ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଅଡିସନ ରାଉଣ୍ଡ୍ ଫଳାଫଳ
ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପକ୍ଷରୁ ଆୟୋଜିତ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ ..’ର ଫାଇନାଲ ରାଉଣ୍ଡ ଆସନ୍ତା 20 ତାରିଖ ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହେବ I ତିନୋଟି ରାଉଣ୍ଡ ସବ...
ଟିମ୍ ଇଣ୍ଡିଆରୁ କୋହଲି ଆଉଟ୍!
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଯେଉଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ସେହି ଟିମ୍ରେ ନାହାଁନ୍ତି ବିରାଟ କୋହଲି । ତେଣୁ ତାଙ୍କୁ ଟିମରୁ ଡ୍ରପ୍ କରାଯାଇଛି କିମ୍ବା ଆହତ କାରଣରୁ ସେ ବାଦ୍ ପଡିଛନ୍ତି ନାଁ ତାଙ୍କୁ...
କାଦୁଅ ପଚପଚ ବାଦମବାଡୀ ବସଷ୍ଟାଣ୍ଡ
ଏ ଦୃଶ୍ୟ ହେଉଛି ସିଲଭର ସିଟି କଟକର । ଅସରାଏ ବର୍ଷାରେ ବେହାଲ କଟକ ବାଦାମବାଡୀର ଅନୁଗୁଳ-ପାରାଦୀପ ବସଷ୍ଟାଣ୍ଡ । କାଦୁଅ ପଚପଚରେ ଯିବା ଆସିବା କରୁଛନ୍ତି ଯାତ୍ରୀ । ମୌସୁମି ବର୍ଷାରେ ବସଷ୍ଟାଣ୍ଡର ସ୍ଥିତି ବେହାଲ । ବର୍ଷା...
ଅଡୁଆରେ ବିଧାୟକ ବିଜୟ ଶଙ୍କର
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିଲା ଅଡୁଆ । ବିଧାୟକଙ୍କରେ ବିରୋଧରେ ତାଙ୍କ ବାନ୍ଧବୀ ଆଣିଥିବା ସେକ୍ସ ର୍ୟାକେଟ କାରବାର ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଜଗତସିଂହପୁର ଏସପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି...
ଟେନସନ ବଢାଇଲାଣି ସଙ୍କ୍ରମଣ
ରାଜ୍ୟରେ ବଢୁଛି କୋଭିଡ ସଙ୍କ୍ରମଣ । ଗତକିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ସିଧା 900 ପାଖାପାଖି ପହଁଞ୍ଚିଛି ଦୈନିକ ସଙ୍କ୍ରମଣ ସଂଖ୍ୟା । ରାଜ୍ୟରେ ଦୈନିକ କରୋନା ସଙ୍କ୍ରମଣ ୮୦୦ ଟପିଲା ।...
ସଚେତନ କରାଇଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ୬୦୦ ଉପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ଦ୍ରୁତ ବେଗରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ କରୋନା ଗାଇଡଲାଇନ୍ସ ମାନିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି...
୭୫ ଦିନିଆ ସ୍ପେଶାଲ ଡ୍ରାଇଭ
ଧିରେ ଧିରେ ବଢିବାରେ ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା କବଳରୁ ଦୂରରେ ରହିବାକୁ ଗଲେ ବୁଷ୍ଟର ଡୋଜ୍ ନିହାତି ଆବଶ୍ୟକ । ତେଣୁ ଜୁଲାଇ ୧୫ରୁ ମାଗଣାରେ ଦିଆଯିବ କରୋନା ପ୍ରିକସନ୍ ଡୋଜ୍ ଟିକା । ୧୮ରୁ...
୭ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଗ୍ରୀନ ଚିଲି
ଭୁବନେଶ୍ୱର ମାଷ୍ଟକ୍ୟାଣ୍ଟିନ୍ ଛକରେ ଥିବା ଗ୍ରିନ୍ ଚିଲି ସିଲ୍ । ୭ଦିନ ପାଇଁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ତିଆରି କରାଯାଉଥିବାରୁ ଦୋକାନକୁ ସିଲ୍ କରାଯାଇଛି । ବିଏମସି...
ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି
ଶ୍ରୀଲଙ୍କାରେ ଜାରି କରାଯାଇଛି ଜରୁରୀକାଳିନ ପରିସ୍ଥିତି । ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡିବା ପରେ ମଧ୍ୟ ଲୋକଙ୍କ ଆକ୍ରୋଶ କମିନଥିବାରୁ ଏବଂ ବିକ୍ଷୋଭ ଜୋରଦାର ହେବାରୁ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଜରୁରୀକାଳିନ ପରିସ୍ଥିତି ଘୋଷଣା...
ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ
୨ ବର୍ଷ ପରେ ବଡଦାଣ୍ଡ ଉଠୁଛିପଡୁଛି । ରଥରେ ତିନି ଠାକୁରଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛି ଭକ୍ତ । ରଥରେ ଚକା ଆଖିକୁ ଦେଖି ଭକ୍ତ ବିଭୋର, ସାଆନ୍ତ ବି ଖୁସି । କିଏ...















