31.1 C
Bhubaneswar
Saturday, October 31, 2026
-Advertisement-

ଯଦି ତଦନ୍ତରେ ପରିବାର ଲୋକେ ଖୁସି, ବିରୋଧୀ ରାଉ ରାଉ କାହିଁକି

ଦିନ ଦ୍ବିପହରେ ସମସ୍ତଙ୍କ ଆଖି ଆଗରେ ଗୋଟିଏ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲେ । ପୋଲିସ ଅଧିକାରୀଙ୍କ ଗୁଳିରେ ସେଇଠି ଟଳି ପଡିଲେ ମନ୍ତ୍ରୀ ନବ ଦାସ । କୁହାଯାଉଛି, ସେଇଠି...

ନବ ଦାସ ହତ୍ୟାକାଣ୍ଡର 118 ଦିନ ପରେ ଚାର୍ଜସିଟ୍

ନବ ଦାସଙ୍କୁ ହତ୍ୟା କରାଯିବାର 118 ଦିନ ପରେ ଚାର୍ଜସିଟ୍ । ଝାରସୁଗୁଡା ଜେଏମଏଫସିଙ୍କ ପାଖରେ କ୍ରାଇମବ୍ରାଞ୍ଚର ତଦନ୍ତ ଅଧିକାରୀ ଚାର୍ଜସିଟ୍ ଦାଖଲ କରିଛନ୍ତି । ମୋଟ 543 ପୃଷ୍ଠାର ଚାର୍ଜସିଟରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ 302, 307,...

କୁନି ପିଲାଙ୍କ ସମରକ୍ୟାମ୍ପରେ ଟାଲେଣ୍ଟ ସାଇନ୍

କୁନି ପିଲାଙ୍କ ସମର କ୍ୟାମ୍ପରେ ଟାଲେଣ୍ଟ ସାଇନ । କୁନି କୁନି ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ସମରକ୍ୟାମ୍ପ କଟକ ପକ୍ଷରୁ ଆୟୋଜିତ ହୋଇଥିଲା ଟାଲେଣ୍ଟ ସାଇନ୍ । ତିନୋଟି ବର୍ଗରେ ପ୍ରାଇମେରୀ, ସବୁଜୁନିଅର ଓ ଜୁନିଅର ଗ୍ରୁପରେ...

କାଳବୈଶାଖୀ ତାଣ୍ଡବ : କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସଆରସି

ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ହନ୍ତସନ୍ତ ହେଉଥିବା ବେଳେ ଆଜି ତାଣ୍ଡବ ରଚିଛି କାଳବୈଶାଖୀ । ଭୁବନେଶ୍ବର, କଟକ, ଆଠଗଡ, ପିପିଲି ପ୍ରଭୃତି ଅଞ୍ଚଳରେ ଆଜି କାଳବୈଶାଖୀ ଜନିତ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ଚାଳ...

ଆଜି ପ୍ରଚଣ୍ଡ ତାତି, ସାରା ରାଜ୍ୟରେ ନିଆଁ ବର୍ଷା

ଆଜି ପୁଣି ସାରା ରାଜ୍ୟରେ ନିଆଁବର୍ଷା ଆରମ୍ଭ ହୋଇଛି । ଦିନ ସାଢେ 11ଟା ସୁଦ୍ଧା ରାଜ୍ୟର ଅଧିକାଂଶ ସହରର ତାପମାତ୍ରା 40 ଡିଗ୍ରୀ ପାଖାପାଖି ହୋଇଯାଇଛି । ଭୁବନେଶ୍ବର ଓ ସମ୍ବଲପୁର ସହରର ତାପମାତ୍ରା 39.2 ଡିଗ୍ରୀରେ ପହଞ୍ଚିଛି...

ସାଂସଦ ନିରଞ୍ଜନ ବିଶିଙ୍କୁ ଗିରଫ ଦାବି

ସାଂସଦ ନିରଞ୍ଜନ ବିଶିଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି । ସାଂସଦଙ୍କ କାର୍ ଦୁର୍ଘଟଣାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ହେବା ପରେ ବିରୋଧୀ ସାଂସଦଙ୍କ ଗିରଫ ଦାବି କରିଛନ୍ତି । ହିଟ୍ ଆଣ୍ଡ ରନ୍ ମାମଲାରେ ଶ୍ରୀ...

ନୂଆ ସଂସଦ ଭବନ ଉଦଘାଟନରେ ସାମିଲ ହେବ ବିଜେଡି

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି । ଆଜି ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏହା ସ୍ପଷ୍ଟ କରିଛନ୍ତି । ସସ୍ମିତ ପାତ୍ର କହିଛନ୍ତି, ସଂସଦ ଭବନ ଏକ ସାମ୍ବିଧାନିକ ଅନୁଷ୍ଠାନ ଏବଂ ଏହା...

ଏଣିକି ପ୍ରତି ପଞ୍ଚାୟତରେ ଗଡିବ ମୋ ବସ୍

ପ୍ରତି ପଞ୍ଚାୟତକୁ ମୋ ବସ୍ ଚଳାଇବାକୁ ନିଷ୍ପତ୍ତି । ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ୍ । ସୂଚନା ଦେଲେ ପରିବହନ ସଚିବ ଊଷା ପାଢୀ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ଦିଆଯିବ ପରିବହନ ସୁବିଧା ।...

ସୁଶାନ୍ତଙ୍କୁ ପଶ୍ଚିମ ଓଡିଶାର ୯ ଜିଲ୍ଲା ଦାୟିତ୍ୱ

ମନ୍ତ୍ରୀ ପଦ ନମିିଳିବା ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ତାଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ । ଗତକାଲି ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବା ପରେ ସଙ୍ଗଠନ ସମ୍ପାଦକ...

ଆଇଏଏସ ପରୀକ୍ଷା ସଫଳତାର ଶୀର୍ଷରେ ଝିଅ, ଇଶିତା ଟପ୍ପର

ୟୁପିଏସସି ପରିଚାଳିତ 2022 ସିଭିଲ ସର୍ଭିସେସ ପରୀକ୍ଷା ଫଳ ପ୍ରକାଶ ପାଇଛି । ନଏଡାର ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ସଫଳତାର ଶୀର୍ଷରେ ଥିବା ପ୍ରଥମ ଚାରୋଟି ଯାକ ସ୍ଥାନରେ ଝିଅମାନେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...