ଡାକରା ଦେଇଛି କଂଗ୍ରେସ
୧୫ରେ ବନ୍ଦ ରହିବ ଓଡିଶା । ଗାଡି ଚଳାଚଳ , ଦୋକାନ ବଜାର କିଛି ସମୟ ପାଇଁ ଠପ୍ ହୋଇଯିବ । ତୌଳ ଦର ବୃଦ୍ଧି, କୋଟିଆ ବିବାଦ ମହାନଦୀ ବିବାଦ, ଖଣି ଖାଦାନ ଏବଂ କଟକ ମାହାଙ୍ଗାର...
ଉତ୍ତରାଖଣ୍ଡରେ ନିଖୋଜ ଓଡିଆ
ଉତ୍ତରାଖଣ୍ଡ ହିମସ୍ଖଳନରେ ନିଖୋଜ ଅଛନ୍ତି ଆଉ ଜଣେ ଓଡିଆ ପୁଅ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶୀପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାଶଙ୍କର ପୁଅ ନାଗାର୍ଜୁନ ଦାଶଙ୍କର କୌଣସି ପତ୍ତା ମିଳୁନି । କେନ ଡ୍ରାଇଭର ଭାବରେ...
ଆସିଗଲା ମାଟ୍ରିକ ପରୀକ୍ଷା ସୂଚୀ
ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୩ରେ ମାତୃଭାଷା ଥିବାବେଳେ ୫ରେ ଦ୍ୱିତୀୟ ଭାଷା ଇଂଲିସ , ୭ରେ ତୃତୀୟ ଭାଷା ହିନ୍ଦୀ । ୮ରେ...
ବାପାଙ୍କୁ ମୁଖାଗ୍ନି ଦେଲା ଝିଅ
ବାପାଙ୍କୁ ମୁଖାଗ୍ନି ଦେଲା ଝିଅ. ମାଲକାନଗିରି ସଦର ମହକୁମା ସ୍ଥିତ ପ୍ରଧାନୀଗୁଡା ଗ୍ରାମର ସଂଯୁକ୍ତାଙ୍କର ଏଭଳି ପଦକ୍ଷେପ ଉଦାହରଣ ସୃଷ୍ଟି କରିଛି । ସଂଯୁକ୍ତାଙ୍କର ବାପା ସତ୍ୟନାରାୟଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସଂଯୁକ୍ତାଙ୍କର ଭାଇ କିମ୍ବା ବନ୍ଧୁ ପରିଜନ...
‘କେହି ଅଟକାଇପାରିବେ ନାହିଁ ମହାପ୍ରଭୁଙ୍କ କାମ’
କେହି ଅଟକାଇପାରିବେ ନାହିଁ ପ୍ରଭୁଙ୍କ କାମ । କୋଭିଡ ମହାମାରୀ କଟକଣା ପରେ ଆଜି ପ୍ରଥମ ଥର ପାଇଁ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ...
ପୁଣି ପ୍ରଳୟ
ଉତ୍ତରାଖଣ୍ଡ ରିଷିକେଶ ଚମୋଲିରେ ପୁଣି ପ୍ରଳୟ । ଭୟଙ୍କର ରୂପ ଧାରଣ କରିଛି ପ୍ରକୃତି । ହିମସ୍ଖଳନ ଘଟି ଅଳକାନନ୍ଦା ଓ ଧଉିଗଙ୍ଗାରେ ଆସିଛି ଭୟଙ୍କର ବନ୍ୟା । 150ରୁ ଅଧିକ ଲୋକ ବନ୍ୟାରେ ଭାସି ଯାଇଥିବା ଖବର ମିଳିଛି...
ଜେଲରେ ସେକ୍ସ !
ଜେଲରେ ସେକ୍ସ ! କାନକୁ ଅଡୁଆ ଲାଗୁଥିଲେ ବି ସତ । ଏ ଘଟଣା ଉତ୍ତରପ୍ରଦେଶ କି ବିହାର ଜେଲର କଥା ନୁହେଁ । ଆମ ଓଡିଶାରେ ଘଟିଛି ଏମିତି ଘଟଣା । ଜାମିନରେ ଆସିବା ପରେ ଟିଟିଲାଗଡ ଥାନାରେ...
ଏନଏମଏ ଅଧିନିୟମ ପ୍ରତ୍ୟାହାର କରିବାକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ (ଏନଏମଏ) ଅଧିନିୟମ ଲାଗୁ ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି । ପ୍ରସ୍ତାବିତ ଅଧିନିୟମ ପ୍ରତ୍ୟାହାର କରିନେବାକୁ ଚିଠିରେ ଅନୁରୋଧ କରାଯାଇଛି । ଜାତୀୟ ସ୍ମାରକ ପ୍ରାଧିକରଣ (ଏନଏମଏ) ଅଧିନିୟମ...
ଚାଷୀ ଆନ୍ଦୋଳନ ଡାକରାରେ ଦେଶବ୍ୟାପୀ ଚକାଜାମ୍
କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ଅବ୍ୟାହତ ରହିଥିବା ବେଳେ ଆଜି ଚାଷୀ ସଂଗଠନ ପକ୍ଷରୁ ଦେଶବ୍ୟାପୀ ଚକାଜାମ୍ ଡାକରା ଦିଆଯାଇଛି । ଦିନ ବାରଟାରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଚକାଜାମ୍ ପାଇଁ ଡାକରା ଦିଆଯାଇଛି । ପଞ୍ଜାବ...
ମାହାଙ୍ଗା ଡବଲ ମର୍ଡର: ଆଖି ବୁଜିଲା ମୁଖ୍ୟ ଅଭିଯୁକ୍ତ
କଟକ ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କର ମୃତ୍ୟୁ । ଟାଙ୍ଗୀ ନିକଟରେ ଟ୍ରକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଶବ ପ୍ରଫ୍ୁଲ୍ଲର କି ନୁହେଁ ତାହା ସ୍ପଷ୍ଟ ହୋଇନି ।...















