ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଙ୍କ୍ରମଣ
ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଙ୍କ୍ରମଣ ଆରମ୍ଭ ସୂଚନା । ଗୋଷ୍ଠୀ ସଙ୍କ୍ରମଣ ନେଇ ମିଳିଲା କ୍ଲିନିକାଲ ପ୍ରମାଣ । ଦିଲ୍ଲୀ ଆଇଏଲବିଏସ କ୍ଲିନିକାଲ ଭାଇରୋଲୋଜି ବିଭାଗର ସୂଚନା ।
ରାଜ୍ୟରେ ୧୧ ହଜାର ମୁହାଁ ସଙ୍କ୍ରମଣ
ରାଜ୍ୟରେ ଦୈନିକ ସଙ୍କ୍ରମଣ ଆଜି ବି ୧୦ ହଜାର ପାର୍ କରିଛି । ଆଜି ୧୦ ହଜାର ୮୫୬ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୨୧ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ...
କେଉଁ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋମ ଆଇସୋଲେସନ ଗାଇଡଲାଇନ୍ ଜାରି କରାଯାଇଛି । ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣହୀନ ହୋମ ଆଇସୋଲେସନରେ ରହିପାରିବେ । ୬୦ରୁ ଉର୍ଦ୍ଧ୍ୱ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ ଆଇସୋଲେସନ ଜାରି କରାଯାଇଛି । ଡାକ୍ତରଙ୍କ...
ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ଆଡଭାଇଜରି
ସତର୍କ ରୁହନ୍ତୁ ବରିଷ୍ଠ ନାଗରିକ । ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ଜାରି କରିଛି ଆଡଭାଇଜରି । ସବୁବେଳେ ଘରେ ରହିବାକୁ ପରାମର୍ଶ । ବାହାର ଲୋକଙ୍କୁ ଘରେ ନପୂରାଇବାକୁ ଅନୁରୋଧ । ଯଦି କାହାରିକୁ ଦେଖା କରିବା ନିହାତି...
ଅତି ଆବଶ୍ୟକ ନହେଲେ ଡାକ୍ତରଖାନା ଯାଆନ୍ତୁ ନାହିଁ
ଅତି ଦରକାର ନଥିଲେ ରୋଗୀ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ । ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ରୁହେ । ତେଣୁ ଅତି ଜରୁରୀ ନଥିଲେ ହସ୍ପିଟାଲ ଯାଆନ୍ତୁ ନାହିଁ । ସାଧାରଣ ରୋଗୀଙ୍କ ରୋଗ ଲାଗି ଟେଲିମେଡିସିନ ସେବା...
ବରିଷ୍ଠ ସାମ୍ବାଦିକ କମଲ୍ ଖାନଙ୍କ ଦେହାନ୍ତ
ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ଦେହାନ୍ତ ହୋଇଛି । ଲକ୍ଷ୍ନୌସ୍ଥିତ ନିଜ ବାସଭବନରେ ହୃଦଘାତ ହେବା ଯୋଗୁ ତାଙ୍କର ପରଲୋକ ଘଟିଛି । ଗତ ତିନି ଦଶନ୍ଧି ଧରି ସେ ଏନଡିଟିଭିରେ କାର୍ଯ୍ୟ କରୁଥିଲେ । ବିଶେଷକରି ରାଜନୈତିକ...
ଢିଙ୍କିଆରେ ପୋଲିସର ଲାଠିମାଡ
ଜଗତସିଂହୁପର ଜିଲ୍ଲା ଏରସମା ବ୍ଲକର ଢିଙ୍କିଆରେ ପୋଲିସ ଏବଂ ଗାଁଲୋକେ ପୁଣି ମୁହାଁମୁହିଁ ହୋଇଛନ୍ତି । ଗ୍ରାମବାସୀଙ୍କୁ ପୋଲିସ ଲାଠିମାଡ କରିଛି । ପାନ ବରଜକୁ ଯିବାବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ପୋଲିସ ଅଟକାଇବାରୁ ଉତ୍ତେଜନା ଦେଖାଦେଇଛି...
ମକର ଚୌରାସି ବେଶରେ ଶ୍ରୀଜିଉ
ଆଜି ପବିତ୍ର ମକର ସଙ୍କ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କର ମକର ନୀତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଆଜି ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ...
୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ
୩୧ରୁ ସଂସଦ ବଜେଟ ଅଧିବେଶନ । ସଂସଦର ବଜେଟ୍ ଅଧିବେଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୧ ତାରିଖ ପୂର୍ବାହ୍ନ ୧୧ଟାରେ ଉପସ୍ଥାପନ ହେବ...
ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି
ପଶ୍ଚିମବଙ୍ଗର ଜଲପାଇଗୁଡିର ନ୍ୟୁ ଦୋମାହାନୀ ରେଲୱେ ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏଥିରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୩୬ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ...
















