ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା
‘ଆଶୀର୍ବାଦ’ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବାପା ମାଙ୍କୁ ହରାଇଥିବା ଶିଶୁ ପାଇଁ ‘ଆଶୀର୍ବାଦ’ ଯୋଜନା । ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁ ବି ଉପକୃତ ହେବେ । ଉଭୟ ପିତା ମାତା ବା କେବଳ ଜଣଙ୍କୁ...
ଚାଲିଗଲେ ତପୁ ମିଶ୍ର
ଚାଲିଗଲେ ତପୁ ମିଶ୍ର | କରୋନାରେ ଆକ୍ରାନ୍ତ ଯୁବ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ | ଫୁସଫୁସ୍ ସଂକ୍ରମଣରେ ଗୁରୁତର ଥିଲେ | ଇକମୋ ଚିକିତ୍ସା ଅଭାବରୁ ଶେଷରେ ଆଖି ବୁଜିଲେ |
ଉଦ୍ଧାର ହେଲା ନିଖୋଜ ୬ଦିନର ଶିଶୁପୁତ୍ର
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବିକ୍ରୀ ହୋଇଥିବା ୬ ଦିନର ଶିଶୁପୁତ୍ର ଉଦ୍ଧାର ହୋଇଛି । ୟୁନିଟ୍-୩ ମାଳିସାହି ଅଞ୍ଚଳରୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ ଓ ଖାରବେଳ ନଗର ପୋଲିସ । ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ କିଣିଥିବା ନେଇ ସ୍ୱିକାର...
କରୋନାକୁ ହରାଇଲେ ୧୦୦ ବର୍ଷୀୟା ବୃଦ୍ଧା
ବୟସର ଅପରାହ୍ନରେ ଭୁତାଣୁକୁ ମାତ୍ ଦେଲେ ବୃଦ୍ଧା । ଆଉ ସମସ୍ତଙ୍କୁ ଜଣାଇଦେଲେ ଭୁତାଣୁକୁ ଡରିବାନି ଲଢିକି ଜିତିବା । ନୟାଗଡ ଜିଲ୍ଲା ନୂଆ ଗାଁ ବ୍ଲକ ମହିପୁରର ସୁମତି ନାୟକ । ବୟସ ୧୦୦ ଟପିଗଲାଣି । ଚଳିତ...
ଗଛରୁ ତୋଳାହେଲା ବିରଳ ଆମ୍ବ
ଭଗବାନଙ୍କ ବିଚିତ୍ର ସୃଷ୍ଟି । ଆପଣ ଦେଖୁଥିବା ଏ ଚିତ୍ର କେଉଁ ଚଢେଇର ନୁହେଁ ବରଂ ଏକ ଫଳର । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ କଙ୍କଲା ଗାଁର ସୁଶାନ୍ତ ବେହେରାଙ୍କ ବାଡିରୁ ତୋଳା ହୋଇଛି ...
ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ପରଲୋକ
ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ପରଲୋକ । ମାସେ ତଳେ କରୋନାରେ ଆକ୍ରାନ୍ତ ଥିଲେ ମିଲଖା ସିଂହ । ଆଥଲେଟ ଦୁନିଆର ଏହି କିମ୍ବଦନ୍ତୀ ପୁରୁଷଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ...
ଆଖି ବୁଜିଲେ ଦେବାଶିଷ ପାଣିଗ୍ରାହୀ
ଭିଜିଲାନ୍ସ ନିର୍ଦ୍ଦେଶକ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ହୋଇଛି । କୋଭିଡ ଆକ୍ରାନ୍ତ ଯୋଗୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଫୁସଫୁସଜନିତ ସଂକ୍ରମଣ ଯୋଗୁ ତାଙ୍କର ଇକମୋ ଚିକିତ୍ସା ଆବଶ୍ୟକ ହୋଇଥିଲା ଏବଂ କିଛିଦିନ ତଳେ ତାଙ୍କୁ ଏୟାର...
ସେରୋ ସର୍ଭେ ଟିମ୍ ଦେଖି ଲୋକେ ଜଙ୍ଗଲକୁ ପଳାଇଲେ
ରାୟଗଡାରେ ଆଜି ଠାରୁ ଆରମ୍ଭ ହୋଇଛି ସେରୋ ସର୍ଭେ । ଛଅ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ବୟଷ୍କ ବ୍ୟକ୍ତିଙ୍କ ଠାରୁ ସଂଗ୍ରହ ହେବ ନମୁନା । ଏଥି ପାଇଁ ଏକ ୯ ଜଣିଆ ଟିମ ରାୟଗଡାରେ ପହଚିଂ ଆଜି...
ମାଷ୍ଟରକାଣ୍ଟିନ ଘୋଡା ସ୍ଥାନାନ୍ତରଣକୁ ବିରୋଧ
ମାଷ୍ଟରକାଣ୍ଟିନ ଘୋଡା । ଓଡିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପ୍ରତୀକ । ରାଜ୍ୟ ସରକାରଙ୍କ ପ୍ରଶାସନିକ ଚିହ୍ନ । 1988 ମସିହାରେ ଭୁବନେଶ୍ବରର ମାଷ୍ଟରକାଣ୍ଟିନ ଛକରେ ପଥରରେ ନିର୍ମିତ ଏହି ବିଶାଳକାୟ ଘୋଡା ଏବଂ ଖଣ୍ଡା ଓ ଢାଲ...
















