ପ୍ରବଳ ବର୍ଷା ନେଇ ସତର୍କ କରାଇଲେ ଏସଆରସି
ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଆଇଏମଡି ଆକଳନ ଅନୁସାରେ ବାତ୍ୟା କାଲି ଲ୍ୟାଣ୍ଡଫଲ କରିବ । ଆନ୍ଧ୍ରର କଳିଙ୍ଗପଟନମ ନିକଟରେ ଲ୍ୟାଣ୍ଡଫଲ କରିବା ଆକଳନ କରାଯାଇଛି । ପ୍ରଭାବରେ ରାଜ୍ୟର...
ମିଳିଥିବା ମୃତଦେହ ଓଡ୍ରାଫ୍ ଟିମର ସଦସ୍ୟ ନୁହଁନ୍ତି
ମହାନଦୀରୁ ମିଳିଥିବା ମୃତଦେହ ଓଡ୍ରାଫର କର୍ମଚାରୀ ସୀତାରମ ମୁର୍ମୁଙ୍କର ନୁହେଁ । ଗତକାଲି ମୁଣ୍ଡଳି ଡଙ୍ଗାବୁଡି ଘଟଣା ପରେ ନିଖୋଜ ଥିଲେ ସୀତାରାମ । ଆଜି ସକାଳୁ ଏକ ମୃତଦେହ ମିଳିଥିବାବେଳେ ଏହା ସୀତାରାମଙ୍କର ବୋଲି କୁହାଯାଉଥିଲା । ହେଲେ...
ଆଜି ୮ ଜିଲ୍ଲାକୁ ୟେଲୋ ଆର୍ଲଟ
ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ । ଉତ୍ତର ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗତ ୬...
ହାତୀ ଉଦ୍ଧାର ବେଳେ ବଡ ଅଘଟଣ
ହାତୀ ଉଦ୍ଧାର ପାଇଁ ଓଡ୍ରାଫ ଟିମରେ ଯାଇଥିବା ସାମ୍ବାଦିକ ଅରିନ୍ଦମ ଆଉ ନାହାଁନ୍ତି । ଓଡ୍ରାଫ ବୋଟ୍ ଓଲଟି ପଡିବା ପରେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଏସସିବି ମେଡିକାଲ ପଠାଯାଇଥିଲା ।...
ଫସିଗଲା ହାତୀ ରେସ୍କ୍ୟୁ ଟିମ୍
ହାତୀକୁ ଉଦ୍ଧାର କରିବାକୁ ଯାଇ ଫସିଗଲା ଓଡ୍ରାଫ ଟିମ୍ । ମୁଣ୍ଡଳୀ ନିକଟରେ ଓଲଟି ପଡିଲା ଓଡ୍ରାଫ ବୋଟ୍ ।
ମୁଣ୍ଡଳୀ ନିକଟରେ ମହାନଦୀରେ ଆଠଘଣ୍ଟା ଧରି ଫସି ରହିଥିବା ଦନ୍ତାହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା ଓଡ୍ରାଫ ଟିମ୍...
କୂଳକୁ ଆସି ଫେରିଗଲା ହାତୀ
କୂଳରେ ପହଁଞ୍ଚିଲା ପରେ ଉଠି ନପାରି ପୁଣି ଫେରିଲା ହାତୀ । ମୁଣ୍ଡୁଳି ବ୍ୟାରେଜରେ ଫସିଥିବା ହାତୀ ପୁଣି ନଦୀ ମୁହାଁ । ଉଦ୍ଧାର ପାଇଁ କର୍ମଚାରୀଙ୍କ ପକ୍ଷରୁ ଉଦ୍ୟମ ଜୋରଦାର । ମହାନଦୀରେ ଫସି ରହିଥିବା ଦନ୍ତା ନିଜେ...
ଜଳଦ ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର
ଜଳଦ ତ୍ରିପାଠୀଙ୍କୁ ରାଜ୍ୟ ସରକାର ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସୁପାରିଶ ପରେ ତାମିଲନାଡୁର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଜଳଦ ତ୍ରିପାଠୀଙ୍କୁ ରାଜ୍ୟପାଳ ମୁଖ୍ୟ ସୂଚନା କମିଶନର ପଦରେ ନିଯୁକ୍ତ ଦୋଇଛନ୍ତି ।...
କାଲିଠୁ ବଙ୍ଗୋପସାଗରରେ ଲଘୁଚାପ
ଆସନ୍ତାକାଲି ସନ୍ଧ୍ୟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ମିଆଁମାର ନିକଟବର୍ତ୍ତି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବା ପରେ ଏହା କ୍ରମଶଃ ଉପକୂଳ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ଓଡିଶା...
ପୁରା ପରିବାର ଛାରଖାର
ଗତକାଲି ଦୁଇ ନାବାଳିକା ଝିଅ ଓ ମାଆର ମୃତଦେହ ମିଳିଥିଲା । ଟ୍ରିପଲ ମର୍ଡର ପଛରେ ବାପାଙ୍କୁ ସନ୍ଦେହ କରୁଥିଲେ ସମସ୍ତେ । ମାତ୍ର ଆଜି ଘର ପାଖ କୂଅ ଭିତରୁ ବାପାଙ୍କ ମୃତଦେହ ମିଳିବା ପରେ ରହସ୍ୟମୟ ହୋଇଯାଇଛି...
ମୋଟୁ ଥାନା ଆଇଆଇସି ଗିରଫ
ମାଲକାନଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେ ଗତକାଲି ମୋଟୁରୁ ତାଙ୍କ ଘର ନଖରା ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଯାଞ୍ଚ କରିଥିଲା । ଗାଡି ଭିତରୁ 2...
















