କ୍ରୀଡା ଦିବସ ଅବସରରେ ସାଇକେଲ ମାରାଥନ୍
ଦେବଗଡ : ଜାତୀୟ କ୍ରିଡା ଦିବସ ଉପଲକ୍ଷେ ଓଡିଶା ପ୍ରାନ୍ତୀୟ ମାରୱାଡି ଯୁବାମଞ୍ଚ ଦେବଗଡ଼ ଶାଖା ପକ୍ଷରୁ ପ୍ରଧାନପାଟ ସାଇ ମନ୍ଦିର ସମ୍ମୁଖରୁ ଏକ ସାଇକେଲ ମାରାଥନ ଆୟୋଜନ କରାଯାଇଥିଲା । ମଞ୍ଚର ସଭାପତି ମନୀଷ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ...
ରୋହିଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର
ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ସରକାର ରାଜ୍ୟର କୃତି ଖେଳାଳିଙ୍କୁ ସମ୍ମାନିତ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ହାସଲ କରିଥିବା ଭାରତୀୟ ହକିଟିମର ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର...
ଟୋକିଓ ପାରା ଅଲିମ୍ପିକ୍ସରେ ରୌପ୍ୟ ଜିତିଲେ ଭାବିନା ପଟେଲ
ଟୋକିଓ ପାରା ଅଲିମ୍ପିକ୍ସରେ ଟେବଲଟେନିସରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଜିତିଛନ୍ତି ଭାବିନା ପଟେଲ । ଟେବୁଲ ଟେନିସ ଫାଇନାଲରେ ହାରିବା ପରେ ରୌପ୍ୟ ପଦକ ପାଇଁ ଚୀନ ପ୍ରତିଦ୍ବନ୍ଦୀ ୟିଙ୍ଗ ଝୁ ଙ୍କ ସହ ମୁକାବିଲା କରିଥିଲେ...
ଦୁଇ ହକି ଖେଳାଳିଙ୍କୁ ଅଢେଇକୋଟି ଲେଖାଁଏ ପୁରସ୍କାର
ଟୋକିଓ ଅଲିମ୍ପିକ ଫେରନ୍ତା ଚାରିଜଣ ଓଡିଆ ହକି ଖେଳାଳିଙ୍କୁ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିଅମ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ଅଲିମ୍ପିକରେ ବ୍ରୋଞ୍ଚ ପଦକ ପାଇଥିବା ଭାରତୀୟ ହକିଟିମର ଦୁଇ ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା...
ଘରକୁ ଫେରିଲେ ପଦକ ବିଜେତା
ଟୋକିଓ ଅଲିମ୍ପିକ୍ସର ପଦକ ବିଜେତା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତକାଲି ଟୋକିଓ ଅଲିମ୍ପିକ୍ସର ଉଦଯାପନ ଉତ୍ସବ ଥିଲା । ଆଜି ପଦକ ବିଜେତା ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଧନା ଦିଆଯାଇଥିଲା । ବିମାନବନ୍ଦର...
ଆମେ ଗୋଟିଏ ସୁନାରେ ଖୁସି, ଆମେରିକା ନେଲା 39
ଉଦଯାପିତ ହେଲା ଟୋକିଓ ଅଲିମ୍ପିକ୍ସ । ମୋଟ 39ଟି ସ୍ବର୍ଣ୍ଣ ପଦକ ପାଇଁ ଆମେରିକା ଶୀର୍ଷରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ୍ । ଚୀନ 38ଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ଆୟୋଜକ ଜାପାନ 27ଟି...
ସୁନାର ଇତିହାସ ରଚିଲେ ନୀରଜ
ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରେ ସୁନାର ଆଶା ମଉଳିବାକୁ ବସିଥିବା ବେଳେ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି 24 ବର୍ଷୀୟ ନୀରଜ ଚୋପ୍ରା । ଜାଭଲିନ୍...
ଭାରତକୁ ମିଳିଲା ଆଉ ଏକ ବ୍ରୋଞ୍ଚ ପଦକ
ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ରେସଲିଂ 65 କେଡି ବର୍ଗରେ ବଜରଙ୍ଗ ପୁନିଆ କାଜାକସ୍ତାନ ପ୍ରତିଦ୍ବନ୍ଦୀଙ୍କୁ ହରାଇ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଫଳରେ ଭାରତର ପଦକ ସଂଖ୍ୟା 6 କୁ ବୃଦ୍ଧି...
ଟୋକିଓ ଅଲମ୍ପିକ୍ସ ପଦକ ତାଲିକାରେ ଭାରତର ନଂ 47
ଟୋକିଓ ଅଲିମ୍ପିକ୍ସରେ ଭାରତ ଆଶାନୂରୁପ ପଦକ ହାସଲ କରିବାରେ ବିଫଳ ହୋଇଛି । ଅଗଷ୍ଟ 7 ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ମିଳିଥିବା ପଦକ ତାଲିକାରେ ମୋଟ୍ ୮୪ ପଦକ ପାଇ ଚୀନ ଶୀର୍ଷରେ ରହିଛି । ଚୀନ...
ବଦଳିଲା ଖେଳରତ୍ନ ପୁରସ୍କାର ନାଁ
କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଆସୁଥିବା ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର 'ରାଜିବ ଗାନ୍ଧୀ ଖେଳରତ୍ନ ପୁରସ୍କାର'ର ନାଁ ପରିବର୍ତ୍ତନ କରାଯାଇ 'ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର' ରଖାଗଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି...


















