ସାଲିଆସାହିରେ ଚଢାଉ
ଭୁବନେଶ୍ୱର ସାଲିଆ ସାହିରେ ବଡଧରଣର ଚଢାଉ । ଚଢାଉରେ ନିଜେ ସାମିଲ ହୋଇଛନ୍ତି ଡିସିପି ପ୍ରତୀକ ସିଂ ଓ ସ୍ୱତନ୍ତ୍ର ସ୍କ୍ୱାଡ । ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଚଢାଉ ଚାଲିଛି । ଏକ ଦେଶୀ ମଦ...
କଟକରୁ ଥମୁନି ନକଲି ଔଷଧ କାରବାର
କଟକରୁ ନକଲି ଔଷଧ କାରବାର ଥମୁନି । ପୁଣି ଜବତ ହୋଇଛି ରକ୍ତଚାପ ପାଇଁ ବ୍ୟବହୃତ ଟେଲମା-୪୦ । ଏହାର ୧୩ ଶହ ଷ୍ଟ୍ରିପ୍କୁ ଏକ ଟ୍ରାନ୍ସପୋର୍ଟ ଏଜେନ୍ସିରୁ ଜବତ କରାଯାଇଛି । ବିହାରରୁ ଆସିଥିବା ଔଷଧକୁ ଭିଆର ଏଜେନ୍ସିକୁ...
ଶେଷଯାତ୍ରାରେ ମହାରାଣୀ
ବ୍ରିଟେନ ମହାରାଣୀ ଏଲିଜାବେଥ୍ ତ୍ୱିତୀୟଙ୍କୁ ଅନ୍ତିମ ବିଦାୟ । ଶେଷକୃତ୍ୱ କାର୍ଯ୍ୟକ୍ରମରେ ସାମିଲ ହେଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ବିଶ୍ୱର ପ୍ରମୁଖ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ । ଶେଷଯାତ୍ରାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସହ ୨୦୦୦ ବିଶ୍ୱନେତା...
ମହଙ୍ଗା ଭତ୍ତା ବଢିଲା
ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର । ୩ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ %ରୁ ୩୪ % କୁ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ମହଙ୍ଗା...
ଅଟୋ ଡ୍ରାଇଭରଙ୍କୁ ୨୫ କୋଟି
ଅଟୋ ଡ୍ରାଇଭରଙ୍କ ଭାଗ୍ୟ ଖୋଲିଦେଇଛି ଓନମ ଲଟେରି । ଗତକାଲି ତାଙ୍କର ୩ ଲକ୍ଷ ଟଙ୍କାର ଋଣ ମଞ୍ଜୁର ହୋଇଥିଲା । କିନ୍ତୁ ଆଜି ସେ ୨୫ କୋଟି ଟଙ୍କା ଲଟେରି ଜିତିଛନ୍ତି। ଶ୍ରୀବରହମର ଅନୁପ ପୁଣି ଗତକାଲି ଟିଜେ୭୫୦୬୦୫...
ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ଶୋକ
ଚାନ୍ଦବାଲି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ସମସ୍ତେ ମର୍ମାହତ । ଅନେକ ବିଶିଷ୍ଟ ବ୍ୟକ୍ତି ବିଷ୍ଣୁଙ୍କ ବିୟୋଗରେ ଶୋକ ପ୍ରକାଶ ପ୍ରକାଶ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି...
ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ
ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ। ୬୧ ବର୍ଷ ବୟସରେ ବିଧାୟକ ବିଷ୍ଣୁ ସେଠୀ ଆଖି ବୁଜିଛନ୍ତି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।
କିଡନୀ ରୋଗରେ ପୀଡ଼ିତ ହୋଇ ମାସେ ହେଲା...
ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଦିଲ୍ଲୀପ ତିର୍କି
ଭାରତର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ୍ ଦିଲୀପ ତିର୍କୀ ହୋଇପାରନ୍ତି ହକି ଇଣ୍ଡିଆର ନୂଆ ମୁଖିଆ। ଆଜି ସେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କ୍ରୀଡାକୁ ଏକ ନୂଆ ଉଚ୍ଚତାକୁ ଆଣିବା ତାଙ୍କର ଉଦ୍ଦେଶ୍ୟ ବୋଲି...
ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ
ଖୁବଶୀଘ୍ର ଦେଶରୁ ମୌସୁମୀ ଲେଉଟାଣୀ । ଆଗାମୀ ତିନି ଦିନ ମଧ୍ୟରେ ମୌସୁମୀ ଫେରିବା ପାଇଁ ପାଗ ଅନୁୁକୁଳ ରହିଛି । ଦେଶର ଉତ୍ତର ପଶ୍ଚିମ ଭାଗରୁ ମୌସୁମୀ ପ୍ରତ୍ତ୍ୟାବର୍ତ୍ତନ ହେବ । ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା...
୧୮ ଦିନରେ ଗଲାଣି ୧୩ ଶିଶୁଙ୍କ ଜୀବନ
ଗତ ୨୪ ଘଣ୍ଟାରେ ୬ ଶିଶୁଙ୍କର ମୃତ୍ୟୁ । ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଯାଇଛି ୬ ଜଣ ଶିଶୁଙ୍କ ଜୀବନ । ଏହି ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ...















