ଅଗଷ୍ଟ 1 ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା
କୁମ୍ଭୀର ପ୍ରଜନନ ପାଇଁ ତିନି ମାସ ବନ୍ଦ ରହିବା ପରେ ଖୋଲିଲା ଭିତରକନିକା ଅଭୟାରଣ୍ୟ.
ଅଭୟାରଣ୍ୟ ଖୋଲିବା ପରେ ପ୍ରକୃତି ପ୍ରେମୀଙ୍କର ଭିଡ଼ ଦେଖିବାକୁ ମିଳିଛି. ପର୍ଯ୍ୟଟକଙ୍କ ପାଇଁ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି. ଡାଙ୍ଗମାଳରେ ରାତ୍ରୀ...
‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ 1,077 ଟି ପ୍ରକଳ୍ପ ପାଇଁ 28.95 କୋଟି ଟଙ୍କା ମଞ୍ଜୁର...
‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ 6ଟି ଜିଲ୍ଲାର 6 ଟି ବ୍ଲକ ଅଧିନରେ ଥିବା 122 ଟି ଗ୍ରାମ ପଞ୍ଚାୟତର 1,077 ଟି ପ୍ରକଳ୍ପ ଉଦ୍ଦେଶ୍ୟରେ 28.95 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ....
ଲଘୁଚାପ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ବାଙ୍ଗଲାଦେଶ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି.
ମାଲକାନାଗିରି, କଳାହାଣ୍ଡି, କୋରାପୁଟ, ନୂଆପଡ଼ା,ବଲାଙ୍ଗୀର, ସୁନ୍ଦରଗଡ଼,ସମ୍ବଲପୁର,ଦେଓଗଡ଼, ଅନୁଗୁଳ,କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା...
ପାକିସ୍ତାନ ଓ ଚୀନକୁ ଝଟକା, 110 ଟି ଲଢୁଆ ବିମାନ କିଣିବ ଭାରତ
ପାକିସ୍ତାନ ଓ ଚୀନର କାର୍ଯ୍ୟକଳାପ ଯୋଗୁ ସଦାସର୍ବଦା ନିଜକୁ ପ୍ରସ୍ତୁତ ରଖିଛି ଭାରତ.
ଦୁଇ ଦେଶଠାରୁ ଢେର ଅଧିକ ସାମରିକ କ୍ଷମତା ରଖିଥିବା ଭାରତ, ନିଜକୁ ଆହୁରି ମଜବୁତ କରିବା ପାଇଁ ଯୋଜନା ରଖିଛି. 2019 ରେ ଭାରତୀୟ ବାୟୁସେନା ବିଦେଶରୁ...
ନଦୀରୁ ମିଳିଲା ଆଇନଜିବୀଙ୍କ ମୃତଦେହ, ହତ୍ୟା ସନ୍ଦେହ
କୁଆଖାଇ ନଦୀର ବଙ୍କୁଆଳ ଘାଟରୁ ମିଳିଛି ନିଖୋଜ ଯୁବକଙ୍କ ମୃତଦେହ. ମୃତକ ଜଣକ ହେଉଛନ୍ତି ହାଇକୋର୍ଟରେ ଓକିଲ ଭାବେ କାର୍ଯ୍ୟରତ 29 ବର୍ଷିୟ ସନ୍ଦୀପ ନାୟକ. ଜୁଲାଇ 31 ତାରିଖ ସନ୍ଧ୍ୟାରେ ନଦୀରୁ ସନ୍ଦୀପଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ.
ସନ୍ଦୀପଙ୍କୁ...
ଭଦ୍ରକ ଦୁଷ୍କର୍ମ ଓ ଡବଲ ମର୍ଡର ଘଟଣା : ଅଭିଯୁକ୍ତ ଗିରଫ
ଭଦ୍ରକ ଦୁଷ୍କର୍ମ ଓ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପିନାଥ ମହାନ୍ତିକୁ ଗିରଫ କରିଛି ପୋଲିସ. ସୋମବାର ରାତିରେ ଭଦ୍ରକ ପୋଲିସ ଗୋପିନାଥକୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଲରୁ ଗିରଫ କରିଛି. ଗୋପିନାଥର ବୟାନ ଅନୁସାରେ ପୋଲିସ ନିଖୋଜ ଥିବା...
ତେଜୁଛି ମରାଠା ଆନ୍ଦୋଳନ, ଜୀବନ ହାରିଲେ ପୁଣି ଜଣେ ଯୁବକ, ପ୍ରତିବାଦ ନିଆଁରେ ଜଳିଲା ୪ଠରୁ ଅଧିକ ବସ୍
ପୁଣେ: ମରାଠା କ୍ରାନ୍ତି ସମାଜ ପକ୍ଷରୁ ରାଜ୍ୟ ବ୍ୟାପୀ ବନ୍ଦ ଡାକରା ପ୍ରତ୍ୟାହାର କରିନିଆଯିବା ପରେ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣକୁ ନେଇ ଜାରି ଆନ୍ଦୋଳନ ପ୍ରଶମିତ ହେବ ବୋଲି ଯାହା ଅନୁମାନ କରାଯାଉଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି ।...
ତାତିରୁ ମିଳିବ ତ୍ରାହି, ଟ୍ରାଫିକ୍ ପୋଲିସଙ୍କୁ ମିଳିଲା କୁଲିଂ ଜ୍ୟାକେଟ୍
45 ରୁ 48 ଡିଗ୍ରୀ ଖରାରେ ବି ନିଜ ଡ୍ୟୁଟି କରିଥାନ୍ତି ଏମାନେ. ନା ଥାଏ ଫ୍ୟାନ୍ ନା ଛାଇ. ଟ୍ରାଫିକ୍ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳିତ କରିବା ପାଇଁ ଏମାନେ ସଦାସର୍ବଦା ସଜାଗ ଥାନ୍ତି. ଏମାନଙ୍କ ମଧ୍ୟରେ ମହିଳା...








