25.1 C
Bhubaneswar
Thursday, October 29, 2026
-Advertisement-

ଅନଶନରେ ନାଇଡୁ

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବେ ରାସ୍ତାକୁ ଓହ୍ଲାଇଛନ୍ତି. ଏଥିପାଇଁ ସେ ଦିଲ୍ଲୀ ଆନ୍ଧ୍ର ଭବନରେ ଆମରଣ ଅନଶନ ଆରମ୍ଭ କରିଛନ୍ତି. ଏହି ଆନ୍ଦୋଳନରେ  ତାଙ୍କୁ ସମର୍ଥନ...
video

ASIଙ୍କ ଘରେ ଦୁଷ୍କର୍ମ, ନିଲମ୍ବିତ ହେଲେ ASI

ହଁ ଖାକିରେ ଦାଗ. ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବରଗଡ ଜିଲ୍ଲା ସୋହେଲା ଥାନା ଏଏସଆଇ ବନମାଳୀ କୁଅଁରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି. ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ମେଲଛାମୁଣ୍ଡାରେ ଏହି ଘଟଣା ଘଟିଛି. ଏହି ଘଟଣା...

ସିରିଜ ଦୁର୍ଘଟଣା

16 ନମ୍ବର ଜାତୀୟ ରାଜପଥରେ ଏକ ସିରିଜ ଦୁର୍ଘଟଣା ହୋଇଛି. ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି. ସୂଚନା ଅନୁସାରେ, 16 ନମ୍ବର ଜାତୀୟ ରାଜପଥ ଭଗିଆ ଛକ ନିକଟରେ ଗୋଟିଏ କୋଇଲା...
video

ଧାନବସ୍ତା ରଖି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା. ଧାନର ଅଭାବୀ ବିକ୍ରି ନେଇ ପୂର୍ବତନ ସାଂସଦ ସଦ ପ୍ରଦୀପ ମାଝିଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କଂଗ୍ରେସ ଧାରଣା ଦେଇଛି. ଚାଷୀଙ୍କୁ ଅଣଦେଖା କରି ମଣ୍ଡିରୁ...

କଶ୍ମୀର ଘାଟିରେ ଟଳିଲେ 5 ଆତଙ୍କବାଦୀ

ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଫଳରେ 5 ଜଣ ଆତଙ୍କବାଦୀ ଟଳି ପଡିଥିବା ସୂଚନା ମିଳିଛି. ତେବେ ସୁରକ୍ଷାକର୍ମୀମାନେ ପୁରା ଅଞ୍ଚଳରୁ ଚାରିପଟୁ ଘେରି ରହିଛନ୍ତି. ବିଳମ୍ବିତ ରାତିରେ କିଛି...

ବାମ ଗୋଡ ବଦଳରେ ଡାକ୍ତର କଲେ ଡାହାଣ ଗୋଡ ଅପରେସନ

ବାମ ଗୋଡ ବଦଳରେ ଡାକ୍ତର କଲେ ଡାହାଣ ଗୋଡ ଅପରେସନ. ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ଆପଣ ଭାବୁଥିବେ ଯେ, ଜଣେ ଡାକ୍ତର କିଭଳି ଏମିତି କରିପାରିବେ. ହେଲେ ଏହା ସଂପୂର୍ଣ୍ଣରୂପେ ସତ. ଜଣେ ଡାକ୍ତର ଦାୟିତ୍ୱହିନ ହୋଇ...

13ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ

ଆସନ୍ତା 13 ତାରିଖରେ ବାଲେଶ୍ୱର ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ. ଗସ୍ତ ସମୟରେ ନବୀନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ. ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା. 13 ତାରିଖ ବାଲେଶ୍ୱରରେ...

ଶେଷ ଟି-20ରେ ଭାରତର ପରାଜୟ

ହାମେଲଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ତଥା ଶେଷ ଟି-୨୦ରେ ଭାରତ ପରାଜୟ ବରଣ କରିଛି । ୨୧୩ ରନର ପିଛା କରୁଥିବା ଭାରତୀୟ ଟିମ ୨୦ ଓଭରରେ ୬ ୱିକେଟ ହରାଇ ୨୦୨ ରନ କରିବାରେ ସକ୍ଷମ ହୋଇଥିଲା...

ବିଜେଡିର ମିଶ୍ରଣ ପର୍ବ

ରବିବାର ବିଜେଡି ପାର୍ଟି ଅଫିସରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି. ରାଷ୍ଟ୍ରିୟ ସାମାଜିକ ନ୍ୟାୟ ପକ୍ଷରୁ ଗୁରୁଜୀ ଶ୍ରୀଯୁକ୍ତ ମାନସ ଦାସ ବିଜେଡିରେ ସାମିଲ ହୋଇଛନ୍ତି. ତାଙ୍କ ସହ ଶତାଧିକ କର୍ମୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଜନତା...
video

୨୦୧୪ର ପ୍ରତିଶ୍ରୁତି କୁଆଡେ ଗଲା ?

ବିଜେପିର ପ୍ରତିଶ୍ରୁତି ସମାବେଶକୁ ବିଜେଡି ପ୍ରତାରଣା ସମାବେଶର ଆଖ୍ୟା ଦେଇଛି. ଶନିବାର ଦିନ ବିଜେପି ପ୍ରତିଶ୍ରୁତି ସମାବେଶ କରି କ୍ଷମତାକୁ ଆସିଲେ ବେକାରଙ୍କୁ ନିଯୁକ୍ତି, ଭୂମିହୀନ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର, ସମସ୍ତଙ୍କୁ ପାନୀୟ ଜଳ,...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...