ଅଷ୍ଟମ ଶ୍ରେଣୀ ଉପରକୁ ସବୁ କ୍ଲାସ ପିଲା ସ୍କୁଲ ଯିବେ
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଆସନ୍ତା 7 ତାରିଖରୁ ଖୋଲିବ ସ୍କୁଲ, କଲେଜ । ସ୍କୁଲ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟ ଓ ହଷ୍ଟେଲ ମଧ୍ୟ ଖୋଲିବ । ଆଜି ମୁଖ୍ୟ ଶାସନ ସଚିବ ଏହା...
ସ୍କୁଲ ଖୋଲିବା ନେଇ ଜାରି ହେଲା ନୂଆ ଏସଓପି
ସ୍କୁଲ ଖୋଲିବା ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା କି ନାହିଁ , ରାଜ୍ୟ ସରକାର ସ୍ଥିର କରିବେ । ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶଦ୍ଦ...
ସ୍କୁଲ ସାଙ୍ଗ ହିଁ ରଚିଥିଲା ଷଡଯନ୍ତ୍ର
ଭୁବନେଶ୍ୱର ଇଶାନ ଅପହରଣ ପଛର ଗୁମର ଖୋଲିଛି । ଇଶାନ ଅଗ୍ରୱାଲଙ୍କ ସାଙ୍ଗ ହିଁ କିଡନାପ ପାଇଁ ରଚିଥିଲା ଷଡଯନ୍ତ୍ର । ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରେ ଧନେଶ୍ୱର ଥିଲା ଇଶାନଙ୍କ ସ୍କୁଲ ସାଙ୍ଗ । ୨୦୧୬...
କାର୍ ଆଗରେ ଶୋଇ କି ଗୁହାରୀ କରୁଛି ବୁଢି ମାଉସୀ?
କାନ୍ଦି କାନ୍ଦି ଗଡି ଯାଉଛି ବୁଢୀ ମାଉସୀ । ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ଗୁହାରି କରୁଛି । ବୁଢୀ ମାଉସୀର ଏ ଗୁହାରୀ ଘର, ଜମି କି ଟଙ୍କା ପାଇଁ ନୁହେଁ, ଗୋଟିଏ ଗାଇ ପାଇଁ । ...
ଲିଫ୍ଟ ବାହାନାରେ ୭୫ ହଜାର ଲୁଟ୍
ରାଜଧାନୀରେ ମାତିଛନ୍ତି ଚୋର । ଗୋଟିଏ ପରେ ଗୋଟିଏ ଘଟଣା ଲୋକଙ୍କୁ ଯେତିକି ଆତଙ୍କିତ କରିଛି ସେତିକି ଭୟ ମଧ୍ୟ ବଢାଉଛି । ପୋଲିସ ପାଇଁ ସେତିକି ବଡ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି । କେନ୍ଦ୍ରାପଡା ରାଜକନିକାର ଜଣେ...
ମିଳିଲେ ନିଖୋଜ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ
ନିଖୋଜ ଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆ ଗାଁ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରାଙ୍କ ପତ୍ତା ମିଳିଛି । ପୋଲିସ ତାଙ୍କୁ ଠାବ କରିଛି । ତେବେ ତାଙ୍କ ନିଖୋଜର କାରଣ ସଂପର୍କରେ କିଛି...
ବଜେଟରେ ଓଡିଶାକୁ ରେଳ ଅନୁଦାନ
ବଜେଟରେ ଓଡିଶାକୁ ରେଳ ଅନୁଦାନ । ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୮୯୧ କୋଟି ଟଙ୍କା ମଞ୍ଜୁର ଆସିଛି । ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପାଇଁ ୪୭୫ କୋଟି , ହରିଦାସପୁର-ପାରଦୀପ ଲାଇନ୍ ପାଇଁ ୮୫ କୋଟି ,ଖୋର୍ଦ୍ଧା-ବାରଙ୍ଗ ତୃତୀୟ...
ପ୍ରତିମାସରେ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବହୁଚର୍ଚ୍ଚିତ ତପସ୍ବିନୀ ଓ ଡାକ୍ତର ସୁମିତ ବିବାଦରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ପ୍ରତିମାସ 10 ତାରିଖରେ ତପସ୍ବିନୀଙ୍କୁ ଭରଣପୋଷଣ ବାବଦରେ 17 ହଜାର ଟଙ୍କା ଦେବା ପାଇଁ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି ।...
ଛତିଶ ଘଣ୍ଟାର ଅପରେସନ
ରାଜଧାନୀର ବ୍ୟବସାୟୀ ରାମରୂପ ଅଗ୍ରଓ୍ୱାଲଙ୍କ ପୁଅ ଇଶାନ ଅଗ୍ରଓ୍ୱାଲ ଅପହରଣର 36 ଘଣ୍ଟା ପରେ ଉଦ୍ଧାର କରିଛି କମିଶନରେଟ ପୋଲିସ । ସିନେମା ଷ୍ଟାଇଲରେ ଇଶାନଙ୍କୁ ଦୁର୍ବୃତ୍ତମାନେ ଗତକାଲି ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହରଣ କରିନେବା ପରେ ଫୋନ କରି ଇଶାନଙ୍କ...
କାଲିଠୁ ବଦଳିବ ପାଗ
କାଲିଠୁ ରାଜ୍ୟରେ ବଦଳିବ ପାଗ । ବଙ୍ଗୋପସାଗରରେ ଆର୍ଦ୍ରରେଖା ପ୍ରଭାବରେ ଦୁଇ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କାଲି ୬ ଜିଲ୍ଲା ଏବଂ ୪ ତାରିଖ ପାଇଁ ୧୫...
















