26.1 C
Bhubaneswar
Friday, August 21, 2026
-Advertisement-

ଆନ୍ଧ୍ରକୁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ

ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ କ୍ରମଶଃ ଉଗ୍ର ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚାରୋଟି ପ୍ରସ୍ତାବ ଦେଇଛନ୍ତି I ମୁଖ୍ୟମନ୍ତ୍ରୀ ସ୍ତରୀୟ ଦ୍ବୀପାକ୍ଷିକ ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରିବା ଉପରେ...

କୋଭିସିଲ୍ଡକୁ ଅନୁମତି ଦେଲା ବ୍ରିଟେନ

ଭାରତର ଚେତାବନୀ ପରେ ନରମିଲା ବ୍ରିଟେନ । କୋଭିସିଲ୍ଡ ସାର୍ଟିଫିକେଟକୁ ବ୍ରିଟେନ ଦେଲା ଅନୁମୋଦନ । କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ଆଉ କ୍ବାରେଣ୍ଟିନରେ ରହିବାକୁ ପଡିବନି । ତେବେ ବ୍ରିଟେନ ମୁଖପାତ୍ର କହିବା କଥା, କୋଭିସିଲ୍ଡରେ କିଛି...

ଆଇପିଏଲରେ ପୁଣି ପଶିଲା କରୋନା

ଆଇପିଏଲରେ ପୁଣି ପଶିଲା କରୋନା । ୟୁଏଇରେ ଚାଲିଥିବା ଆଇପିଏଲରେ ପୁଣି କରୋନା ପଶିଲା । ସନରାଇଜର୍ସ ହାଇଦ୍ରାବାଦର ଟି.ନଟରାଜନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂସ୍ପର୍ଶରେ ଆସିଥିବା ଦଳର ୬ ଜଣ ଏବେ ଆଇସୋଲେସନରେ ରହିଛନ୍ତି । ଆଜି...

ବିବାହ ଅଫର ଦେଇଥିଲା ରହସ୍ୟମୟୀ

ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ରିମାଣ୍ଡ ଅବଧିରେ କ୍ରାଇମବ୍ରାଞ୍ଚ ଏବଂ ଏୟାରଫୋର୍ସ ଅଧିକାରୀଙ୍କ ଖୋଳତାଡବେଳେ ଅଭିଯୁକ୍ତଙ୍କଠାରୁ ମିଳିଛି ସାଘାଂତିକ ତଥ୍ୟ । ଜଣେ ରହସ୍ୟମୟୀ ମହିଳା ବିବାହ ଅଫର ଦେଉଥିବା କଥା...

ତିନିବର୍ଷ ତଳେ କଥା ରଖିଥିଲେ ଆଜି ରାଜା ମରି ନଥାନ୍ତା

ବନ୍ଦ ହେବ ମୁକୁଳା ଡ୍ରେନ । ଏଥିପାଇଁ ଖର୍ଚ୍ଚ ହେବ ତିନିଶହ କୋଟି ଟଙ୍କା । ଗୃହ କମିଟି ବୈଠକରେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବରମୁଣ୍ଡା ଅଞ୍ଚଳରେ ମୁକୁଳା ଡ୍ରେନରେ ଭାସିଯାଇ ଦଶମ ଶ୍ରେଣୀରେ ପଢୁଥିବା...

ଅଜଣା ଜ୍ୱରରେ ଆଖି ବୁଜିଲେ ଭାଇ-ଭଉଣୀ

ବଣାଇ ଲହୁଣିପଡା ଥାନା ବରସୁଆଁ ନିକଟ ସ୍କୁଲ ବସ୍ତିରେ ଅଘଟଣ । ଗୋଟିଏ ପରିବାରର ଭାଇ ଭଉଣୀ ୨ ଘଣ୍ଟା ବ୍ୟବଧାନରେ ଆଖି ବୁଜିଛନ୍ତି । ଅଜଣା ଜ୍ୱରରେ ପିଡୀତ ହୋଇ ଆଖି ବୁଜିଛନ୍ତି ଭାଇ-ଭଉଣୀ । ସେମାନଙ୍କର ବୟସ...
video

ଦୁବାଇରୁ ଆସୁଥିଲା ଟଙ୍କା

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସଂପର୍କିତ ଗୁପ୍ତତଥ୍ୟ ହାସଲ ପାଇଁ ଦୁବାଇରୁ ଆସୁଥିଲା ଟଙ୍କା । ଗୁପ୍ତଚରୀ ମାମଲାରେ ଗିରଫ ପାଞ୍ଚ ଅଭିଯୁକ୍ତଙ୍କୁ ଘନ ଘନ ଜେରା ପରେ ସତ ଉଗାଳିଛନ୍ତି ଏହି ଅଭିଯୁକ୍ତମାନେ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା...

ଡାକ୍ତର ସ୍ୱପ୍ନକୁ ଅଧାରେ ରଖିଲା ମୁକୁଳା ଡ୍ରେନ୍

ସ୍କୁଲର ଶ୍ରେଣୀଗୃହ ଆଜି ଯେମିତି ଗୁମୁରି କାନ୍ଦୁଛି । ଶିକ୍ଷକ , ଶିକ୍ଷୟିତ୍ରୀ ସାଙ୍ଗ, ସାଥୀ ଆଜି ସମସ୍ତେ ରାଜାକୁ ମିଶ୍ କରୁଛନ୍ତି । ରାଜାର ଅମର ଆତ୍ମାର ସଦଗତି କାମନା କରି ସ୍କୁଲରେ ପାଳନ ହୋଇଛି ସ୍ମୃତିସଭା ।...

ବ୍ଲାକ ଫଙ୍ଗସରେ ଓଡିଶାରେ ଆଖି ବୁଜିଲେଣି 29 ଜଣ

ବ୍ଲାକ ଫଙ୍ଗସରେ ଓଡିଶାରେ ଆଖି ବୁଜିଲେଣି 29 ଜଣ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟରେ 212 ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 109 ଜଣ ବିଭିନ୍ନ ହସପିଟାଲରେ...

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲାରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଖରାପ ପାଗ ଯୋଗୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିଲେ ହେଁ ଏପର୍ଯ୍ୟନ୍ତ କାରଣ ଜଣାପଡିନାହିଁ । ତେବେ ଦୁର୍ଘଟଣା ବେଳେ ହେଲିକପ୍ଟରରେ ଜଣେ ପାଇଲଟଙ୍କ ସହ...
- Advertisement -

Latest article

Hogyan Kövesd Nyomon az NV Casino Üdvözlő Bónusz Felhasználási Folyamatát

TartalomMi az a Fogadási Követelmény (Wagering) és Miért Fontos?Hol Találod meg a Progressz Mérőt az NV Casino FelületénManuális Számítás Lépésről LépésreGyakori Bónusztípusok és KülönlegességeikProblémamegoldás...

Zasady gry w Pai Gow Poker w Casoola

Spis treściPodstawowe Zasady Pai Gow PokerJak Poprawnie Podzielić Swoje KartyWarianty Głoskowania i Limit CzasuTabela Rang Układów PokerowychJak Wykorzystać Bonusy od KasynaCzęste Problemy i Jak...

Kokobet för arkiv: Varför och hur

InnehållVarför är det viktigt att föra spelregister?Vilken information ska du dokumentera?Steg-för-steg-guide: Så skapar du ditt registerAtt förstå din spelhistorik och transaktionerBonusar och kampanjer: Spela...