ଦେଶର ସୁରକ୍ଷା ପାଇଁ ଲଢୁଥିଲି, ସ୍ତ୍ରୀ କୁ ସୁରକ୍ଷା ଦେଇପାରିଲିନି
ମଣିପୁରରେ ଦୁଇ ମହିଳାଙ୍କୁ ଗୋଟିଏ ଗୋଷ୍ଠୀ ପୋଲିସ ଉପସ୍ଥିତିରେ ଉଠାଇ ନେବା, ଗଣଦୁଷ୍କର୍ମ କରିବା ଏବଂ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାରେ ପୀଡିତାଙ୍କ ସ୍ବାମୀ ଦୁଃଖ ଓ କ୍ଷୋଭରେ ଭାଙ୍ଗିପଡିଛନ୍ତି । ସେ ଭାରତୀୟ ସେନାରେ ଆସାମ...
ଦ୍ବାର ନ ଖୋଲିଲେ ମନ୍ଦିର ଭିତରକୁ ଯିବିନି
ସୁଦର୍ଶନଙ୍କ ସଂକଳ୍ପ । ଶ୍ରୀମନ୍ଦିର ଦ୍ବାର ଖୋଲା ନ ଗଲେ ମନ୍ଦିର ଭିତରକୁ ଯିବିନି ।
ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପାଇଁ ଦାବି ଜୋର୍ ଧରିଥିବା ବେଳେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ନୂଆ ସଂକଳ୍ପ କରିଛନ୍ତି । ସୁଦର୍ଶନ...
ସୀମା ହାଇଦରଙ୍କ ଲଭ୍ ଷ୍ଟୋରୀ ପଛରେ କିଏ
ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ଲଭ୍ ଷ୍ଟୋରୀକୁ ନେଇ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ପୁରାପୁରୀ ଛାଇ ଯାଇଛନ୍ତି ସୀମା ହାଇଦର । ଭାରତୀୟ ଗଣମାଧ୍ୟମ ସୀମାଙ୍କ ପିଚ୍ଛା ଛାଡୁନି । ଯଦିଓ...
କଂଗ୍ରେସରେ ଯୋଗଦେଲେ ଚାରିଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ
କଂଗ୍ରେସରେ ଚାରିଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ଯୋଗ ଦେଇଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ସଭାରେ ଦଳର ପର୍ଯ୍ୟବେକ୍ଷକ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ ଜଣ ପୂର୍ବତନ ଆଇଏଏସ ଅଫିସର ଏବଂ ଦୁଇଜଣ ଓଏଏସ...
ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଦାବି
ପୁରୀ ଶ୍ରୀମନ୍ଦିରର ଚାରିଦ୍ବାର ଭକ୍ତଙ୍କ ନିମନ୍ତେ ଖୋଲିବାକୁ ଦାବି ଜୋର୍ ଧରିଛି । ପୂର୍ବରୁ ଜଗନ୍ନାଥ ସେନା ପକ୍ଷରୁ ଚାରିଦ୍ବାର ଖୋଲିବାକୁ ବାରମ୍ବାର ଦାବି କରାଯାଇଥିବା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଦାବି...
ସୁପ୍ରିମକୋର୍ଟଙ୍କ ଚେତାବନୀ, ସରକାର ନକଲେ ଆମେ କରିବୁ
ମଣିପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏଭଳି ଘଟଣା ଘଟିବା ଏବଂ ଘଟଣାର ଭିଡିଓ ଭାଇରାଲ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ...
ଲଜ୍ଜା : ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇଲେ
ମଣିପୁରରେ ଦୁଇଜଣ ଆଦିବାସୀ ଯୁବତୀଙ୍କୁ କିଛି ଯୁବକ ଜୋରଜବରଦସ୍ତ ପଡିଆକୁ ନେଇ ଗଣଦୁଷ୍କର୍ମ କଲେ । ଗଣଦୁଷ୍କର୍ମ କରିବା ପରେ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ । ଏଭଳି ଲଜ୍ଜାକର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...
ଗ୍ୟାଙ୍ଗଷ୍ଟର ଟିଟୋ ସହଯୋଗୀ ବିଜେଡି ଉପସଭାପତି
ବିଜେଡି ଜଗତସିଂହପୁର ଜିଲ୍ଲା କମିଟି ପୁର୍ନଗଠନ ହୋଇଥିବା ବେଳେ ଦୁଇ ଉପସଭାପତିଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ନବଗଠିତ ଜିଲ୍ଲା କମିଟିରେ ଉପସଭାପତି ଥିବା ଦୁଇ ନେତାଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏପରିକି ଜଣେ ଉପସଭାପତି...
ବିରୋଧୀଙ୍କ ମହାମେଣ୍ଟର ଜବାବ ଦେଲେ ମୋଦି
ବିରୋଧୀଙ୍କ ମହାମେଣ୍ଟର ନୂଆ ନାଁ ଇଣ୍ଡିଆ ରଖାଯିବା ପରେ ଦିଲ୍ଲୀରେ ତାହାକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନଡିଏ ସମେତ 38ଟି ଦଳକୁ ନେଇ ନୂଆଦିଲ୍ଲୀରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିରୋଧୀଙ୍କ ଇଣ୍ଡିଆକୁ ସମାଲୋଚନା...
ମୋଦିଙ୍କୁ ବ୍ରେକ୍ ଦେବ ‘ଇଣ୍ଡିଆ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସନ୍ତା ନିର୍ବାଚନରେ ଚେକ୍ ଦେବ 'ଇଣ୍ଡିଆ' - ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲିଆନ୍ସ । ଆଜି ବେଙ୍ଗାଲୁରରେ ଏକାଠି ହୋଇଥିବା ବିରୋଧୀ 2024 ସାଧାରଣ ନିର୍ବାଚନ ପାଇଁ ମହାମେଣ୍ଟ ଗଠନ କରିଛନ୍ତି, ଯାହାର ନାଁ...
















