ହାରିଲେ ବିଜୟ
ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ଅସିତ ତ୍ରୀପାଠୀଙ୍କୁ ମିଳିଛି ୭୭୬ ଭୋଟ୍ । ବିଜୟଙ୍କୁ ୪୯୮ ଭୋଟ୍ ।
ସରୁଛି ପ୍ରଚାର, କମ୍ପୁଛି ମଇଦାନ
ଉଠୁଛି ପଡୁଛି ପିପିଲି । ପ୍ରଚାରର ଶେଷଦିନ ଥିବାରୁ କମ୍ପୁଛି ପିପିଲି ମଇଦାନ । ଆସନ୍ତା ୩୦ରେ ଭୋଟ୍ ଗ୍ରହଣଥିବାରୁ ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି । ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ...
ଆନ୍ଦୋଳନବେଳେ ଆଖି ବୁଜିଲେ ଅନ୍ନଦାତା
ଆଜି ଭାରତ ବନ୍ଦ । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ପାଳନ କରାଯାଉଛି । ତେବେ ଆନ୍ଦୋଳନବେଳେ ଘଟିଛି ଅଘଟଣ । ସିନ୍ଧୁ ବର୍ଡରରେ ଚାଷୀମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିଥିବାବେଳେ ଜଣେ...
ବନ୍ଦକୁ କଂଗ୍ରେସର ସମର୍ଥନ
ଭାରତ ବନ୍ଦ । ବନ୍ଦ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ସଂଯୁକ୍ତ କିଷାନମୋର୍ଚ୍ଚା ଦ୍ୱାରା ଡାକରା ଦିଆଯାଇଥିବା ଏହି ଭାରତ ବନ୍ଦକୁ ଦେଶର ବିଭିନ୍ନ ବିରୋଧୀ ଦଳମାନେ ସମର୍ଥନ ଜଣାଇଛନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟତ ବାମଦଳ,...
୧୧ ଜିଲ୍ଲାରେ ସ୍କୁଲ ଛୁଟି
କାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସ୍କୁଲ ଛୁଟି । ମଙ୍ଗଳବାର ସ୍ଥିତିକୁ ଦେଖି ଜିଲ୍ଲାପାଳ ସ୍କୁଲ ବାବଦରେ ନିଷ୍ପତ୍ତି ନେବେ । ଏହି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା
ମିଳିଲା ଦନ୍ତାହାତୀର ମୃତଦେହ
ମୁଣ୍ଡୁଳିରେ ହାତୀ ଭାସିଯିବା ଘଟଣା । ମୁଣ୍ଡୁଳୀରେ ଭାସିଆସିଥିବା ଦନ୍ତାର ମୃତଦେହ ଠାବ ହୋଇଛି । ଜୋବ୍ରା ଆନିକଟ ନିକଟରେ ଭାସୁଛି ହାତୀର ମୃତଦେହ । ୨୪ ନଂ ଗେଟରେ ଲାଗିଛି ହାତୀର ମୃତଦେହ । ପ୍ରାୟ ୪୦ ଘଣ୍ଟାରୁ...
କେଉଁଠି ପବନର ବେଗ କେତେ ରହିବ
ଆଜି ରାତି ୯ଟାରୁ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପକ୍ରୀୟା ଆରମ୍ଭ ହେବ । ଏହାର ପ୍ରଭାବରେ ୭୫ରୁ ୮୫ କିଲୋମିଟର ବେଗରେ ପବନ ବହିବ । ଝଟକା ପବନର ବେଗ ୯୫ କିଲୋମିଟର ହୋଇପାରେ । ସମୁଦ୍ର ମଧ୍ୟରେ...
ଇମ୍ରାନଙ୍କୁ ମୁହଁତୋଡ ଜବାବ ଦେଲେ ସ୍ନେହା ଦୁବେ
ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ କାଶ୍ମୀର ପ୍ରସଙ୍ଗରେ କଡା ଜବାବ ଦେଲେ ଜାତିସଂଘ ସାଧାରଣ ପରିଷଦରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର...
ମିଳିଲା ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ମୃତଦେହ
ଗତକାଲି ହାତୀ ଉଦ୍ଧାର ପାଇଁ ମୁଣ୍ଡଳୀ ବ୍ୟାରେଜ ନିକଟରେ ମହାନଦୀରେ ଓଡ୍ରାଫ କର୍ମଚାରୀମାନେ ଏକ ରବର ବୋଟରେ ଯାଇଥିଲେ । ମାତ୍ର ହାତୀ ଘଉଡାଇବା ବେଳେ ପାଣି ଭିତରେ ରବର ବୋଟଟି ଓଲଟି ପଡିଥିଲା । ସାତଜଣଙ୍କ ମଧ୍ୟରୁ ସମସ୍ତଙ୍କୁ...
ଅରିନ୍ଦମଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ୪ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ୱାର୍କିଂ ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ୪ ଲକ୍ଷ ମଞ୍ଜୁର କରିଛନ୍ତି...
















