ଦିନିକିଆରେ ଇଶାନଙ୍କ ଦ୍ୱିଶତକ
ଓପନର ଇଶାନ କିଶନଙ୍କ ବିସ୍ଫୋରକ ଦ୍ୱିଶତକ । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଇଶାନଙ୍କ ବିସ୍ଫୋରକ ଦ୍ୱିଶତକ । । ୧୨୬ଟି ବଲରୁ ୨୩ ଚୌକା ଓ ୯ ଛକା ଜରିଆରେ ଦ୍ୱିଶତକ । ଦିନିକିଆରେ ଦ୍ରୁତତମ ଦ୍ୱିଶତକର ରେକର୍ଡ...
ପିଟି ଉଷା IOA ସଭାପତି
ପିଟି ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏସନ ସଭାପତି ନିର୍ବାଚିତ । ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି। । ୧୯୮୪ ଅଲିମ୍ପିକ୍ସର ୪୦୦ ମିଟର ହଡଲ୍ସରେ ଅଳ୍ପକେ...
ଟି-୨୦ ସିରିଜ୍ ଜିତିଲା ଭାରତ
ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଜିତିଲା ଭାରତ । ଆଜି ଭାରତ-ନ୍ୟୁଜିଲାଣ୍ଡ ଭିତରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ହେଲେ ବର୍ଷା କାରଣରୁ ଏହି ମ୍ୟାଚର ଫଳାଫଳ ବାହାରି ପାରିନଥିଲା । ତେଣୁ ପ୍ରଥମ ଓ...
ବାଜି ମାରିଲା ଟିମ୍ ଇଣ୍ଡିଆ
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲାରେ ବାଜି ମାରିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୬୫ ରନରେ ମାତ୍ ଦେଇ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ମାତ୍ର ୧୨୬ ରନରେ ଅଲଆଉଟ ହୋଇଛି । ଦୀପକ...
ହାରିଗଲା ପାକିସ୍ତାନ
ପାକିସ୍ତାନକୁ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ ଚାମ୍ପିଅନ୍ । ପାକିସ୍ତାନକୁ ୫ୱିକେଟରେ ହରାଇ ଟାଇଟଲ ଜିତିଲା ଇଂଲଣ୍ଡ । ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିୟନ । ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ୱେ ହାରିଲା ପାକିସ୍ତାନ । ମେଲବର୍ଣ୍ଣରେ...
ବ୍ୟାଟିଂ କରିବ ଭାରତ
ଟି-ଟ୍ୱେଣ୍ଟି ବିଶ୍ୱକପ ସେମିଫାଇନାଲରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ହେବ କଡା ଟକ୍କର । ଇଂଲଣ୍ଡ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍ ଆଡିଲେଡରେ ଖେଳାଯାଉଛି । ଏହି ମ୍ୟାଚରେ ଯେଉଁ ଟିମ୍ ଜିତିବ...
ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଲା ପାକିସ୍ତାନ
ଟି-ଟ୍ୱେଣ୍ଟି ବିଶ୍ୱକପ କ୍ରିକେଟ ଫାଇନାଲରେ ପାକିସ୍ତାନ । ସେମିରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଲା ପାକିସ୍ତାନ । ପାକିସ୍ତାନ ଆଗରେ ୧୫୩ ରନର ଟାର୍ଗେଟ ଥିଲା । ପ୍ରଥମେ ବ୍ୟାଟିଂ କରି ଚାରି ୱିକେଟ ହରାଇ ୧୫୨ ରନ୍ କରିଥିଲା...
ଜିମ୍ବାଓ୍ବେକୁ ହରାଇ ଭାରତ ଗୃପ୍ ଟପ୍ପର
ଜିମ୍ବାଓ୍ବେକୁ 71 ରନରେ ହରାଇଲା ଭାରତ । ଭାରତର 186 ରନ୍ ଜବାବରେ ଜିମ୍ବାଓ୍ବେ 115 ରନରେ ଅଲଆଉଟ । 8 ପଏଣ୍ଟ ସହ ଭାରତ ଗୃପ୍ ଟପ୍ପର ହୋଇଥିବା ବେଳେ ପାକିସ୍ତାନ 6 ପଏଣ୍ଟ ସହ ଗୃପର ଦ୍ବିତୀୟ...
ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ
ଟି-ଟ୍ୱେଣ୍ଟି ବିଶ୍ୱକପ । ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ ।୧୨୮ ଟାର୍ଗେଟକୁ ପିଛା କରି ପାକିସ୍ତାନ ୫ ୱିକେଟରେ ବିଜୟୀ । ଗ୍ରୁପ୍ ୨ରେ ଭାରତ ସହ ପାକିସ୍ତାନ ସେମିକୁ ଉନ୍ନିତ ।
ବିରାଟଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
୩୪ ବର୍ଷରେ ପାଦ ଦେଲେ ଭାରତର ରନ୍ ମେସିନ୍ ଭାବରେ ପରିଚିତ ବିରାଟ କୋହଲି । ବିଶ୍ୱ କ୍ରିକେଟରେ କିଙ୍ଗ କୋହଲି ଭାବରେ ପରିଚିତ ବିରାଟ କୋହଲି ନଭେମ୍ବର ୫ ୧୯୮୮ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ନିଜ...


















