ଜଳିଲା ୫ ଜୁଇ
କଟକ କାଳିଆବୋଦା ଶ୍ମଶାନରେ ଜଳିଛି ଗୋଟିଏ ପରିବାରର ୫ଟି ଜୁଇ । ଗତକାଲି ସଇତାନ ସାନଭାଇ କ୍ରୋଧରେ ପ୍ରାଣ ହରାଇଥିଲେ ବଡ ଭାଇର ପରିବାର । ଜମିଜମା କଳହକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା...
କାଲି ୯ ଜିଲ୍ଲାରେ ଝଡବର୍ଷା ସମ୍ଭାବନା
ବଜ୍ରପାତ ସହ ଝଡବର୍ଷା ନେଇ କାଲି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର , ନୂଆପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଚ ଜିଲ୍ଲାକୁ ସତର୍କ ସୂଚନା । ୟେଲୋ ୱାର୍ଣ୍ଣିଂ...
ଆଇପିଏଲରେ ଖାତା ଖୋଲିଲା ଚେନ୍ନାଇ ସୁପରକିଙ୍ଗସ
ଆଇପିଏଲରେ ଖାତା ଖୋଲିଲା ଚେନ୍ନାଇ ସୁପରକିଙ୍ଗସ । ଲଗାତାର ୪ଟି ମ୍ୟାଚ ହାରିବା ପରେ ପ୍ରଥମ ବିଜୟ ହାସଲ କରିଛି ସିଏସକେ । ରୋମାଞ୍ଚକର ମ୍ୟାଚରେ ଆରସିବି ୨୩ ରନରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ୨୧୬...
୩ ଦିନ ଧରି ପ୍ରତିଷ୍ଠା ଦିବସ ପାଳନ ହେବ
ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ୩ ଦିନ ଧରି ପ୍ରତିଷ୍ଠା ଦବିସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସୂଚନା ଓ ଲୋକ ସମ୍ପର୍କ ବିଭାଗ , ଜିଲ୍ଲା ପ୍ରଶାସନ...
କ୍ଷୋଭ ପ୍ରକାଶ କଲେ ଅପରାଜିତା
ରାଜଧାନୀ ଭୁବନେଶ୍ୱର ଜନ୍ମ ଦିନରେ ତେଜିଛି ରାଜନୀତି । ଜନ୍ମଦିନ ଅବସରରେ ପ୍ରତିଷ୍ଠା ଦିବସ ପାଳନ କରୁଛି ରାଜଧାନୀ ଭୁବନେଶ୍ୱର । କିନ୍ତୁ ଏହି ପ୍ରତିଷ୍ଠା ଦିବସରେ ଅଲୋଡା ହୋଇପଡିଛନ୍ତି ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀ । ଟୁଇଟ୍...
କେନ୍ଦ୍ରମନ୍ତ୍ରୀଙ୍କ ବୈଠକକୁ ଜିଲ୍ଲାପାଳଙ୍କ ‘ଫୁ’
କେନ୍ଦ୍ରମନ୍ତ୍ରୀ ମିଟିଂ ଡାକିଲେ । ଅଥଚ ଜିଲ୍ଲାପାଳ ଆସିଲେନି । ବଡ ଅଜବ ଶାସନ ବ୍ୟବସ୍ଥା ଆମର । କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବାକୁ କୋରାପୁଟ ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ । ମାତ୍ର ସମୀକ୍ଷା ବୈଠକକୁ ଆସିଲେନି...
ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ
କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ । ଜନଜାତି ଉତ୍ପୀଡନ ସଂପର୍କିତ ବିଭିନ୍ନ ମାମଲାରେ ବାରମ୍ବାର ସମନ ସତ୍ତ୍ବେ ହାଜର ହେଉ ନ ଥିବାରୁ ଗିରଫ ପରଓ୍ୱାନା ଜାରି କରିଛନ୍ତି ଜାତୀୟ ଜନଜାତି କମିଶନ । ଜିଲ୍ଲାପାଳ...
ଭିଡିଓ ରିଲିଜ କରି ଦୋଷ ମାନିଲା ସାନଭାଇ
ଜଣେ କି ଦୁଇଜଣ ନୁହେଁ । ଏକାଥରେ ପରିବାରର ୫ ଜଣଙ୍କୁ ହତ୍ୟା କଲା ଅଭିଯୁକ୍ତ । ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା କୁସୁପୁରରେ । ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ସାନଭାଇ କରିଛି ଏମିତି ଭୟଙ୍କର କାଣ୍ଡ...
ରସି ଛିଡିବାରୁ ତଳେ ପଡିଗଲେ ମହିଳା
ଲଗାତାର ୩ ଦିନ ହେବ ଜାରି ରହିଛି ରେସ୍କ୍ୟୁ ଅପରେସନ । ଭାରତୀୟ ଯବାନମାନେ ନିଜ ଅପ୍ରାଣ ଉଦ୍ୟମରେ ଜାରି ରଖିଛନ୍ତି ଉଦ୍ଧାର କାର୍ଯ୍ୟ । ଏବେ ବି ଆଉ ୨ ଜଣ ରୋପୱେରେ ଫସି ରହିଛନ୍ତି । ଉଦ୍ଧାରବେଳେ...
ଶାନ୍ତି ନଫେରିବା ଯାଏ ୧୪୪ ଧାରା ଜାରି ରହିବ
କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ । ଯୋଡାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣା ପରେ କାଲି ରାତି ୧୨ଟାରୁ ଜିଲ୍ଲାର ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରହିଛି । ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।...


















