କଂଗ୍ରେସର ନୂଆ ମୁଖିଆ
ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି । ଓଡିଶା ପିସିସି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଶରତ ପଟ୍ଟନାୟକ । ଶରତ ପଟ୍ଟନାୟକଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ହୋଇଛି । ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଦଳର...
ଶିବାଜୀ ପଟ୍ଟନାୟକଙ୍କ ପରଲୋକ
ଆରପାରିରେ ବିଶିଷ୍ଟ ବାମପନ୍ଥୀ ନେତା କମ୍ରେଡ ଶିବାଜୀ ପଟ୍ଟନାୟକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଶିବାଜୀ ପଟ୍ଟନାୟକଙ୍କ ପରଲୋକ ସଂପର୍କରେ ସୂଚନା ଦେଲେ ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି...
୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍
ଏସସିିବିର ୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ । କଟକ ଏସସିିବି ମେଡିକାଲର ୭ ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚାର୍ଜସିଟ୍ ଦାଖଲ କରାଯାଇଛି । ମଙ୍ଗଳାବାଗ ପୋଲିସ ଦାଖଲ କରିଛି ଏହି...
ସମ୍ପର୍କରେ କାହିଁକି ହେଉଛି ଫାଟ, କାରଣ ଦର୍ଶାଇଲେ ବର୍ଷା
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ଏବେ ପୁଣି ଦାଣ୍ଡରେ । ଦିନକୁ ଦିନ ତିକ୍ତ ହେଉଛି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ସ୍ୱାମୀ ଅନୁଭବଙ୍କ ବିରୋଧରେ କଟକ-ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଭିଡିଓ...
ଜାପାନ ଗସ୍ତରେ ମୋଦୀ
ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓରେ ପହଁଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଗସ୍ତବେଳେ କ୍ୱାଡ ବୈଠକରେ ସାମିଲ ହେବା ସହ ମୋଦି ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଆଜି ଜାପାନରେ...
ମଙ୍କିପକ୍ସର ଗୋଷ୍ଠୀ ସଙ୍କ୍ରମଣ
ମଙ୍କିପକ୍ସକୁ ନେଇ ବଢିଲାଣି ଚିନ୍ତା । ସାରା ବିଶ୍ୱରେ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଲେଣି । ଏଯାଏଁ ୧୨ଟି ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ବେଳେ ଏହା ଆଗକୁ ଅନ୍ୟ ଦେଶକୁ ବଢ଼ିବାର ଆଶଙ୍କା ରହିଥିବା ‘ହୁ’କହିଛି ।...
ଏବେ ରାଜ୍ୟ ସରକାରଙ୍କ ପାଳି
ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ତୈଳ ଉପରୁ ଭାଟ୍ କମାଇବେ କି ନାହିଁ ବିଚାର କରି ଦେଖୁଛନ୍ତି ବୋଲି କହିଛନ୍ତି । ଗତକାଲି କେନ୍ଦ୍ର ସରକାର ଉତ୍ପାଦ...
ରାତିଅଧିଆ ଜିପିଆର ସର୍ଭେ କଣ ପାଇଁ ?
ରାତିଅଧିଆ ଜିପିଆରଏସ କଣ ପାଇଁ ?
ଦିନକୁ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢିବାରେ ଲାଗିଛି । ରାଜ୍ୟ ସରକାର ଓ ଏଏସଆଇର କାର୍ଯ୍ୟ ସନ୍ଦେହ ଘେରକୁ ଆସୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ରାଜ୍ୟ ସରକାର...
କଏଦୀ ନମ୍ବର 24 ହଜାର 13 ଶହ 83 … ଠୋକୋ ତାଲି
ଶେଷରେ ଜେଲ୍ ଗଲେ ନବଜୋତ ସିଂ ସିଦ୍ଧୁ । ଶୁକ୍ରବାର ଦିନ ସେ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ସ୍ବାସ୍ଥ୍ୟ ଯାଞ୍ଚ ପରେ ତାଙ୍କୁ ପାତିଆଲା ଜେଲକୁ ପଠାଇ ଦିଆଯାଇଛି । ରୋଡ୍...
ଗୋ-ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି
ଗୋରୁ ଚାଲାଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଗୋସୁରକ୍ଷା କର୍ମୀ । ମାତ୍ର ଗୋରୁଚାଲାଣ ଟ୍ରକକୁ ଏସକର୍ଟ କରୁଥିବା ସ୍କର୍ପିଓରୁ ବାହାରି ଗୋସୁରକ୍ଷା କର୍ମୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୋସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇବାକୁ ବି ପଛାଇ...


















