରୁବାର ନବୀନ ନିବାସକୁ ଆସି ବିଜେଡିରେ ଯୋଗ ଦେଇଛନ୍ତି ଚକ୍ରଧର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ ବିଜେଡିରେ ସାମିଲ...
ପ୍ରଥମ ରାଜନୈତିକ ଭାଷଣରେ କଣ କହିଲେ ଅପରାଜିତା
ଆଇଏସ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ପ୍ରଥମ ରାଜନୈତିକ ଭାଷଣ ଦେଇଛନ୍ତି. ବିଜେପି ପାର୍ଟି ଅଫିସରେ ଦଳର ତୁଙ୍ଗନେତାଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନାର ଉତ୍ତରରେ ଅପରାଜିତା ତାଙ୍କ ସ୍ବପ୍ନ ଓ ସଂକଳ୍ପ କଥା ବଖାଣିଛନ୍ତି. ବିଜେପିର ଆଦର୍ଶରେ...
ସରକାରୀ ବିଜ୍ଞାପନକୁ କଂଗ୍ରେସର ଟାର୍ଗେଟ୍
ସରକାରୀ ବିଜ୍ଞାପନକୁ ଟାର୍ଗେଟ କରିଛି କଂଗ୍ରେସ । ବିଭିନ୍ନ ଜାତୀୟ , ଆଂଚଳିକ ଖବରକାଗଜ ଓ ଟେଲିଭିଜନରେ ମିଥ୍ୟା ତଥ୍ୟ ଦେଇ ଓଡିଶା ସରକାର ବିଭ୍ରାନ୍ତିକର ବିଜ୍ଞାପନ ଛାପୁଛନ୍ତି ବୋଲି ଅଭିଯୋଗ କରିଛନ୍ତ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ...
କଡ ଲେଉଟେଇବ ରାଜ୍ୟ ରାଜନୀତି !
ବିଜେପିରୁ ଇସ୍ତଫା ଦେବା ପରେ ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଯିବେ କୁଆଡେ ? ଏବେ ଏ ଦୁଇ ନେତାଙ୍କ ଭବିଷ୍ୟତ ରାଜନୀତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି. କୁହାଯାଉଛି ଦୁଇ ନେତା...
ବିଜେପି ଛାଡିଲେ ବିଜୟ ଓ ଦିଲ୍ଲୀପ
ଶେଷରେ ବିଜେପି ଛାଡିଲେ ଦଳର ଦୁଇ ତୁଙ୍ଗ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ. ଦିଲ୍ଲୀପ ରାୟ ବିଧାନସଭା ଯାଇ ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି. ଦିଲ୍ଲୀପଙ୍କ ଇସ୍ପଫା...
ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ
ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି. ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେବା ପରେ ବାଚସ୍ପତି ଦିଲ୍ଲୀପଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି. ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ...