କ୍ୟାପିଟାଲ ହସ୍ପିଟାଲରୁ ଚିହ୍ନଟ ହେଲେଣି ୧୩୦ ଆକ୍ରାନ୍ତ
କ୍ୟାପିଟାଲ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହେଲେଣି ପାଖାପାଖି ୧୩୦ କର୍ମଚାରୀ । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀଧର ସାହୁ ଏନେଇ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୪୦ ଡାକ୍ତର , ୩୦ ଷ୍ଟାଫ୍ ନର୍ସ ଏବଂ...
ଫେବ୍ରୁଆରୀ ୨୮ ଯାଏଁ ବିଦେଶୀ ବିମାନ ବନ୍ଦ
ଦେଶରେ କରୋନା ଭାଇରସ ଏବେ ଦ୍ରୁତ ଗତିରେ ବ୍ୟାପୁଛି । ଏହାକୁ ନଜରରେ ରଖି ଆନ୍ତର୍ଜାତିିକ ଯାତ୍ରୀ ବିମାନ ଚଳାଚଳ ବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଯାତ୍ରୀ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି...
ପଦ୍ମ ଧରିଲେ ମୁଲାୟମଙ୍କ ବୋହୂ
ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ । ପଦ୍ମ ଧରିଛନ୍ତି ସମାଜବାଦି ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ଅପର୍ଣ୍ଣା । ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ...
ଆବୁଧାବି ତେଲ ଟ୍ୟାଙ୍କରରେ ଡ୍ରୋନ ଆକ୍ରମଣ
ଆବୁଧାବି ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ । ଫଳରେ ଭୟଙ୍କର ବିସ୍ଫୋରଣ ହେବା ସହ ତିନୋଟି ତେଲ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଘଟିଛି । ଆକ୍ରମଣଜନିତ କ୍ଷୟକ୍ଷତି ଯଦିଓ ଜଣାପଡିନି, ତେବେ ଡ୍ରୋନ ଆକ୍ରମଣଜନିତ...
ଭୁବନେଶ୍ବର ଏମ୍ସରେ 300ରୁ ଅଧିକ କର୍ମଚାରୀ କରୋନା ପଜିଟିଭ୍
ଭୁବନେଶ୍ବର ଏମ୍ସ ହସପିଟାଲରେ 300ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ହସପିଟାଲର ବହୁ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । 70 ରୁ ଅଧିକ ଡାକ୍ତର, 60 ରୁ ଅଧିକ ନର୍ସିଂ କର୍ମଚାରୀ...
ଘୁଞ୍ଚିଲା ବିଧାନସଭା ନିର୍ବାଚନ
ନିର୍ବାଚନ କମିଶନ ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚେଇଛନ୍ତି । ଫେବୃଆରୀ 14 ତାରିଖ ବଦଳରେ ଫେବୃଆରୀ 20 ତାରିଖରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । ଗୁରୁ ରବିଦାସଙ୍କ ଜୟନ୍ତୀ ପାଇଁ ନିର୍ବାଚନ ଫେବୃଆରୀ 14 ତାରିଖକୁ ଘୁଞ୍ଚାଇବାକୁ...
ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜଙ୍କ ପରଲୋକ
ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜଙ୍କ ପରଲୋକ । ଗତକାଲି ରାତିରେ ସେ ତାଙ୍କ ଘରେ ନାତି ନାତୁଣୀଙ୍କ ସହ ଖେଳୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ହସପିଟାଲରେ ଭର୍ତ୍ତି କରିଥିଲେ...
107 ପୌରାଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା
ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ ।...
ୟୁପି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା
ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଗୋରଖପୁରରୁ ପ୍ରାର୍ଥୀ ହୋଇ ଲଢିବେ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଥମ ପର୍ଯ୍ୟାୟରେ ୧୦୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୩୮ ଜଣଙ୍କର...
ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଙ୍କ୍ରମଣ
ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଙ୍କ୍ରମଣ ଆରମ୍ଭ ସୂଚନା । ଗୋଷ୍ଠୀ ସଙ୍କ୍ରମଣ ନେଇ ମିଳିଲା କ୍ଲିନିକାଲ ପ୍ରମାଣ । ଦିଲ୍ଲୀ ଆଇଏଲବିଏସ କ୍ଲିନିକାଲ ଭାଇରୋଲୋଜି ବିଭାଗର ସୂଚନା ।
















