ପୁଣି ଡରାଇଲାଣି କରୋନା, ଗୋଟିଏ ଦିନରେ ୨୪ ମୃତ
ଗତ ୨୪ ଘଣ୍ଟାରେ ଦେଶରେ ୭୫୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲି ତୁଳନାରେ ଦେଶରେ ଆଚି ୪.୮ ପ୍ରତିଶତ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ୪,୩୨,୦୫, ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ...
୧୬ଟି ରାଜ୍ୟସଭା ଆସନରେ ଆଜି ନିର୍ବାଚନ
୪ଟି ରାଜ୍ୟରେ ୧୬ଟି ରାଜ୍ୟସଭା ସିଟ୍ ପାଇଁ ଆଜି ନିର୍ବାଚନ ହେବ । ମତଦାନ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ ଏବଂ କର୍ଣ୍ଣାଟକ ୧୬ଟି ରାଜ୍ୟସଭା ସିଟ୍ ପାଇଁ...
ବିଜେପିକୁ ବିଜେଡି ଭରସା
ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ଜୁଲାଇ 24ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତା ପୂର୍ବରୁ ନିର୍ବାଚନ ସଂପୂର୍ଣ୍ଣ ହେବ । ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ...
ଟିକଟ ପାଇଁ ଧସ୍ତାଧସ୍ତି, ଲାଠିଚାର୍ଜ
ଟିକଟ ପାଇଁ ଧସ୍ତାଧସ୍ତି । ବାରବାଟୀ ମ୍ୟାଚ୍ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଆଜି ସକାଳୁ ଷ୍ଟାଡିଅମ ଟିକଟ କାଉଣ୍ଟରରେ ଲୋକଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଲୋକେ ରାତି ଅଧରୁ କାଉଣ୍ଟରରେ ଧାଡି ବାନ୍ଧି ଅପେକ୍ଷା କରି...
ନିଜ ସହ ନିଜର ବାହାଘର କରାଇଲେ କ୍ଷମା
ନିଜ ସାଥିରେ ନିଜର ବିବାହକୁ ନେଇ ଚର୍ଚ୍ଚାରେ ଥିବା ଗୁଜୁରାଟର ଯୁବତୀ କ୍ଷମା ବିନ୍ଦୁଙ୍କର ସରିଛି ବାହାଘର । କ୍ଷମା ୧୧ ଜୁନ୍ରେ ବିବାହ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ବିବାଦକୁ ନଆସିବା ପାଇଁ ୩...
ଘରୋଇ ହଷ୍ଟେଲରେ ପଶିଲା କରୋନା
ପୁଣି ଧିରେ ଧିରେ କାୟା ମେଲାଇଲାଣି କରୋନା ସଙ୍କ୍ରମଣ । କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶିକ୍ଷାନୁଷ୍ଠାନର ସିଏମସି ୫୯ ନମ୍ବର ୱାର୍ଡରେ ଥିବା ଛାତ୍ରାବାସରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି...
ଆଜିଠୁ ଚିଲିକାରେ ବୁଲିବ ଗରୁଡ
ଏଣିକି ଚିଲିକା ବୁଲିବା ହେବ ଆହୁରି ଆରମ ଦାୟକ । ଚିଲିକା ହ୍ରଦରେ ଆରମ୍ଭ ହେବାକୁ ଯାଉଛି ଅତ୍ୟାଧୁନିକ ବୋର୍ଟ ସେବା । ଆଜିଠୁ ଚିଲିକାରେ ବୁଲିବ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ ’ଗରୁଡ଼’...
ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ବିମାନ ଯାତ୍ରାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦିଲ୍ଲୀ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ବଳରେ ଲାଗୁ ହେଲା କଟକଣା । କେବଳ ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବାକୁ ଅନୁମତି ମିଳିବ । ଉଲ୍ଲଘଂନକାରୀଙ୍କୁ ‘ନୋ ଫ୍ଲାଏ ଲିଷ୍ଟ’ ରେ ରଖାଯିବାକୁ...
ପ୍ରଥମଥର ମହିଳାଙ୍କ ପାଇଁ ରହିଛି ୨ଟି କାଉଣ୍ଟର
ବାରବାଟୀ ଟି-ଟ୍ୱେଣ୍ଟି ପାଇଁ କାଲି କାଉଣ୍ଟରରେ ଟିକେଟ ବିକ୍ରି ହେବ । ସକାଳ ୯ଟାରୁ ୯ଟି କାଉଣ୍ଟରରେ ୧୨ ହଜାର ଟିକେଟ ବିକ୍ରି କରାଯିବ । ପ୍ରତି ଦର୍ଶକ ଦୁଇଟି ଲେଖାଏଁ ଟିକେଟ ନେଇପାରିବେ । ପ୍ରଥମଥର...
ଧାନ କୁଇଣ୍ଟାଲ ୧୦୦ ଟଙ୍କା ବଢିଲା
ଖରିଫ ଋତୁ ପାଇଁ ୧୭ଟି ଫସଲର ଏମଏସପି ବଢାଇଲା କେନ୍ଦ୍ର । ଧାନ ସମେତ ୧୭ଟି ଫସଲର ଏମଏସପି ବଢାଇଲେ ସରକାର । ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବଢାଇବାକୁ ନିଷ୍ପତ୍ତି । ୧୦୦ ଟଙ୍କା ବଢି ଧାନ...
















