29.1 C
Bhubaneswar
Monday, August 17, 2026
-Advertisement-

ଲିଙ୍ଗିପୁର ଏଟିଏମ ଚାଡିନେବା ପଛରେ ବାଂଲାଦେଶୀ ଲୁଟେରା

ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ଏଟିଏମ୍ ତାଡିନେବା ଘଟଣା ପଛରେ ବାଂଲାଦେଶୀ ଲୁଟେରା । ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଥିବା ସୂଚନା ଅନୁଯାୟୀ, ଏଟିଏମ ଓପାଡିନେବା ପରେ ସେମାନେ ବେଙ୍ଗାଲୁର...

ଖରାଛୁଟିରେ କାଣ୍ଟଛାଣ୍ଟ

ଚଳିତବର୍ଷ ଖରା ଛୁଟିରେ ରାଜ୍ୟ ସରକାର କାଣ୍ଟଛାଣ୍ଟ କରିଛନ୍ତି । କୋଭିଡ କଟକଣା ଯୋଗୁ ଦୁଇବର୍ଷ ଧରି ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ଚଳିତବର୍ଷ ସରକାର ଖରାଛୁଟି ହ୍ରାସ କରିଛନ୍ତି । ଜୁନ୍ 6 ତାରିଖରୁ 16 ତାରିଖ...

ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ

ପୁରୀ ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ତରଫରୁ ୧୩ ତମ ବାର୍ଷିକ ଉତ୍ସବ ସହିତ ମହାବିଶୁବ ସଂକ୍ରାନ୍ତି ପରମ୍ପରା ଅନୁଯାୟୀ ପାଳନ କରାଯାଇଛି |ଏହି ପବିତ୍ର ପଣା...

ସ୍ମାର୍ଟସିଟିରେ ସ୍ମାର୍ଟ ନିଶା କାରବାର

ସ୍ମାର୍ଟସିଟି ଭୁବନେଶ୍ବରରେ କୋକେନ ବ୍ୟବସାୟ । ଚୁଡି ବ୍ୟବସାୟ ନାଁରେ ଚାଲିଥିଲା ନିଶା କାରବାର । ଦିଲ୍ଲୀରୁ ଭୁବନେଶ୍ବର ଆସୁଥିଲା କୋକେନ । ଆଉ ନିଶାଖୋରଙ୍କ ପାଖରେ ପହଞ୍ଚି ଯାଉଥିଲା ଏହି ଦାମୀ ନିଶାଦ୍ରବ୍ୟ । କୋକେନ ବ୍ୟବସାୟ କରୁଥିବା...

4 ଜିଲ୍ଲାରେ ଭୂକମ୍ପ ଝଟକା

ଚାରି ଜିଲ୍ଲାରେ ମୃଦୁ ଭୂକମ୍ପ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ 11ଟା 19 ମିନିଟରେ ଗଞ୍ଜାମ, ନୟାଗଡ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା ।...

ଏକା ମାରିଥିଲା 5 ଜଣଙ୍କୁ

ମାହାଙ୍ଗା କୁସୁପୁର ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ହିଁ ପାଞ୍ଚଜଣଙ୍କୁ ହତ୍ୟା କରିଛି । ରିମାଣ୍ଡରେ ଥିବା ଶିବକୁ ନେଇ ପୋଲିସ ଆଜି ସିନ୍ ରିକ୍ରିଏଟ୍ କରିବା ପରେ ଏହି ସୂଚନା ଦେଇଛି । କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି...

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଅଫିସରମାନଙ୍କୁ ତାଲିମ ନେବା ପାଇଁ ନୂଆଦିଲ୍ଲୀ ପଠାଇବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ପଞ୍ଜାବ...

ମହାନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ

ପୁଣି ମହାନଦୀରେ ବୁଡିଗଲେ ଦୁଇଛାତ୍ର । ପାରାଦୀପ ନିକଟରେ ମହାନଦୀରେ ଗାଧଉଥିବା ବେଳେ ଦୁଇଜଣ ଛାତ୍ର ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କୁଜଙ୍ଗ ହସପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା...

ଏଥର ସ୍ୱାଭାବିକ ମୌସୁମୀ

ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ସ୍ୱାଭାବିକ ମୌସୁମୀ ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଲଙ୍ଗ୍ ପିରିୟଡ ଆଭରେଜ୍‌ର ୯୬ ପ୍ରତିଶତ ବର୍ଷା...

ରାତି ୩ଟାରୁ ଫିଲ୍ମ ଦେଖିଲେ ଦର୍ଶକ

ପରଦାକୁ ଆସିଲା ବହୁ ପ୍ରତିକ୍ଷିତ ଆକ୍ସନ ଫିଲ୍ମ କେଜିଏଫ-୨ । ସିନେମା ହଲରେ ଦର୍ଶକଙ୍କ ଖଚାଖଚ ଭିଡ । ୨୦୧୮ର ଆକ୍ସନ ଫିଲ୍ମ କେଜିଏଫର ସ୍ୱିକେଲ । ସିନେମା ବିଶ୍ୱର ୧୦ ହଜାର ହଲରେ ମୁକ୍ତିଲାଭ କରିଛି । ରାଜ୍ୟର...
- Advertisement -

Latest article

Avis sur Kyngs Nolimit City Extreme Volatility

SommaireComprendre la Volatilité Extrême de Nolimit CityStratégies de Gestion de Bankroll pour les Jeux à Haut RisqueLes Bonus et Promotions AdaptésProblèmes Fréquents et DépannageConclusion...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...