ଟିମ୍ ଇଣ୍ଡିଆରୁ କୋହଲି ଆଉଟ୍!
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଯେଉଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ସେହି ଟିମ୍ରେ ନାହାଁନ୍ତି ବିରାଟ କୋହଲି । ତେଣୁ ତାଙ୍କୁ ଟିମରୁ ଡ୍ରପ୍ କରାଯାଇଛି କିମ୍ବା ଆହତ କାରଣରୁ ସେ ବାଦ୍ ପଡିଛନ୍ତି ନାଁ ତାଙ୍କୁ...
କାଦୁଅ ପଚପଚ ବାଦମବାଡୀ ବସଷ୍ଟାଣ୍ଡ
ଏ ଦୃଶ୍ୟ ହେଉଛି ସିଲଭର ସିଟି କଟକର । ଅସରାଏ ବର୍ଷାରେ ବେହାଲ କଟକ ବାଦାମବାଡୀର ଅନୁଗୁଳ-ପାରାଦୀପ ବସଷ୍ଟାଣ୍ଡ । କାଦୁଅ ପଚପଚରେ ଯିବା ଆସିବା କରୁଛନ୍ତି ଯାତ୍ରୀ । ମୌସୁମି ବର୍ଷାରେ ବସଷ୍ଟାଣ୍ଡର ସ୍ଥିତି ବେହାଲ । ବର୍ଷା...
ଅଡୁଆରେ ବିଧାୟକ ବିଜୟ ଶଙ୍କର
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିଲା ଅଡୁଆ । ବିଧାୟକଙ୍କରେ ବିରୋଧରେ ତାଙ୍କ ବାନ୍ଧବୀ ଆଣିଥିବା ସେକ୍ସ ର୍ୟାକେଟ କାରବାର ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଜଗତସିଂହପୁର ଏସପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି...
ଟେନସନ ବଢାଇଲାଣି ସଙ୍କ୍ରମଣ
ରାଜ୍ୟରେ ବଢୁଛି କୋଭିଡ ସଙ୍କ୍ରମଣ । ଗତକିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ସିଧା 900 ପାଖାପାଖି ପହଁଞ୍ଚିଛି ଦୈନିକ ସଙ୍କ୍ରମଣ ସଂଖ୍ୟା । ରାଜ୍ୟରେ ଦୈନିକ କରୋନା ସଙ୍କ୍ରମଣ ୮୦୦ ଟପିଲା ।...
ସଚେତନ କରାଇଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ୬୦୦ ଉପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ଦ୍ରୁତ ବେଗରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ କରୋନା ଗାଇଡଲାଇନ୍ସ ମାନିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି...
୭୫ ଦିନିଆ ସ୍ପେଶାଲ ଡ୍ରାଇଭ
ଧିରେ ଧିରେ ବଢିବାରେ ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା କବଳରୁ ଦୂରରେ ରହିବାକୁ ଗଲେ ବୁଷ୍ଟର ଡୋଜ୍ ନିହାତି ଆବଶ୍ୟକ । ତେଣୁ ଜୁଲାଇ ୧୫ରୁ ମାଗଣାରେ ଦିଆଯିବ କରୋନା ପ୍ରିକସନ୍ ଡୋଜ୍ ଟିକା । ୧୮ରୁ...
୭ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଗ୍ରୀନ ଚିଲି
ଭୁବନେଶ୍ୱର ମାଷ୍ଟକ୍ୟାଣ୍ଟିନ୍ ଛକରେ ଥିବା ଗ୍ରିନ୍ ଚିଲି ସିଲ୍ । ୭ଦିନ ପାଇଁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ତିଆରି କରାଯାଉଥିବାରୁ ଦୋକାନକୁ ସିଲ୍ କରାଯାଇଛି । ବିଏମସି...
ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି
ଶ୍ରୀଲଙ୍କାରେ ଜାରି କରାଯାଇଛି ଜରୁରୀକାଳିନ ପରିସ୍ଥିତି । ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡିବା ପରେ ମଧ୍ୟ ଲୋକଙ୍କ ଆକ୍ରୋଶ କମିନଥିବାରୁ ଏବଂ ବିକ୍ଷୋଭ ଜୋରଦାର ହେବାରୁ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଜରୁରୀକାଳିନ ପରିସ୍ଥିତି ଘୋଷଣା...
ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ
୨ ବର୍ଷ ପରେ ବଡଦାଣ୍ଡ ଉଠୁଛିପଡୁଛି । ରଥରେ ତିନି ଠାକୁରଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛି ଭକ୍ତ । ରଥରେ ଚକା ଆଖିକୁ ଦେଖି ଭକ୍ତ ବିଭୋର, ସାଆନ୍ତ ବି ଖୁସି । କିଏ...
ରାଗିଂ କରିଥିବା ଝିଅମାନଙ୍କ ବାପାମାନେ କିଏ ?
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଏପର୍ଯ୍ୟନ୍ତ ପୋଲିସକୁ କିଛି ବି ସୁରାକ୍ ମିଳିନି । କଲେଜରେ ରାଗିଂ ହୋଇଥିବା ସଂପର୍କରେ ମଧ୍ୟ କୌଣସି ତଥ୍ୟ ପାଇନି ପୋଲିସ । ଭୁବନେଶ୍ବର ଡିସିପି କହିଛନ୍ତି, ରୁଚିକା ମୃତ୍ୟୁ...

















