କେମିିତି ହେବ ଭୋଟ୍ ଗଣତି ? ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନ ସଚିବ
ଆସନ୍ତାକାଲି ପୌର ଭୋଟ ଗଣତି ହେବ । ତେବେ କେମିତି ହେବ ଭୋଟ୍ ଗଣତି, କେଉଁ ପଦ୍ଧତିରେ ହେବ ଏନେଇ ପୂରା ତଥ୍ୟ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ୩ଟି ମହାନଗରରେ କର୍ପୋରେଟରଙ୍କ ପାଇଁ ୧୨...
ଆଜିଠୁ ବିଧାନସଭା ଅଧିବେଶନ ଆରମ୍ଭ
ଆଜିଠୁ ବିଧାନସଭା ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬ ଏବଂ ୨୮ ତାରିଖରେ ଚାଲିବ ବିସ୍ତ୍ରୃତ ଆଲୋଚନା । ୩୦ ତାରିଖରେ ବଜେଟ ଉପସ୍ଥାପନ ହେବ ।...
ବଢିବନି ବିଦ୍ୟୁତ ଦର
ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା କଲେ ଓଇଆରସି । ପୂର୍ବବର୍ଷ ଭଶି ଶୂନରୁ 50 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ୟୁନିଟ ପିଚ୍ଛା 3 ଟଙ୍କା ରହିବ । ସେହିପରି 50 ରୁ 200 ୟୁନିଟ ପର୍ଯ୍ୟନ୍ତ 4...
ନୂଆ କ୍ୟାପଟେନ ଜାଡେଜା
ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଲେ ଧୋନୀ । ଆଇପିଏଲ ଆରମ୍ଭରୁ ମହେନ୍ଦ୍ର ସିଂ ଧୋନୀ ସିଏସକେର ଅଧିନାୟକ ଭାବେ ରହି ଆସିଥିଲେ । ତେବେ ଧୋନୀ ପଦ ଛାଡିବା ପରେ ରବୀନ୍ଦ୍ର ଜାଡେଜାଙ୍କୁ ସିଏସକେର କ୍ୟାପଟେନ ଭାବେ...
ପୌର ନିର୍ବାଚନ: ୧୧ଟା ସୁଦ୍ଧା ୨୧% ମତଦାନ
ରାଜ୍ୟର 106ଟି ପୌରପାଳିକା, ଏନଏସି ଓ 3ଟି ମହାନଗର ନିଗମ ପାଇଁ ମତଦାନ ପ୍ରକ୍ରିୟା ଚାଲିଛି । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୧% ମତଦାନ ରେକର୍ଡ କରାଯାଇଛି । ରାଜ୍ୟ...
ଦମ୍ ଅଛି ତ ଜିତିକି ଦେଖାଅ, ରାଜନୀତି ଛାଡିଦେବି
ବିଜେପିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଖୋଲା ଚ୍ୟାଲେଞ୍ଜ । ଦମ୍ ଅଛି ତ, ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଜିତିକି ଦେଖାଅ । ଦିଲ୍ଲୀ ମହାନଗର ନିର୍ବାଚନ ଯଦି ବିଜେପି ଜିତିଯାଏ, ତେବେ ମୁଁ ରାଜନୀତି ଛାଡିଦେବି ବୋଲି...
ମଞ୍ଚେଶ୍ବର ଅଞ୍ଚଳରୁ ମିଳିଲା ମଣିଷ ଖପୁରୀ
ଅଳିଆ ଆବର୍ଜନା ମଧ୍ୟରୁ ମିଳିଲା ମଣିଷ ଖପୁରୀ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗର ଇଂଜଣା ପୋଲ ତଳେ ଥିବା ଅଳିଆ ଆବର୍ଜନା ମଧ୍ୟରୁ ମିଳିଛି ଖପୁରୀ ।
ପାଞ୍ଚଟିରୁ ଅଧିକ ମଣିଷ ଖପୁରୀ ଓ କଙ୍କାଳକୁ ମଞ୍ଚେଶ୍ୱର...
ତଦନ୍ତ କରିବ କ୍ରାଇମବ୍ରାଞ୍ଚ
କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ମାନସଙ୍କ ହତ୍ୟାକାଣ୍ଡର ତଦନ୍ତଭାର ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ଏହି ସୂଚନା ଦେଇଛନ୍ତି । ତଦନ୍ତ ଭାର ଜଣେ...
ଡବଲ ଭୋଟ୍ ଦେଲେ କାର୍ଯ୍ୟାନୁଷ୍ଠାନ
ଆସନ୍ତାକାଲି ପୌର ଭୋଟ୍ । 106ଟି ପୌରପାଳିକା, ଏନଏସି ଓ 3ଟି ମହାନଗର ନିଗମ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 22 ହଜାର ପୋଲିଂ କର୍ମଚାରୀଙ୍କୁ ପୌର ଭୋଟ୍...
ମାସ୍କ-ସାମାଜିକ ଦୂରତା ମାନିବାକୁ ବାଧ୍ୟ
୨ ବର୍ଷ ପରେ ହଟିଲା କରୋନାର ସବୁ ଗାଇଡଲାଇନ୍ । ୩୧ ମାର୍ଚ୍ଚରୁ ସମସ୍ତ କୋଭିଡ ଗାଇଡଲାଇନ୍ ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖିବାକୁ ବାଧ୍ୟତାମୂଳକ...














