ତଳମୁହାଁ ଦୈନିକ ସଙ୍କ୍ରମଣ, ୩ ହଜାର ପାର୍ ମୃତ୍ୟୁସଂଖ୍ୟା
ଆଜି ରାଜ୍ୟରେ ଦୈନିକ ସଙ୍କ୍ରମଣ ହାର ରହିଛି ୬୧୧୮ । କିନ୍ତୁ ମୃତ୍ୟୁସଂଖ୍ୟା ୩ ହଜାର ଟପିଛି । ଆଜି ୪୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁସଂଖ୍ୟା ୩୦୩୫କୁ ବୃଦ୍ଧି...
୫ଟି ସହର ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଏହି ବ୍ୟବସ୍ଥା
କରୋନା କାଳରେ ଅକ୍ସିଜେନର ଘୋର ଅଭାବ ଦେଖାଦେଉଛି । ଅକ୍ସିଜେନ ନପାଇ ଅନେକ ଲୋକ ପ୍ରାଣ ହରାଉଛନ୍ତି । ତେବେ ଏଣିକି କରୋନା ଆକ୍ରାନ୍ତଙ୍କୁ ଘରେ ମିଳିବ ଅକ୍ସିଜେନ୍ । ରାଜ୍ୟର ୫ଟି ସହର ପାଇଁ ଏ ବ୍ୟବସ୍ଥା ଆରମ୍ଭ...
ଚିରଦିନ ପାଇଁ ମନେରହିବ ଚିନ୍ମୟୀଙ୍କ ସେବା
କରୋନା କାଳରେ ଯେଉଁଠି ସାହି , ଭାଇ, ଅଡୋଶୀ, ପଡୋଶୀ ଶବ ପାଖକୁ ଆସୁନାହାଁନ୍ତି, ସେତେବେଳେ ଚିନ୍ମୟୀ ସାଜିଛନ୍ତି ଦେବଦୂତ । ଶବଟିଏ ପଡିଥିବାର ଖବର ପାଇଲେ ସାଙ୍ଗେ ସାଙ୍ଗେ ପିପିଇ କିଟ୍ ପିନ୍ଧି ବାହାରି ପଡନ୍ତି ଚିନ୍ମୟୀ...
ଗଛ ଲଗାଇ ବାର୍ତ୍ତା ଦେଲେ ନବୀନ
ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଫଟୋ ସେ ଟୁଇଟ୍ କରି ଲେଖିଛନ୍ତି ଯେ, ଗଛ ଲଗାଇ ସେ ଖୁବ୍ ଆନନ୍ଦ ଅନୁଭବ କରୁଛନ୍ତି । ଏହି ଗଛରେ ଦିନେ...
କରୋନା କବଳରେ ତାରା
ଜୟପୁର ବିଧାୟକ ତାରା ବାହିନୀ ପତି ଅସୁସ୍ଥ । କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଧାୟକ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ତ୍ରୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ...
ସ୍ଲଟ ବୁକିଂ ନକରି ନେଇପାରିବେ ଦ୍ୱିତୀୟ ଡୋଜ
ସ୍ଲଟ ବୁକିଂ ନକରି ଭୁବନେଶ୍ୱରବାସୀ ନେଇପାରିବେ ଦ୍ୱିତୀୟ ଡୋଜ । ଏନେଇ ଘୋଷଣା କଲା ବିଏମସି । ଯେଉଁମାନେ ମେ ୩ରୁ ମେ ୧୪ ଭିତରେ ବିଏମସି ଅଧୀନରେ ନିଜ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ...
ଆଜି ୭୦୦୨ ନୂଆ ଆକ୍ରାନ୍ତ ଚିହ୍ନଟ
କରୋନା ପଜିଟିଭ୍ ସଂଖ୍ୟା କମୁଛି ସତ କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଯାହା ଏବେ ପୁରା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର ବିଷୟ । ଏବେ ଦୈନିକ ମୃତ୍ୟୁ ସଂଖ୍ୟା ୪୦ ପାର୍ କରୁଛି । ଆଜି ମହାମାରୀ କରୋନା...
ବିଜେପି ନେତାଙ୍କୁ ବାଡେଇ ବାଡେଇ ମାରିଦେଲେ
ସାମାନ୍ୟ ବଚସାରୁ ଜୀବନ ନେଇଗଲେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନୂଆ ସାହିରୁ ଆସିଛି ଜଘନ୍ୟ ହତ୍ୟାକାଣ୍ଡ । ବିଜେପିର ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚାର ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ବାଡେଇ ବାଡେଇ ମାରି ଦେଇଥିବାର ଅଭିଯୋଗ ହେଉଛି । ଗାଡି...
୧୦ରେ ସୂର୍ଯ୍ୟ ପରାଗ
ଜୁନ୍ ୧୦ ତାରିଖରେ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦ ପ୍ରତିଶତ ଅଞ୍ଚଳରେ ଆଶିଂକ ଦିଶିବ । ଓଡିଶାରେ...
ପରିବେଶ ଦିବସ ଅବସରରେ ବାଣ୍ଟିଛନ୍ତି ସଚେତନତାର ବାର୍ତ୍ତା
ଇଏ ହେଉଛନ୍ତି କନ୍ଧମାଳ ଦାରିଙ୍ଗବାଡି ବ୍ଲକ ତରବାଡି ଗାଁର ୪ ବର୍ଷୀୟା କୁନି ଝିଅ ବ୍ଲେସି ପ୍ରଧାନ । ବ୍ଲେସି ପିନ୍ଧିଛନ୍ତି ଶିଆଳି ପତ୍ରରେ ତିଆରି ହୋଇଥିବା ଏକ ଡ୍ରେସ । ଆଉ ମୁଣ୍ଡରେ ବାନ୍ଧିଛନ୍ତି ଜଙ୍ଗଲୀ ଫୁଲ...


















