30.1 C
Bhubaneswar
Monday, November 9, 2026
-Advertisement-

୧୦ରେ ସୂର୍ଯ୍ୟ ପରାଗ

ଜୁନ୍ ୧୦ ତାରିଖରେ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦ ପ୍ରତିଶତ ଅଞ୍ଚଳରେ ଆଶିଂକ ଦିଶିବ । ଓଡିଶାରେ...

ପରିବେଶ ଦିବସ ଅବସରରେ ବାଣ୍ଟିଛନ୍ତି ସଚେତନତାର ବାର୍ତ୍ତା

ଇଏ ହେଉଛନ୍ତି କନ୍ଧମାଳ ଦାରିଙ୍ଗବାଡି ବ୍ଲକ ତରବାଡି ଗାଁର ୪ ବର୍ଷୀୟା କୁନି ଝିଅ ବ୍ଲେସି ପ୍ରଧାନ । ବ୍ଲେସି ପିନ୍ଧିଛନ୍ତି ଶିଆଳି ପତ୍ରରେ ତିଆରି ହୋଇଥିବା ଏକ ଡ୍ରେସ । ଆଉ ମୁଣ୍ଡରେ ବାନ୍ଧିଛନ୍ତି ଜଙ୍ଗଲୀ ଫୁଲ...

ସଙ୍କ୍ରମଣ କମିବା ପରେ ଦିଲ୍ଲୀରେ ଲାଗିଲା ନୂଆ ନିୟମ

ଦିଲ୍ଲୀରେ କରୋନା ସଙ୍କ୍ରମଣ କମିବା ପରେ ଲକଡାଉନ କୋହଳ କରାଯାଇଛି । ଆସନ୍ତା ସୋମବାର ଠାରୁ ଦିଲ୍ଲୀରେ ବଜାର, ମଲ, ଅଡ-ଇଭିନ୍ ଫର୍ମୁଲାରେ ଲକଡାଉନ ଖୋଲିବ । ନମ୍ବର ଅନୁଯାୟୀ ଦିନେ ଛାଡି ଦିନେ ଦୋକାନ ଖୋଲିବ । ମଲ...

ଫିତା କାଟିବାକୁ ନେଇ ବିଜେଡି ସାଂସଦ ଓ ବିଧାୟକ ମୁହାଁମୁହିଁ

କୋଭିଡ କେୟାର ସେଣ୍ଟର ଉଦଘାଟନକୁ ନେଇ ଦୁଇ ନେତା ମୁହାଁମୁହିଁ । ପୁଣି ଦୁଇଜଣଯାକ ନେତା ଶାସକ ବିଜେଡି ଦଳର । ଜଣେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏବଂ ଆଉ ଜଣେ ପାଲଲହଡା ବିଧାୟକ ମୁକେଶ ପାଲ୍ ।...

୮ ଫୁଟର ଅହିରାଜକୁ କାବୁ କଲେ ସସ୍ମିତା

ସାପ ନା ଶୁଣିଲେ ଡର ଲାଗେ । ସାପକୁ ଆମେ ପାଖରେ ଦେଖିଦେଲେ ତ ଛାତି ଥରିଉଠେ । ହେଲେ ୮ ଫୁଟର ଅହିରାଜକୁ କାବୁ କରିଛନ୍ତି ସାହାସୀ ସସ୍ମିତା । ମୟୂରଭଞ୍ଜ ଜିଲ୍ଲା ପିଠାବଟା ରେଞ୍ଜର ଲୁଲୁଙ୍ଗ...

ବିବାହ ବନ୍ଧନରେ ବାନ୍ଧି ହେଲେ ୟାମି ଗୌତମ

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ । ପିଲ୍ମ ‘Uri’ର ଡାଇରେକ୍ଟର ଆଦିତ୍ୟ ଧର୍‌ଙ୍କୁ ବିବାହ କରିଛନ୍ତି ୟାମି। ଅତି ଘନିଷ୍ଠ ଲୋକଙ୍କୁ ନେଇ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର...

୭୩୯୫ ପଜିଟିଭ୍ ଚିହ୍ନଟ, ଭୁବନେଶ୍ୱରରୁ ସର୍ବାଧିକ ୬ ମୁଣ୍ଡ ନେଲା ଭାଇରସ

ରାଜ୍ୟରେ ଗତ ୨୪ ଘଣ୍ଟାରେ ଦୈନିକ ସଙ୍କ୍ରମଣ ରହିଛି ୭୩୯୫ । ସଙ୍କ୍ରମଣ ହାର କମୁଥିଲେ ବି ବଢୁଛି ମୃତ୍ୟୁସଂଖ୍ୟା । ଯାହା ଏବେ ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି । ରାଜ୍ୟରେ ଆଜି ବି ୪୦ ଜୀବନ ନେଇଛି...

ବିଶ୍ୱ ପରିବେଶ ଦିବସ

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ରଙ୍ଗୀନ ବାଲୁକା କଳା କରିଛନ୍ତି । ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ ପରିବେଶକୁ ସଫା ରଖିବା ଆମ...

ଆରପାରିରେ ଅଟଳ

ଆରପାରିରେ ପ୍ରସିଦ୍ଧ ସମ୍ବଲପୁରୀ ଚଳଚ୍ଚିତ୍ରର ଅଭିନେତା ଅଟଳ ବିହାରୀ ପଣ୍ଡା । ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ବାଜି ୪୫ ମିନିଟରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ...

ଜୁହି ଚାୱଲାଙ୍କୁ ୨୦ ଲକ୍ଷ ତଣ୍ଡ,ହେଲେ କାହିଁକି

ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ହାଇକୋର୍ଟଙ୍କ ଭର୍ôସନା । ଆଇନ ବ୍ୟବସ୍ଥାର ଦୂରୁପଯୋଗ କରିବା ନେଇ ଭର୍ôସନା କଲେ । ଭର୍ôସନା ସହ ଜୁହିଙ୍କ ଉପରେ ୨୦ ଲକ୍ଷ ଜରିମାନା କଲେ କୋର୍ଟ । କୋର୍ଟଙ୍କ ଭର୍ଚୁଆଲ ଶୁଣାଣି ଲିଙ୍କ୍...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...