ପଞ୍ଚାୟତ ଭୋଟ୍ ପ୍ରସ୍ତୁତି
ଏଥର ୬୭୯୪ ପଞ୍ଚାୟତରେ ହେବ ପଞ୍ଚାୟତ ନିର୍ବାଚନ । ଗତ ୨୦୧୭ ନିର୍ବାଚନରେ ୬୮୦୧ ଗ୍ରାମ ପଞ୍ଚାୟତରେ ନିର୍ବାଚନ ହୋଇଥିଲା । ଏଥିରେ ୭ଟି ଗ୍ରାମ ପଞ୍ଚାୟତକୁ ଏନଏସିରେ ମିଶାଇ ଦିଆଯାଇଛି । ବାଲେଶ୍ୱର ରେମୁଣାର ୪ଟି ଗ୍ରାମ ପଞ୍ଚାୟତ...
ପୋଲିସକୁ କଂଗ୍ରେସର ଟମାଟୋ ମାଡ
ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କର ବହିଷ୍କାର ଦାବି କରି ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପ୍ରତିବାଦ କରି ଡିଜିଙ୍କର ଭୁବନେଶ୍ୱର କ୍ୟାମ୍ପ...
ହ୍ୱାଟସଆପ ଠକେଇରୁ କେମିତି ବଞ୍ଚିବେ
ଏବେ ଅନେକ ଲୋକ ହ୍ୱାଟସଆପ ମାଧ୍ୟମରେ ଠକେଇର ଶିକାର ହେଉଛନ୍ତି । ଏହି ଠକେଇରୁ କେମିତି ସୁରକ୍ଷିତ ରହିବେ ? କଣ ସବୁ ଉପାୟ ଅବଲମ୍ବନ କରିବେ ? ଏହାକୁ ନେଇ ଓଡିଶା କ୍ରାଇମବ୍ରାଞ୍ଚ କମିଶନରେଟ ପୋଲିସ ପକ୍ଷରୁ ଏକ...
ଚୀନରେ କରୋନାର ନୂଆ ଲହର
କରୋନାର ଜନ୍ମସ୍ଥାନ ଚୀନରେ ପୁଣି ବଢିଛି କରୋନା ଭୟ । ଚୀନର ଏକ ୟୁନିଭର୍ସିଟିରେ କରୋନା ସଙ୍କ୍ରମଣ ବଢିଛି । ୧୫ଶହରୁ ଉର୍ଦ୍ଧ ଛାତ୍ରଙ୍କୁ ଆଇସୋଲେସନରେ ରଖାଯାଇଛି । ଚୀନର ଦାଲିଆନ ପ୍ରାନ୍ତର ନର୍ଥ ୱେଷ୍ଟନ ସହରରେ ଥିବା...
କୋଭିଡ ପରେ ବକ୍ସ ଅଫିସରେ ବଡ ହିଟ୍ ଫିଲ୍ମ
ଅକ୍ଷୟ-କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସରେ ଧମାଲ ମଚାଉଛି । ଭାରତରେ ୧୫୦ କୋଟି ବକ୍ସ ଅଫିସ କଲେକ୍ସନ କରିଛି ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଗତକାଲି ରବିବାର ୧୦ କୋଟି ଟଙ୍କା ରୋଜଗାର କରିବା ପରେ...
ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ଆପ୍ ସରକାରକୁ ଚେତାବନୀ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନେଇଛ । ବାୟୁ ପ୍ରଦୂଷଣ ରୋକିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଆକ୍ସନ ପ୍ଲାନ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ କେଜ୍ରିଓ୍ୱାଲ...
ଓଡିଆ ସାମ୍ବାଦିକାଙ୍କ ସହ ଦୁଇ ଅଟକ
ଓଡିଆ ସାମ୍ବାଦିକାଙ୍କ ସହ ଦୁଇ ଅଟକ । ଅଟକ ଓଡିଆ ସାମ୍ବାଦିକା ଜଣଙ୍କ ହେଉଛନ୍ତି ଝାରସୁଗୁଡାର ଏସ୍ ସାକୁନିଆ ଏବଂ ଦିଲ୍ଲୀ ରୋହିଣୀ ଅଞ୍ଚଳର ସ୍ୱର୍ଣ୍ଣ ଝା । ଦିଲ୍ଲୀର ଏକ ନ୍ୟୁଜ୍ ପୋର୍ଟାଲରେ କାମ କରୁଥିବା ସାକୁନିଆ ଏବଂ...
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ହୀରାକୁଦ ବିସ୍ଥାପିତଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡାରେ ବିଏସକେୱାଇ କାର୍ଡ ବଣ୍ଟନରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଘରଡିହ ଜମି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।...
ଗଣଦୁଷ୍କର୍ମ ପରେ ମହିଳା ଗୁରୁତର
ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପୁରୀ ଜିଲ୍ଲା ଅଧିନ ନିମାପଡା ଥାନା ଅଞ୍ଚଳରେ ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଯାଇଛି । ଗତ ୧୨ ତାରିଖ ରାତି ୧୧ଟାରେ ମହିଳା ଜଣଙ୍କ ଶୌଚ ହେବା ପାଇଁ ସ୍ୱାମୀଙ୍କ ସହ...
ଡିସେମ୍ବର 1 ରୁ ବିଧାନସଭା ଶୀତ ଅଧିବେସନ
ଡିସେମ୍ବର 1 ରୁ 31 ତାରିଖ ଯାଏଁ ବସିବ ବିଧାନସଭା ଶୀତ ଅଧିବେସନ । ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅଧିବେସନ ସମୟରେ ମୋଟ 26ଟି କାର୍ଯ୍ୟ ଦିବସ ରହିଥିବା ବେଳେ ପାଞ୍ଚଟି ଛୁଟି ଦିବସ ରହିଛି ।...
















