ଦୁଇରୁ ଚାରି ସପ୍ତାହ ଭିତରେ ମୁମ୍ବାଇ ଛୁଇଁବ ତୃତୀୟ ଲହର
କରୋନାର ତୃତୀୟ ଲହରକୁ ନେଇ ପୁଣି ଆରମ୍ବ ହୋଇଛି ଅବଗଣନା । ଦୁଇରୁ ଚାରି ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ମହାରାଷ୍ଟ୍ର ଅଥବା ମୁମ୍ବାଇରେ ପହଞ୍ଚିଯିବ ବୋଲି ଆକଳନ କରିଛି ରାଜ୍ୟ କୋଭିଡ ଟାସ୍କ ଫୋର୍ସ । ତୃତୀୟ...
ପୁରୀରେ ବିମାନବନ୍ଦର ପାଇଁ ସର୍ଭେ ଆରମ୍ଭ
ବିଶ୍ବପ୍ରସିଦ୍ଧ ପୁରୀରେ ହେବ ବିମାନ ବନ୍ଦର । ଏଥିପାଇଁ ପୂର୍ବରୁ ରାଜ୍ୟ ସରକାର ଜମି ଚିହ୍ନଟ କରି କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ଟିମ୍ ପୁରୀ ଆସି ଅନୁଧ୍ଶ୍ରୀୟାନ କରିଛନ୍ତି...
ଏବେ ବି ଭଲ ନାହାଁନ୍ତି ତପୁ
ସୁନାମଧନ୍ୟ ଯୁବ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଅବସ୍ଥା ଏବେ ବି ଭଲ ନାହିଁ । କୋଭିଡରେ ଆକ୍ରାନ୍ତ ହୋଇଥିବା ତପୁଙ୍କ କୋଭିଡ ରିପୋର୍ଟ ଯଦିଓ ନେଗେଟିଭ ଆସିସାରିଛି, କିନ୍ତୁ ପୋଷ୍ଟ କୋଭିଡ ସ୍ଥିତି ଅତି ଜଟିଳ ରହିଛି । ଫୁସଫୁସ...
ବିଶାଖାପଟନମ ନିକଟରେ କମ୍ବିଂ ଅପରେସନ, 6 ନକ୍ସଲ ନିହତ
କମ୍ବିଂ ଅପରେସନରେ ପୋଲିସକୁ ମିଳିଛି ବଡଧରଣର ସଫଳତା । ବିଶାଖାପଟନମ ନିକଟ କୋୟୁର ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ନକ୍ସଲ ଓ ପୋଲିସ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଛି । ଏଥିରେ 6 ଜଣ ନକ୍ସଲ ନିହତ...
ଟ୍ବିଟରକୁ ଆଇନଗତ ସୁରକ୍ଷା ଦେବେନି ସରକାର
କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ପାଳନ ନ କରିବା ଟ୍ବିଟର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କେନ୍ଦ୍ର ସରକାର ଟ୍ବିଟର ଉପରୁ ଆଇନଗତ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନେଇଛନ୍ତି । ଏହାଫଳରେ ଟ୍ବିଟରରେ ପୋଷ୍ଟିଂ ହେଉଥିବା...
ଆଜି ଆଖି ବୁଜିଲେ 44
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମୁଥିବା ବେଳେ ଆଜି 44 ଜଣ ସଂକ୍ରମିତ ଆଖି ବୁଜିଛନ୍ତି । ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା 3432ରେ ପହଞ୍ଚିଛି । ସଂକ୍ରମଣ କମୁଥିବା ବେଳେ ମୃତ୍ୟରେ ରୋକ୍ ନ ଲାଗିବା ସ୍ବାସ୍ଥ୍ୟ ବିଶାରଦଙ୍କ...
ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ : ପ୍ରେମ ପାଇଁ ମାମୁଁ, ମାଇଁ ବନ୍ଧକ !
ବଲାଙ୍ଗୀର ଶାନ୍ତିପଡାରେ ଜଣେ ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ । ଶାନ୍ତିପଡାରେ ରହୁଥିବା ଦିବ୍ୟଲୋଚନ ହୋତାଙ୍କ ଘରେ ପଶିଯାଇଥିଲେ ଜଣେ ବନ୍ଧୁକଧାରୀ ଯୁବକ । ସେତେବେଳେ ଦିବ୍ୟଲୋଚନ ଠାକୁର ଘରେ ପୂଜା କରୁଥିଲେ । ଯୁବକଙ୍କୁ ଦେଖି ଦିବ୍ୟଲୋଚନ ଭାବିଥିଲେ ଏସି...
13ଟି ଜିଲ୍ଲାରେ ସଂକ୍ରମଣ ଏକ ହଜାରରୁ କମ୍
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 3388 ରେ ପହଞ୍ଚିଥିବା ବେଳେ ଆଜି 42 ଜଣ ଆଖି ବୁଜିଛନ୍ତି । ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି । ତେବେ ଅଢେଇ ହଜାରରୁ ଅଧିକ ସଂକ୍ରମଣ ତାଲିକାରେ ପାଞ୍ଚଟି ଜିଲ୍ଲା...
ମନ୍ତ୍ରୀ ପଦ ପାଇଁ ଡିଲ୍ : ପୁତୁରା ଏକଘରିକିଆ
ବିହାର ଲୋକ ଜନଶକ୍ତି ପାର୍ଟି ଏଲଜେପିର ଛ ଜଣ ସାଂସଦଙ୍କ ମଧ୍ୟରୁ ପାଞ୍ଚଜଣ ସାଂସଦ ସଂସଦୀୟ ଦଳର ନୂଆ ନେତା ନିର୍ବାଚିତ କରିଛନ୍ତି । ଏଲଜେପି ସଂସଦୟ ଦଳର ନେତା ଚିରାଗ ପାଶଓ୍ବାନଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ନୂଆ...
2 କୋଟିରେ କିଣିଲେ, 18 କୋଟିରେ ବିକିଲେ
ଦୁଇ କୋଟିରେ କିଣିଲେ, 18 କୋଟିରେ ବିକିଲେ । ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ନାଁ ରେ ଏମିତି ଜମି ସ୍କାମ ଅଭିଯୋଗ । ଅଭିଯୋଗ କରିଛନ୍ତି ଉତ୍ତରପ୍ରଦେଶର ସମାଜବାଦ ପାର୍ଟି ଓ ଆମ ଆଦମ ପାର୍ଟି ନେତା । ଅଭିଯୋଗ...
















