ରାଗିଂ କରିଥିବା ଝିଅମାନଙ୍କ ବାପାମାନେ କିଏ ?
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଏପର୍ଯ୍ୟନ୍ତ ପୋଲିସକୁ କିଛି ବି ସୁରାକ୍ ମିଳିନି । କଲେଜରେ ରାଗିଂ ହୋଇଥିବା ସଂପର୍କରେ ମଧ୍ୟ କୌଣସି ତଥ୍ୟ ପାଇନି ପୋଲିସ । ଭୁବନେଶ୍ବର ଡିସିପି କହିଛନ୍ତି, ରୁଚିକା ମୃତ୍ୟୁ...
ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ସହାୟତା
ସୁନ୍ଦରଗଡର ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଗାଡି ଧକ୍କାରେ ସୋନପୁର ବଡବାହାଲି ନିକଟରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଥାନା ଅଧିକାରୀଙ୍କ ଗାଡି ଏକ ଅଟୋକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ...
ଲୋୟର ପିଏମଜିରେ ରୁଚିକାଙ୍କ ପରିବାର
ଝିଅକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାରେ ବାପା-ମା । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ପାଇଁ ପରିବାର ଲୋକେ ଆଜି ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ରୁଚିକାଙ୍କ ମା’ ଏବଂ ବାପାଙ୍କ ସମେତ ଏବିଭିପିର ଛାତ୍ରଛାତ୍ରୀମାନେ...
ରୁଚିକାଙ୍କ ମୃତ୍ୟୁର ଦଶ ଦିନ ପରେ ବି ପୋଲିସ ହାତ ଖାଲି
ରୁଚିକାଙ୍କ ଆତ୍ମହତ୍ୟାର 10 ଦିନ ପରେ ବି ପୋଲିସ ହାତ ଖାଲି । କେଉଁ ତିନିଜଣ ସିନିୟର ଛାତ୍ରୀଙ୍କ ରାଗିଂ ଯୋଗୁ ରୁଚିକା ଆତ୍ମହତ୍ୟା କଲେ, ସେମାନଙ୍କୁ ଚିହ୍ନଟ କରିବାରେ ଫେଲ୍ ହୋଇଛି ପୋଲିସ । ଅନ୍ୟପକ୍ଷରେ ନ୍ୟାୟ ପାଇଁ...
ଜଗା ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା
ପୁରୀରୁ ଭୁବନେଶ୍ୱର ଆସୁଥିବା ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ । ପୁରୀରୁ ଲୋକ ନେଇ ଫେରୁଥିବାବେଳେ ସାତଶଙ୍ଖ ଠାରେ ଦୁର୍ଘଟଣାଗ୍ରସ୍ତ । ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ । ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ...
ରାଜ୍ୟରେ ଉପରମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟରେ ଦିନକରେ ୫୭୨ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୩୩୬ ଲୋକାଲ କେସ୍ ୨୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା...
ରାଜ୍ୟରେ ୫ ଶହ ଟପିଲା ଦୈନିକ ସଙ୍କ୍ରମଣ
ଦିନକୁ ଦିନ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ଦୈନିକ ସଙ୍କ୍ରମଣ ୫ ଶହ ଟପିଛି । ଗତ ୨୪ ଘଣ୍ଟାରେ ଆଉ ୫୧୨ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୩୦୦ ...
ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବ ଭାରତ
ଆଖି ବୁଜିଲେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୋ ଆବେ ଆଖି ବୁଜିଛନ୍ତି । ନାରା ସହରରେ ଆଜି ସକାଳେ ଅଭିଭାଷଣ ରଖୁଥିବାବେଳେ ପଛଆଡୁ ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରିଥିଲେ ।...
ବିଧାନସଭାରେ ଦ୍ରୌପଦୀ ମୁର୍ମୁ
ବିଧାନସଭାରେ ପହଁଞ୍ଚିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମର୍ମୁ । ଦ୍ରୌପଦୀ ମର୍ମୁଙ୍କୁ ସ୍ୱାଗତ କରିଥିଲେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ପୀନାକ୍ଷୀ ମିଶ୍ର ସମେତ ବରିଷ୍ଠ ନେତା । ବିଧାନସଭାର...
ସିଞ୍ଜୋ ଆବେଙ୍କୁ ଗୁଳିମାଡ
ସିଞ୍ଜୋ ଆବେଙ୍କୁ ହୋଇଛି ଗୁଳିମାଡ । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବିଚ୍ ରାସ୍ତା ଉପରେ ଗୁଳିମାଡ କରାଯାଇଛି । ନାରା ସହରରେ ଗୋଟିଏ ଅଭିଭାଷଣ ରଖୁଥିବାବେଳେ ପଛଆଡୁ ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ଟଳିପଡିଛନ୍ତି...















