30.1 C
Bhubaneswar
Monday, November 9, 2026
-Advertisement-

ଜୁହି ଚାୱଲାଙ୍କୁ ୨୦ ଲକ୍ଷ ତଣ୍ଡ,ହେଲେ କାହିଁକି

ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ହାଇକୋର୍ଟଙ୍କ ଭର୍ôସନା । ଆଇନ ବ୍ୟବସ୍ଥାର ଦୂରୁପଯୋଗ କରିବା ନେଇ ଭର୍ôସନା କଲେ । ଭର୍ôସନା ସହ ଜୁହିଙ୍କ ଉପରେ ୨୦ ଲକ୍ଷ ଜରିମାନା କଲେ କୋର୍ଟ । କୋର୍ଟଙ୍କ ଭର୍ଚୁଆଲ ଶୁଣାଣି ଲିଙ୍କ୍...

ୟୁ-ଟ୍ୟୁବ ବଦଳାଇଦେଲା ମୋନାଲିସାଙ୍କ ଭାଗ୍ୟ

ଚର୍ଚ୍ଚାରେ ଓଡିଆ ବୋହୂ ମୋନାଲିସା । ମୁଣ୍ଡରୁ ଓଢଣା ଖସୁନି । କିନ୍ତୁ ବୁଲେଟ ଚଲେଇବାଠୁ ଆରମ୍ଭ କରି ଘୋଡା ଚଢିବା ଯାଏଁ ସବୁଥିରେ ପାରଙ୍ଗମ । ବସ୍, ଟ୍ରକ, ଟ୍ରାକ୍ଟର, ଟ୍ରଲର ସବୁ ଗାଡିକୁ ଚଲାଇବାରେ ଦକ୍ଷ...

୯ ଶିଶୁକୁ ଜନ୍ମ ଦେଲେ ୨୫ ବର୍ଷୀୟା ମା’

ପଶ୍ଚିମ ଆଫ୍ରିକାର ମାଲିର ଏକ ମହିଳାଙ୍କ ଡେଲିଭରିକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ମହିଳାଙ୍କୁ ମାତ୍ର ୨୫ ବର୍ଷ । ତାଙ୍କ ନାଁ ହଲିମା । ଗତମାସ ଅର୍ଥାତ ମେ ୪ରେ ତାଙ୍କର ଡେଲିଭରି ହୋଇଛି । ଏବଂ...

ବାତିଲ ହେଲା ଯୁକ୍ତଦୁଇ ପରୀକ୍ଷା

କୋଭିଡ ପାଇଁ ରାଜ୍ୟ ସରକାର ଯୁକ୍ତଦୁଇ ପରୀକ୍ଷା ବାତିଲ କରିଛନ୍ତି । ପରୀକ୍ଷା ବାତିଲ ସଂପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟ ସରକାର ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ । ତେବେ ଦୁଇଦିନ ତଳେ ସିବିଏସଇ ଦ୍ବାଦଶ...

ସାମ୍ବାଦିକଙ୍କୁ ଟିକାକରଣ ନେଇ ଦ୍ୱନ୍ଦ ଦୂରକଲା ବିଏମସି

ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ ନେଇ ଦ୍ୱନ୍ଦ ଦୂରକଲା ବିଏମସି । ଭୁବନେଶ୍ୱରରେ ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ । ୟୁନିଟ୍‌-୬ ବାଳିକା ବିଦ୍ୟାଳୟରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ । ଖୁବ୍‌ଶୀଘ୍ର ଟିକାକରଣ ନେଇ ବିଏମସି କମିଶନର ସଞ୍ଜୟ...

ଖସୁଛି ସଙ୍କ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଖସୁଛି ଦୈନିକ ସଙ୍କ୍ରମଣ । କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ଆଜି ରାଜ୍ୟରେ ୩୯ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣଙ୍କ ଜୀବନ ଯାଇଛି । ଅନୁଗୁଳ, ଝାରସୁଗୁଡା ଓ କଳାହାଣ୍ଡିରୁ...

ଅପହରଣ ନୁହେଁ, ନିଶା ନିବାରଣ କେନ୍ଦ୍ରରୁ ଖସି ପଳାଉଥିଲେ

ଇଏ ଅପହରଣ ନୁହେଁ ନିଶା ନିବାରଣ କେନ୍ଦ୍ରରୁ ପଳାଇ ଆସିଥିଲେ ଯୁବକ । ଏବଂ କିଛି ଲୋକ ଯୁବକଙ୍କୁ ଜୋର ଜବରଦସ୍ତ ନେଉଛନ୍ତି । ଗତକାଲି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱର ଡେଲ୍ଟା ଛକରେ ଏକ କାରରେ ଜଣେ ଯୁବକଙ୍କୁ କିଛି...

ବିଜୟ ସାହୁଙ୍କ ପରଲୋକ

ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଦେହାନ୍ତ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ମଧ୍ୟ ସେ ଚେୟାରମ୍ୟାନ୍ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ବିଜୟଙ୍କ ପରଲୋକ ନେଇ ସୂଚନା ମିଳିଛି । ପରଲୋକ ନେଇ ସ୍ପଷ୍ଟ କରିଛନ୍ତି...

କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ବାୟୁ ଛୁଇଁଥିବା ଆଇଏମଡିର ସୂଚନା । ମୌସୁମର ଆଜି କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଆଇଏମଡି । କେରଳ...

ଆଜି ବିଶ୍ୱ ସାଇକେଲ ଦିବସ

ଆଜି ବିଶ୍ୱ ସାଇକେଲ ଦିବସ । ଏହି ଅବସରରେ ପୁରୀର ଶ୍ୱାଶତ ସାହୁ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ବାଇସାଇକେଲର ସୁନ୍ଦର ଆକୃତି । ୫୦ ଇଞ୍ଚ ଲମ୍ବ ଏବଂ ୨୫ ଇଞ୍ଚ ଚଉଡାର ସୁନ୍ଦର ସାଇକେଲ ତିଆରି କରି...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...