ତିଆରି ହେଉଛି ଚିଠା : କିଏ ପୁରସ୍କୃତ ହେବେ, କିଏ ବଳି ପଡିବେ ?
2024ରେ ବିରୋଧୀ ଶୂନ୍ୟ ହେବ ଓଡିଶା । ସମଗ୍ର ଦେଶର ବିଧାନସଭା ଇତିହାସରେ ନୂଆ ରେକର୍ଡ ତିଆରି କରିବ ବିଜେଡି । ପୌର ନିର୍ବାଚନରେ ଦଳର ବିଜୟ ସଫଳତା ପରେ ଏବେ ନୂଆ ଏଜେଣ୍ଡା ପ୍ରସ୍ତୁତ କରିଛି ବିଜେଡି ।...
ବଧୂ ବେଶରେ ଦୃଷ୍ଟିବାଧିତ ଓଏଏସ ତପସ୍ୱିନୀ ଦାସ
ହାତରେ ମେହେନ୍ଦି, ଦେହରେ ହଳଦୀ ଲଗାଇ ଶୁଭମଙ୍କ ସହ ହଳଦୀ ରେସମ ପାଳିଛନ୍ତି ତପସ୍ୱିନୀ । ଛୋଟବେଳୁ ଦୃଷ୍ଟିଶକ୍ତି ହରାଇଥିବା ତପସ୍ୱିନୀ ଆରମ୍ଭ କରିଛନ୍ତି ସୁନାର ସଂସାର । ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୃଷ୍ଟିବାଧିତ ଝିଅ ତଥା ଓଏଏସ...
ଲାଲବାହିନୀ ଛାଡି ବଧୂବେଶରେ କଲମଦେଇ
ଦିନେ ହାତରେ ବନ୍ଧୁକ ଦେହରେ ମାଓବାଦୀଙ୍କ ପୋଷାକ ପିନ୍ଧି ଜଙ୍ଗଲରେ ଖେଳାଉଥିଲେ ଆତଙ୍କ । କିନ୍ତୁ ଆଜି, ବର-ବଧୂ ବେଶରେ । ଶିବ ମନ୍ଦିର ସାମ୍ନାରେ ବେଦିରେ ପଡିଛି ହାତଗଣ୍ଠି । ଲାଲବାହିନୀରୁ ଏବେ ଲାଲ୍ ଟୁକୁ ଟୁକୁ ସାଧବ...
ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ବର
ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ବର । ଆଜି ଦିନ ସାଢେ 11ଟା ସୁଦ୍ଧା ତାପମାତ୍ରା 40 ଡିଗ୍ରୀ ଛୁଇଁଛି । ଦିନ ଦୁଇଟା ବେଳକୁ ରାଜଧାନୀର ତାପମାତ୍ରାରେ ଆହୁରି ଦୁଇ ତିନି ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି ।...
ଆଜିଠୁ ଆଦିବାସୀ ମେଳା
ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀମେଳା ଆରମ୍ଭ ହେବ । ମେଳାରେ ଆଦିବାସୀ ଲୋକକଳା, ପରମ୍ପରା, ସଂସ୍କୃତି ଦେଖିବାକୁ ମିଳିବ । ସଂଧ୍ୟାରେ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ୧୦ ଦିନ ଧରି...
ବାହାଘର ପ୍ରୋସେସନରେ ଟେଣ୍ଟ ମାଲିକକୁ ମାରିଦେଲେ
ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା । ଟେଣ୍ଟ ହାଉସ୍ ମାଲିକଙ୍କୁ ପିଟିପିଟି ହତ୍ୟା କଲେ ଡିଜେ ମାଲିକ । ଏଭଳି କିଛି ଘଟଣା ଘଟିଛି ପୁରୀ ଗୋପ୍ ଥାନା ବାଲି କନ୍ଦଳ ଗାଁରେ । ଗତକାଲି ରାତିରେ ଗୋପ...
ଶାଳୀକୁ ଦୁଷ୍କର୍ମ କରି ପୂର୍ବତନ ସରପଞ୍ଚ ଭିଣୋଇ ଗିରଫ
ସ୍ତ୍ରୀ ଦେହ ଖରାପ ହେଲା ବୋଲି ସମ୍ପର୍କୀୟ ଶାଳୀକୁ ସେବା କରିବା ପାଇଁ ଘରକୁ ଆଣିଥିଲେ ଭିଣୋଇ I ଶାଳୀ ସେବାରେ ସ୍ତ୍ରୀ ଦେହ ଭଲ ହୋଇଗଲା I କିନ୍ତୁ ଭିଣୋଇଙ୍କ ନଜର ପଡିଗଲା ନାବାଳିକା ଶାଳୀର ଦେହ ଉପରେ...
ପୂର୍ବ ଓ ପଶ୍ଚିମ ଦ୍ବାର ଦେଇ କାଳିଆ ଦର୍ଶନ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନୂଆ ବ୍ୟବସ୍ଥା । ଆସନ୍ତା 29 ତାରିଖରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ । ଭକ୍ତମାନେ ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ...
୨ବର୍ଷ ବୟସରେ ଚିତ୍ରକଳାର ଯାଦୁ
ଆନଭି ଅଗ୍ରୱାଲ । ବୟସ ମାତ୍ର ୨ ବର୍ଷ ୫ ମାସ । ହେଲେ କୁନି ବୟସରୁ ଚିତ୍ରକଳା ପ୍ରତି ତାଙ୍କର ରହିଛି ରୁଚି । ଏଯାଏଁ ୩୭ଟି ଶୈଳିରେ ଆଙ୍କିଲେଣି ୭୨ ଟି ପେଣ୍ଟିଂ । ନିଜ ପେଣ୍ଟିଂ...
ରାଜଧାନୀରୁ କଟୁରୀ ଗ୍ୟାଙ୍ଗ ଗିରଫ
ରାଜଧାନୀରୁ କଟୁରୀ ଗ୍ୟାଙ୍ଗ ଗିରଫ । ୫ଜଣ ଲୁଟେରାକୁ କାବୁ କଲା ଖଣ୍ଡଗୀରି ଥାନା ପୋଲିସ । ସେମାନଙ୍କ ଠାରୁ ୩୩ ହଜାର ଟଙ୍କା ଏବଂ ୫ଟି ବାଇକ୍ ଜବତ କରିଛି ପୋଲିସ । ଏହାସହିତ ମାରଣାସ୍ତ୍ର ଜବତ କରାଯାଇଛି...

















