ମିଳିଲା ଶର୍ମିଷ୍ଠାଙ୍କ କାର୍
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି । ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଠାବ ହୋଇଛି କାର୍ । ଏହି...
କେଉଁଠି କେତେ ରହିଛି ତେଲ ଦର
ଆଜି ପୁଣି ବଢିଛି ତେଲ ଦର । ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଗତକାଲିଠାରୁ ଆଜି ପ୍ରାୟ ୧ ଟଙ୍କା ମହଙ୍ଗାରେ ବିକ୍ରୀ ହେଉଛି । ଭୁବନେଶ୍ୱରରେ ପେଟ୍ରୋଲ ଦର...
୨ଦିନ ସ୍କୁଲ ଛୁଟି
ଆଜି ଓ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ୨ଦିନ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପୌର ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ଦୁଇ ଦିନ...
ପୋଲିସ କବଜାରେ ଶର୍ମିଷ୍ଠାଙ୍କ ଭାଇ
ଶର୍ମିଷ୍ଠାଙ୍କ ଭୁବନେଶ୍ୱରରେ ଥିବା ଘରେ ରେଡ୍ କରିଛି ପୋଲିସ । ୱେବ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠାଙ୍କ ଘରେ ଚାନ୍ଦବାଲି ପୋଲିସ ରେଡ୍ କରୁଛି । ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ରେଡ୍ ଚାଲିଛି । ଶର୍ମିଷ୍ଠାଙ୍କ ଘର...
ହସ୍ପିଟାଲରୁ ବାହାରି ଜେଲ ଗଲେ ଜଗଦ୍ଦେବ
ଗିରଫ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଶାନ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ । ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା ।...
ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ
ଆଉ କିଛି ଦିନ ପରେ ଆରମ୍ଭ ହେବ ଏପ୍ରିଲ ମାସ । ଏପ୍ରିଲ ମାସରେ ପ୍ରାୟ ବନ୍ଦ ରହିବ ବ୍ୟାଙ୍କ । ଏପ୍ରିଲ ମାସରେ ଦ୍ୱିତୀୟ ଶନିବାର, ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଆମ୍ବେଦକର...
ଦିନକରେ ଶର୍ମିଷ୍ଠାଙ୍କୁ କରିଥିଲେ ୩୦ ଥର ଫୋନ୍
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଗିରଫ ଓଆଇଏସ ନିରଞ୍ଜନ ସେଠୀଙ୍କ ପାଇଁ ବଢିଲା ଅଡୁଆ । କଲ୍ ଡିଟେଲ ଲୋକେସନ ଆନାଲିସସରୁ ମିଳିଲା ରୋଚକ ତଥ୍ୟ । ମାନସ ନିଖୋଜ ପରଠୁ ନିରଞ୍ଜନ ୨୦ରୁ...
ସ୍ୱାମୀଙ୍କ ଦଶାହରେ ସ୍ତ୍ରୀର ମୃତ୍ୟୁ
ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟାପରା କରିବା ପରର ଦୁଃଖଦ ଘଟଣା । ଆଜି ସ୍ୱାମୀଙ୍କ ଦଶାହ ଥିଲାବେଳେ ଆଖି ବୁଜିଛନ୍ତି ପତ୍ନୀ ସୁମିତ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଶୋକାକୁଳ ପରିବେଶ । କଟକରେ ଚିକିତ୍ସାଧୀନ...
ଖୋଲିଲା ଗୁମର ..
ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ପୋଲିସ ଗିରଫ କରିବା ପରେ ଖୋଲୁଛି ନୂଆ ଗୁମର । ମାନସ ସ୍ବାଇଁ ହତ୍ୟା ମାମଲାରେ ଫେରାର ଥିବା ଓ୍ବେବ ଚ୍ୟାନେଲ ସଂପୂର୍ଣ୍ଣା ମାଲିକାଣୀ ଶର୍ମିଷ୍ଠାଙ୍କ ସହ କି...
ନାମାଙ୍କନ ପତ୍ର ଦାଖଲ କଲେ ହରଭଜନ ସିଂ
ଆଉ କ୍ରିକେଟ ଗ୍ରାଉଣ୍ଡ ନୁହେଁ ଏବେ ରାଜନୀତି ଗ୍ରାଉଣ୍ଡରେ ଖେଳିବେ ଭଜି । ପଞ୍ଜାବରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂହ । ପଞ୍ଜାବରେ ଆମ ଆଦମୀ ପାର୍ଟୀ ବିଜୟୀ ହେବା ପରେ ରାଜ୍ୟସଭା ନିର୍ବାଚନ ହେଉଛି...














