ମେଣ୍ଟ ପାଇଁ ତୁଟିଲା ଭାଗବଣ୍ଟା, ଘୋଷଣାକୁ ଅପେକ୍ଷା
ବିଜେଡି ବିଜେପି ମେଣ୍ଟରେ କିଏ କେତେ ଆସନରେ ଲଢେଇ କରିବେ, ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି । 15 ବର୍ଷ ତଳେ ହୋଇଥିବା ମେଣ୍ଟ ଫର୍ମୁଲା 12:9 ଏଥର ଆଉ କାମ କରିବନି । ଲୋକସଭା ଆସନରେ ଏଥର...
ଥକିଗଲେ ବିଜୟ, ବିଜେଡିରେ ମିଶିଲେ ପୁଅ ଅରବିନ୍ଦ
ଦୀର୍ଘ ଚବିଶ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜନୈତିକ ପ୍ରତିଶୋଧ ଶୁଝେଇବା ପାଇଁ ସବୁ ଉଦ୍ୟମ ବିଫଳ ହେଲା । କେତେବେଳେ ଓଜିପି ତ ପୁଣି କେତେବେଳେ ବିଜେପି । ନବୀନଙ୍କ ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବା...
ସତ ହେଲା ଚର୍ଚ୍ଚା : ଓଡିଶାରେ ବିଜେଡି – ବିଜେପି ମେଣ୍ଟ !
2024 ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଡ ଘଟଣା । କ୍ଷମତା ହାତେଇବା ପାଇଁ ପୁଣି ମେଣ୍ଟ କରିବେ ବିଜେଡି-ବିଜେପି । ଆଜି ଅପରାହ୍ନରୁ ଦୁଇ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ମେଣ୍ଟ ନିଷ୍ପତ୍ତି ପ୍ରାୟତଃ ଚୂଡାନ୍ତ ହୋଇସାରିଛି...
ନବୀନ ହଟାଓ, ଓଡିଶା ବଞ୍ଚାଅ – ଶକ୍ତି ଦେଖାଇଲା କଂଗ୍ରେସ
ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ବରରେ ନବୀନ ହଟାଓ, ଓଡିଶା ବଞ୍ଚାଅ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ଶହ ଶହ ଯୁବ କଂଗ୍ରେସ କର୍ମୀ ଏକାଠି ହୋଇ...
ସରକାରୀ ଟଙ୍କାରେ ଦଳୀୟ ପ୍ରଚାର : ରାଜ୍ୟ ସରକାର ଓ ବିଜେଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ
ନିର୍ବାଚନ ବିଗୁଲ୍ ବାଜିବା ପୂର୍ବରୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ବିଭିନ୍ନ ସମ୍ବାଦପତ୍ର, ଟିଭି ବିଜ୍ଞାପନ ଓ ହୋର୍ଡିଂ ଲଗାଇ ପ୍ରଚାର ପ୍ରସାର ଜୋରଦାର କରିଥିବା ବେଳେ ସେଥିରେ ଲାଗିଥିବା ଦଳୀୟ ଚିହ୍ନ...
ସଂଖ୍ୟାଗରିଷ୍ଠତା ନ ଥାଇ ବିଜେପି ଜିତିଲା ରାଜ୍ୟସଭା ନିର୍ବାଚନ
ହିମାଚଳ ପ୍ରଦେଶରେ ସଂଖ୍ୟା ଗରିଷ୍ଠତା ନ ଥାଇ ବି ବିଜେପି ରାଜ୍ୟସଭା ନିର୍ବାଚନ ଜିତିଲା । ବିଜେପିର ଏହି ନିର୍ବାଚନ ସହ ରାଜ୍ୟରେ କ୍ଷମତାସୀନ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ହିମାଚଳପ୍ରଦେଶରେ 68 ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର...
ଆଉ ପାଞ୍ଚଲକ୍ଷ ନୁହେଁ, ବିନା ସୁଧରେ ସ୍ବଂୟସହାୟିକା ଗୋଷ୍ଠୀର ମହିଳାଙ୍କୁ ମିଳିବ 10 ଲକ୍ଷ ଟଙ୍କା
ନିର୍ବାଚନ ଯେତିକି ପାଖଉଛି, ନବୀନ ପଟ୍ଟନାୟକଙ୍କ ସରକାର ସେତିକି ନୂଆ ଯୋଜନାରେ ରାଜ୍ୟବାସୀଙ୍କୁ ଚମକାଇବାରେ ଲାଗିଛି । ରାଜ୍ୟରେ ଥିବା 70 ଲକ୍ଷ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିନା ସୁଧରେ 10 ଲକ୍ଷ ଟଙ୍କାର ଋମ ସହାୟତା ଦେବାକୁ...
ଲୋକସଭା ନିର୍ବାଚନ ପାଇଁ 100 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି
ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପୂର୍ବରୁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । ବିଜେପି ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଗୁରୁବାର ଦିନ ଶହେଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ଏହି...
ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ
ଶେଷରେ ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତି ତାଙ୍କୁ ଆନୁଷ୍ଠାନିକ ଭାବେ ଦଳକୁ ସ୍ବାଗତ କରିଛନ୍ତି । ଆସନ୍ତାକାଲି...
ମହିଳାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ନବୀନ ନିବାସ ଘେରାଉ
ଭାରତବର୍ଷରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର କ୍ଷେତ୍ରରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ଅନ୍ୟରାଜ୍ୟ ତୁଳନାରେ ଓଡିଶାରୁ ଅଧିକ ମାନବ ଚାଲାଣ ହୋଇଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ ପଚାଶ ଭାଗ ହେଉଛନ୍ତି ମହିଳା । ପ୍ରତିଦିନ ରାଜ୍ୟରେ ସାତଜଣ...

















