ମାଲକାନଗିରିରେ ଯନ୍ତ୍ରୀଙ୍କ ଘରୁ ମିଳିଲା ରେକର୍ଡ ପରିମାଣର ଟଙ୍କା
ମାଲକାନଗିରିର ଅଧିକ୍ଷଣ ଯନ୍ତ୍ରୀ ଆଶୀଷ କୁମାର ଦାସଙ୍କ ଘରୁ ମିଳିଲା 1 କୋଟି 36 ଲକ୍ଷ 75 ହଜାର ଟଙ୍କା । ଚତୁର୍ଥ ଦିନ ରେଡ ସମୟରେ ଭିଜିଲାନ୍ସ 1 କୋଟି 15 ଲକ୍ଷ ଟଙ୍କା ଜବତ କରିଛି ।...
ଗିରଫ ହେଲେ ଓ୍ବେବ ଚ୍ୟାନେଲ ମାଲିକାଣୀ
ଶର୍ମିଷ୍ଠା ରାଉତ ଗିରଫ । ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ବି ଗିରଫ କରିଛି କ୍ରାଇମବ୍ରାଞ୍ଚ ।...
୭ ଦିନରେ ୬ ଥର ବୃଦ୍ଧି
ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ପେଟ୍ରୋଲ , ଡିଜେଲ । ପ୍ରତିଦିନ ବଢୁଛି ଦର । ଭୁବନେଶ୍ୱରରେ ପେଟ୍ରୋଲ ୧୦୬ ଟଙ୍କା ୨୫ ପଇସା ଥିବାବେଳେ ଡିଜେଲ ଦର ୯୬ ଟଙ୍କା ୦୯ ପଇସା ରହିଛି ।...
ଭୁବନେଶ୍ୱରରେ ଅଟକିଲା ବସ୍ , ଟ୍ରେନ୍
ଅଟକିଲା ଟ୍ରେନ, ଅଟକୁଛି ବସ୍ । ୧୨ ଦଫା ଦାବି ନେଇ ଆଜିଠୁ ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ ୟୁନିୟନ ସଙ୍ଗଠନ । ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଭୁବନେଶ୍ୱର,...
୧୦୫ ପୌର ଓ ଏନଏସି ଅଧ୍ୟକ୍ଷ ପଦରୁ କିଏ ହାତେଇଲା କେତେ ଆସନ?
୧୦୫ ପୌରାଞ୍ଚଳ ୩ ମହାନଗର ନିଗମରେ ନିର୍ବାଚନ ହୋଇଥିଲା । ଆସିଲା ସମସ୍ତ ୧୦୫ ମ୍ୟୁନସିପାଲଟି , ଏନଏସିର ଫଳାଫଳ । ବିଜେଡି ୭୩ ଟି ଅଧ୍ୟକ୍ଷ ଆସନ ହାତେଇଥିବାବେଳେ ବିଜେପି ୧୬, କଂଗ୍ରେସ ୭ ଏବଂ ଅନ୍ୟାନ୍ୟ ଦଳ...
ବ୍ରହ୍ମପୁର ମେୟର ହେଲେ ସଂଘମିତ୍ରା ଦଳେଇ
ବ୍ରହ୍ମପୁରରେ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡିର ସଂଘମିତ୍ରା ଦଳେଇ । ମିଳିଥିବା ସୂଚନା ଅନୁଯାୟୀ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ 20, 236 ଭୋଟରେ ହରାଇଛନ୍ତି ।
ପୌରାଧ୍ୟକ୍ଷରେ ବିଜେଡିର ବାଜିମାତ୍
ପୌରାଧ୍ୟକ୍ଷ-କୋରାପୁଟ
କୋଟପାଡରେ କଂଗ୍ରେସର ଏମ୍.ଶଙ୍କର ରାଓ ବିଜୟୀ
କୋରାପୁଟରେ ବିଜେଡିର ଲଲାଟ ରଞ୍ଜନ ସେଠୀ ବିଜୟୀ
ସୁନାବେଡାରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ପାତ୍ର ବିଜୟୀ
ପୌରାଧ୍ୟକ୍ଷ-ମାଲକାନଗିରି
ବାଲିମେଳାରେ ବିଜେପିର ପ୍ରଦୀପ ନାଏକ ବିଜୟୀ
ମାଲକାନଗିରିରେ ବିଜେଡିର ମନୋଜ ବାରିକ ବିଜୟୀ
ପୌରାଧ୍ୟକ୍ଷ- ମୟୂରଭଞ୍ଚ
କରଞ୍ଜିଆରେ ବିଜେଡିର ପପି ପୃଷ୍ଟି ବିଜୟୀ
ରାଇରଙ୍ଗପୁର...
ପୌର ଫଳ: ତିନି ମହାନଗରରେ ବିଜେଡି ଆଗରେ
ତିନି ମହାନଗରର ମେୟର ଦୌଡରେ ବିଜେଡି ଆଗରେ ରହିଛି ।
ଭୁବନେଶ୍ବରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ 30,989 ଭୋଟ ଆଘରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ 21792 ଏବଂ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ 1429...
ଗୁଳି ଫୁଟି ଥାନା ଅଧିକାରୀଙ୍କ ମୃତ୍ୟୁ
ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କର ମୃତ୍ୟୁ ହୋଇଛି । ଆସିକା ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ...
ମାନସଙ୍କ ଶେଷ ଚିଠି
‘ମୋତେ ଉଠାଇ ଆଣି ବହୁତ ପିଟିଛନ୍ତି’ । ‘ମୋ କ୍ୟାମେରା, ମୋବାଇଲ , ପାସବୁକ୍ ଛଡାଇନେଇଗଲେ’ । ‘ମୁଁ ଯଦି ମରିଯାଏ ମୋ ଶବକୁ ଏହି ପାପୀ ମାନଙ୍କୁ ଦେବନି’ । ‘ମୋ ଗାଁକୁ ଶବ ନେଇଯିବ’ ।...
















