26.1 C
Bhubaneswar
Monday, August 17, 2026
-Advertisement-

କିଏ ଧରିବେ କଂଗ୍ରେସ ମଙ୍ଗ ?

ବଦଳିବେ ପିସିସି ସଭାପତି । ନୂଆ ପିସିସି ସଭାପତି ପାଇଁ କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ପିସିସି ସଭାପତି ନିରଞ୍ଜନ...

ୟୁଜି, ପିଜି କ୍ଲାସ ବନ୍ଦ ରହିବ

ଆସନ୍ତାକାଲିଠାରୁ ମେ’ ୨ ଯାଏ କଲେଜ, ୟୁନଭର୍ସିଟି କ୍ଲାସ ବନ୍ଦ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି, ପିଜି କ୍ଲାସ ବନ୍ଦ ରହିବ । କାଲିଠାରୁ ୨ ତାରିଖ ଯାଏ ହେବନି କ୍ଲାସରୁମ୍ ପାଠପଢା । ତାତି...

ପିଲାଙ୍କ ପାଇଁ ତିନୋଟି ଟିକାକୁ ଅନୁମତି

ପିଲାଙ୍କ ପାଇଁ ତିନୋଟି କୋଭିଡ ଟିକାକୁ ଡିସିଜିଆଇର ଅନୁମତି । 5 ରୁ 12 ବର୍ଷର ପିଲା କୋର୍ବେଭାକ୍ସ ଏବଂ କୋଭାକ୍ସିନ ଟିକା ନେଇପାରିବେ । ଏଥିସହିତ 12 ବର୍ଷରୁ ଅଧିକ ବୟସର ପିଲାଙ୍କୁ ଜାଇକୋଭ ଡି ଟିକା ନେବାକୁ...
video

ମା’ ଶାରଳାଙ୍କ ପୀଠରେ ୫-ଟି ସଚିବ

ବଦଳିବ ଜଗତସିଂହପୁରର ପ୍ରସିଦ୍ଧ ମା’ ଝଙ୍କଡବାସିନୀ ଶାରଳାଙ୍କ ପୀଠର ଚିତ୍ର । ପୀଠର ସୌନ୍ଦର୍ଯ୍ୟକରଣ ସହ ଝଲସିଉଠିବେ ମା’ ଶାରଳା । ଶ୍ରଦ୍ଧାଳୁ ପାଇପାରିବେ ଅନେକ ସୁବିଧା । ମା ଶାରଳାଙ୍କ ପୀଠ ପରିଦର୍ଶନ କରିଛନ୍ତି ୫ଟି ସଚିବ, ଭି.କେ...

ଦିନ ୧୧ଟା୩୦ ସୁଦ୍ଧା କେଉଁଠି କେତେ ତାପମାତ୍ରା

ଆଜି ବି ଗ୍ରୀଷ୍ମପ୍ରବାହ ଜାରି ରହିଛି । କିନ୍ତୁ ଭୁବନେଶ୍ୱରରେ ଆଜି ତାପମାତ୍ରା ୩୭.୬ ଡିଗ୍ରୀ ରହିଛି । କାଲି ଭଳି ଆଜି ମଧ୍ୟ ତାତି ସହିବାକୁ ପଡିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି...

ଖରା ପାଇଁ ସ୍କୁଲ ଛୁଟି କଲେ ସରକାର

ଖରା ପାଇଁ ସ୍କୁଲ ଛୁଟି କଲେ ରାଜ୍ୟ ସରକାର I ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା 26 ରୁ 30 ତାରିଖ ଯାଏ ସାମୟିକ ସମୟ ପାଇଁ ସ୍କୁଲ ଛୁଟି କରିବାକୁ ଘୋଷଣା କରିଛନ୍ତି I...

‘ନାଁ ପାଣି ଦେଉଛନ୍ତି, ନାଁ ଟଏଲେଟ ଛାଡୁଛନ୍ତି’

ମହାରାଷ୍ଟ୍ରରେ ଜାରି ରହିଥିବା ହନୁମାନ ଚାଳିଶା ଏବଂ ଲାଉଡସ୍ପିକର ବିବାଦରେ ଏବେ ରାଣା ଦମ୍ପତି ଜେଲରେ ଅଛନ୍ତି । ସାଉଥ ଇଣ୍ଡିଆନ ଫିଲ୍ମର ଆକ୍ଟ୍ରେସ ତଥା ସାଂସଦ ନବନୀତ ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା...

ରାଜ୍ୟପାଳଙ୍କ ଠାରୁ କ୍ଷମତା ଛଡାଇ ଆଣିଲେ ରାଜ୍ୟ ସରକାର

ବିଶ୍ବବିଦ୍ୟାଳୟଗୁଡିକରେ କୁଳପତି ନିଯୁକ୍ତ କରିବାର କ୍ଷମତା ଆଉ ରାଜ୍ୟପାଳଙ୍କ ହାତରେ ରହିବ ନାହିଁ । ରାଜ୍ୟ ସରକାର ସିଧାସଳଖ କୁଳପତି ନିଯୁକ୍ତ କରିପାରିବେ । ଶିକ୍ଷା ନିୟମରେ ପରିବର୍ତ୍ତନ ଆଣିବା ପାଇଁ ତାମିଲନାଡୁ ବିଧାନସଭାରେ ଏ ସଂକ୍ରାନ୍ତୀୟ ବିଲ୍ ପାରିତ...

ଲୋକଙ୍କ ସାଥିରେ ରୁହ , ସମସ୍ୟା ସମାଧାନ କର

ନିଜ ନିଜ ସହରକୁ ଶ୍ରେଷ୍ଠ ସହରରେ ପରିଣତ କରିବା ପାଇଁ ଦକ୍ଷତାର ସହ ନେତୃତ୍ୱ ନେବାକୁ ନବନିର୍ବାଚିତ ମେୟର ଓ ଅଧ୍ୟକ୍ଷମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କରିବାକୁ ପରାମର୍ଶ...

ତାତି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଗତ ତିନି ଦିନ ଭଳି ଆଜି ବି ରାଜଧାନୀରେ ମୁଣ୍ଡଫଟା ଖରା । ପ୍ରଚଣ୍ଡ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଆଜି ଦିନ ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯.୪ ଡିଗ୍ରୀ ରହିଛି । ସେହିପରି...
- Advertisement -

Latest article

Avis sur Kyngs Nolimit City Extreme Volatility

SommaireComprendre la Volatilité Extrême de Nolimit CityStratégies de Gestion de Bankroll pour les Jeux à Haut RisqueLes Bonus et Promotions AdaptésProblèmes Fréquents et DépannageConclusion...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...