ଗଞ୍ଜେଇ ରେଡ୍ବେଳେ ରୂପା ଇଟା ସହ ଚାନ୍ଦି ଅଳଙ୍କାର ଜବତ
ଗଞ୍ଜେଇ ରେଡ୍ ବେଳେ ଧରାପଡିଲା ବିପୁଳ ରୂପା ଇଟା ସହ ଚାନ୍ଦି ଅଳଙ୍କାର । ଏବଂ ୧୦ରୁ ୧୨ ଲକ୍ଷ ଟଙ୍କା । ଟାଙ୍ଗି ଟୋଲଗେଟରେ ଯାଞ୍ଚ ବେଳେ ଧରିଲେ ଅବକାରୀ ସ୍କ୍ୱାର୍ଡ । ୧ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ...
ବିଧାନସଭାରେ କେବଳ ମହିଳା କହିବେ
ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଐତିହାସିକ ନିଷ୍ପତ୍ତି । ବିଧାନସଭାରେ ଆଜି କେବଳ ମହିଳା ବିଧାୟମାନେ ସେମାନଙ୍କ ମତ ରଖିବେ । ମହିଳା ବିଧାୟକମାନେ ପ୍ରଶ୍ନ କାଳରେ ସେମାନଙ୍କ ମତ ରଖିବେ । ଏହାପରେ ମଧ୍ୟ ସେମାନେ ମହିଳାମାନଙ୍କ ସମସ୍ୟା ନେଇ...
ଅନ୍ତିମ ବିଦାୟ ଦେବାକୁ ପହଁଞ୍ଚିଲେ ପତ୍ନୀ
ପତି-ପତ୍ନୀଙ୍କ ସମ୍ପର୍କ ସାତ ଜନ୍ମର । କିନ୍ତୁ ଅଧାବାଟରେ ଯଦି ଜଣେ ହାତ ଛାଡି ଚାଲିଯାଏ । ତାଠୁ ବଡ କଷ୍ଟ ଆଉ କିଛି ନଥାଏ । ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଛନ୍ତି ପତ୍ନୀ ଶିଖା ।...
ଅକ୍ଟୋବର 16 ରୁ ଓସିଏସ୍ ପ୍ରିଲିମ୍
ଅକ୍ଟୋବର 16 ତାରିଖରୁ ହେବ ଓଡିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଓପିଏସସି ପକ୍ଷରୁ ଏହି ସୂଚନା ଦିଯାଇଛି । 16 ତାରିଖ ଦିନ ଦିନ ଦୁଇଟି ସିଟିଙ୍ଗରେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ପରୀକ୍ଷା ସକାଳ...
ପରମାଣୁ ଧମକ ଦେଲେ ପୁଟିନ୍
ଦେଶବାସୀଙ୍କୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାଇ ଦେଲେ ପୁଟିନ୍ । ବଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପୁଟିନ୍ । ସେ କହିଛନ୍ତି ରୁଷିଆକୁ ଧ୍ୱସଂ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଉଦ୍ୟମ କରୁଛନ୍ତି ।...
ଚାଲିଗଲେ କମେଡିଆନ୍ ରାଜୁ ଶ୍ରୀବାସ୍ତବ
ଚିରନିଦ୍ରାରେ ଶୋଇଗଲେ ଷ୍ଟାଣ୍ଡ ଅପ କମେଡିଆନ ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅଗଷ୍ଟ ୧୦ ତାରିଖରୁ ଏମ୍ସରେ ଭର୍ତ୍ତି ହୋଇଥିଲେ...
ଚାଲିଛି ମା’ଙ୍କ ଷୋଡଶ ଉପଚାର
ଶାରଦୀୟ ଦୂର୍ଗାପୂଜା ଲାଗି ଚଳଚଞ୍ଚଳ ଶକ୍ତିପୀଠ । ଚାଲିଛି ମା’ଙ୍କ ଷୋଡଶ ଉପଚାର । କଟକର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ୧୬ ଦିନାତ୍ମକ ପୂଜା ଓ ବେଶ । କଟକର ଆରଧ୍ୟ ଦେବୀ ମା’ କଟକ ଚଣ୍ଡି...
ବିଦାୟ ନେବେ ଅଭିନନ୍ଦନ
ସେପ୍ଟେମ୍ୱର ୩୦ ରେ ସରୁଛି ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ କାର୍ଯ୍ୟକାଳ । ଅବସର ଦେବା ପାଇଁ ପ୍ରସ୍ତୁତ ହେଲାଣି ଭାରତୀୟ ବାୟୁସେନା । ମିଗ୍-୨୧ ସ୍କ୍ୱାଡ୍ରନ ସୋର୍ଡ ଆର୍ମସ ଯାହା ବାଲାକୋଟ୍ ଷ୍ଟ୍ରାଇକ୍ ସମୟରେ ଚର୍ଚ୍ଚାରେ ରହିଥିଲା ଏହି ବିମାନ...
ତାଗିଦ୍ କରୁ କରୁ ଜୀବନ ନେଇଗଲା ଭାଇ
ବଡ ଭାଇ ମାଡରେ ଚାଲିଗଲା ସାନ ଭାଇର ଜୀବନ । ଅତ୍ୟଧିକ କ୍ରୋଧ ନେଇଗଲା ନୀରିହ ଜୀବନ । ଭୁବନେଶ୍ୱର ନୟାପଲ୍ଲୀ ଥାନା ନୂଆସାହି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସାନ ଭାଇକୁ ପଢିବାକୁ ତାଗିଦ କରି ନିସ୍ତୁକ...
୨୨ରୁ କ୍ଲାସ ଆରମ୍ଭ
କରୋନାରେ ବେଶି ପ୍ରଭାବିତ ହୋଇଥିଲା ଶିକ୍ଷାକ୍ଷେତ୍ର । ଦୁଇ ବର୍ଷ ପରେ ସ୍ଥିତି ସ୍ୱାଭାବିକ ହୋଇଛି । ୨୨ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢା ଆରମ୍ଭ ହେବ । ଆସନ୍ତା ୨୨ ତାରିଖରୁ ଯୁକ୍ତ ଦୁଇ ପ୍ରଥମ...
















