26.1 C
Bhubaneswar
Monday, August 17, 2026
-Advertisement-

ଦିନବେଳା ବିଦ୍ୟୁତ୍ କାଟ୍ ନକରିବାକୁ ନିର୍ଦ୍ଦେଶ

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ । ରାଜ୍ୟରେ ବିଦ୍ୟୁତ କାଟ ସମସ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ତାତି ଏବଂ ପିଲାଙ୍କ ପରୀକ୍ଷାକୁ...

ଭୁବନେଶ୍ୱରରୁ ଦିଲ୍ଲୀ ପୋଲିସ ଗିରଫ

ଦିଲ୍ଲୀ ପୋଲିସର କନେଷ୍ଟବଳଙ୍କୁ ଗିରଫ କରିଛି ସିବିଆଇ । ଲାଞ୍ଚ ନେବାବେଳେ ଭୁବନେଶ୍ୱରରୁ ବନ୍ଧା ହୋଇଛନ୍ତି ଦିଲ୍ଲୀ ଇଓଡବ୍ଲ୍ୟୁର କନେଷ୍ଟବଳ ଅମିତ ଲାହୁଚା । ଜୈନିକ ବ୍ୟକ୍ତିଙ୍କ ଠାରୁ ସାଢେ ୪ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ୱରରୁ...

ଟିଭି ସିରିଏଲ ଅଭିନେତା ଥାନାରେ ଅଟକ

ପ୍ରେମ କଲେ ପରେ ଯୁବତୀଙ୍କୁ ବିବାହ ପାଇଁ ମନା କରିଦେଲେ । ଏମିତି ଅଭିଯୋଗରେ ଥାନାରେ ଅଟକ ରହିଛନ୍ତି ଅଭିନେତା ସୁମନ । ପାହାଳ ଥାନାରେ ତାଙ୍କୁ ଅଟକ ରଖାଯାଇଛି । ଅନେକ ଓଡିଆ ସିରିଏଲରେ ଅଭିନୟର ଯାଦୁ ଦେଖାଇଥିବା...

ଦିନ ୨ଟା୩୦ ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ତାତି

ତାତିରେ ଜଳୁଛି ରାଜଧାନୀ ଭୁବନେଶ୍ୱର । ଦିନ ୨ଟା୩୦ ସୁଦ୍ଧା ୪୩ ଡିଗ୍ରୀ ଛୁଇଁଛି ତାତି । ମିଳିବନି ତାତିରୁ ତ୍ରାହି । ଗ୍ରୀଷ୍ମ ପ୍ରବାହରେ ଆହୁରି କଲବଲ ହେବ ଜନଜୀବନ । ଓଡିଶା ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହ...

‘ମୋ ମୃତ୍ୟୁ ତୁମ ବିବାହର ଗିଫ୍ଟ’

ମୋ ମରିବା ପଛରେ ମୋ ପ୍ରେମିକା ଦାୟୀ । ଏବଂ ମୋ ମୃତ୍ୟୁ ତା ବିବାହରେ ହେବ ବଡ ଗିଫ୍ଟ । ମୃତ୍ୟୁ ପୂର୍ବରୁ ଏମିତି କିଛି ନିଜ ରୁମର କାନ୍ଥରେ ଲେଖଛନ୍ତି ଯୁବକ । ଖାଲି ସେତିକି ନୁହେଁ...

ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ମୋଦି

ଏବେ ପୁଣି କରୋନାର ସଙ୍କ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ ତାରିଖରେ ଭର୍ଚୁଆଲ ମୋଡରେ କରିବେ ଆଲୋଚନା ।...

ସ୍ତ୍ରୀ, ଶାଳୀକୁ କାହିଁକି ମାରିଲା ସ୍ୱାମୀ

ରାଜଧାନୀ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଚାଞ୍ଚଲ୍ୟ । ବିବାହକୁ ମାତ୍ର ୨ ମାସ ହୋଇଥିଲା । ଚାକିରୀ ପାଇଁ ହଷ୍ଟେଲରେ ରହୁଥିଲେ ଶାଳୀ ସରସ୍ୱତୀ ସେଠୀ । କିନ୍ତୁ ଭିଣୋଇର କଟୁରୀ ଚୋଟରେ ଚାଲିଯାଇଛି ଜୀବନ । ଭଉଣୀ-ଭିଣୋଇଙ୍କ...

40 ଡ଼ିଗ୍ରୀ ଅତିକ୍ରମ କଲା ରାଜଧାନୀ ଭୁବନେଶ୍ୱର

ଜଳୁଛି ରାଜଧାନୀ ଭୁବନେଶ୍ୱର । ଆଜି ବି ରାଜଧାନୀରେ ଅସହ୍ୟ ତାତି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦.୨ ଡିଗ୍ରୀ ଅତିକ୍ରମ କରିଛି । ପ୍ରବଳ ଗରମରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ ।

ତିନିଦିନ ବର୍ଷିବ ନିଆଁ

ଆଜି ତାତିରେ ରାଜଧାନୀ ଭୁବନେଶ୍ବର ରେକର୍ଡ ଭାଙ୍ଗିବା ପରେ ପାଣିପାଗ ବିଭାଗ ଆହୁରି ତିନିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଆଁ ବର୍ଷିବ ବୋଲି ସତର୍କ କରାଇ ଦେଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା 25 ରୁ 27...

ପାକିସ୍ତାନରେ ଡିଗ୍ରୀ ହାସଲ କଲେ ଚାକିରୀ ମିଳିବନି

ପାକିସ୍ଥାନରେ ଡିଗ୍ରୀ ହାସଲ କରି ଆସିଲେ ଭାରତରେ ଚାକିରୀ ମିଳିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି । ତେଣୁ ଭାରତର ଯୁବାବର୍ଗ ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କୁ ପାକିସ୍ଥାନରେ ଶିକ୍ଷା ଅଧ୍ୟୟନ...
- Advertisement -

Latest article

Avis sur Kyngs Nolimit City Extreme Volatility

SommaireComprendre la Volatilité Extrême de Nolimit CityStratégies de Gestion de Bankroll pour les Jeux à Haut RisqueLes Bonus et Promotions AdaptésProblèmes Fréquents et DépannageConclusion...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...