ଶେଷକୃତ୍ୟରେ ସାମିଲ ହେବେ ପ୍ରଧାନମନ୍ତ୍ରୀ
୨୯ ଦିନ ଧରି ହସ୍ପିଟାଲରେ ଜୀବନ ସହ ଯୁଦ୍ଧ କରି ଶେଷରେ ନୀରବି ଯାଇଛନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଲତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି...
୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା
ଆଉ ନାହାଁନ୍ତି କୋକିଳ କଣ୍ଠି ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସକାଳ ୮ଟା ୧୨ ରେ ୯୨ ବର୍ଷ ବୟସରେ ଶେ ଶେଷ ନିଶ୍ୱାସ...
ଥରିଲା ଦିଲ୍ଲୀ
ଥରିଲା ଦିଲ୍ଲୀ । ରାଜଧାନୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫ ଦଶମିକ ୭ । ଦିଲ୍ଲୀ ସହିତ ଜାମ୍ମୁ କାଶ୍ମୀର , ହରିୟାଣାରେ ମଧ୍ୟ ଝଟକା ଅନୁଭୂତ ହୋଇଛି...
କରୋନା କଟକଣା ଭିତରେ ଚାଲିଛି ମା’ ସରସ୍ୱତୀଙ୍କ ପୂଜା
ଆଜି ଶ୍ରୀପଞ୍ଚମୀ । କରୋନା କଟକଣା ଭିତରେ ଶିକ୍ଷାନୁଷ୍ଠାନ ଗୁଡିକରେ ସରସ୍ୱତୀ ପୂଜା ପାଇଁ ଅନୁମତି ମିଳିଛି । ସିମିତ ଛାତ୍ରଙ୍କୁ ନେଇ ପୂଜା ପାଳନ ହେଉଛି । କୋଭିଡ ନିୟମ ପାଳନ କରି ପିଲାମାନେ ପୂଜାରେ ସାମିଲ ହେବେ...
ଅମ୍ବାନିଙ୍କୁ ଟପିଗଲେ ଅଦାନୀ
ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଅଦାନୀ । ମୁକେଶ ଅମ୍ବାନୀଙ୍କୁ ଧନୀ ତାଲିକାରେ ପଛରେ ପକାଇଦେଇଛନ୍ତି ଅଦାନୀ । ଫୋର୍ବସ ରିୟଲ ଟାଇମ ବିଲେନିୟର୍ସ ତାଲିକା ଅନୁସାରେ ଗୌତମ ଅଦାନୀ ୯୦ ବିଲିୟନ ଡଲାର ସହ ବିଶ୍ୱର...
ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ
ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ । ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ...
ଦିଲ୍ଲୀରେ କଟକଣା କୋହଳ
ଦିଲ୍ଲୀରେ ସୋମବାରଠାରୁ ଖୋଲିବ ସ୍କୁଲ । ଡିଡିଏମ ବୈଠକ ପରେ କଟକଣା କୋହଳ କରାଯାଇଛି । ୭ରୁ ସ୍କୁଲ , କଲେଜ , କୋଚିଂ ଖୋଲିବାକୁ ମିଳିଛି ଅନୁମତି । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ...
ଗଛରେ ପିଟିଲା ଭ୍ୟାନ, ୩ ମୃତ
କନ୍ଧମାଳ କୋଟଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗଛରେ ପିଟିହୋଇଛି ଭ୍ୟାନ୍ । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଟଗଡ ଥାନା କୁଟିବାଲି ନିକଟରେ ଏହି ଦୁର୍ଘଟଣା ଘଟିଛି । ଭ୍ୟାନରେ ଥିବା ୩୦ରୁ...
ନିଟ୍ ପିଜି ପରୀକ୍ଷା ସ୍ଥଗିତ
ସ୍ଥଗିତ ରହିଛି ୨୦୨୨ ନିଟ୍ ପିଜି ପରୀକ୍ଷା । ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ...
ସ୍କୁଲ-କଲେଜ ଖୋଲିବ, ପରୀକ୍ଷା ବି ହେବ
ସ୍କୁଲ , କଲେଜ ଖୋଲିବା ସହ ପରୀକ୍ଷା ମଧ୍ୟ କରାଯିବ । କେଜିରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଏକାଦଶରୁ ଦ୍ୱାଦଶ ଯିବାକୁ ପ୍ରମୋସନ ପରୀକ୍ଷା ହେବ । ଉଭୟ ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ...
















