ବେଳାଭୂମୀରେ ୧୪୪ ଧାରା
ରାଜନଗର ପେଣ୍ଠ ସମୂଦ୍ର ବେଳାଭୂମୀରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ପର୍ଯ୍ୟଟକଙ୍କର ଗହଳି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏ ପଦକ୍ଷେପ ନିଆଯାଇଛି । ୧୫ ଦିନରେ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ...
ଦିନକୁ ଦିନ ବଢୁଛି ସଙ୍କ୍ରମଣ
ଦିଲ୍ଲୀରେ କରୋନା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ପ୍ରଭାବିତ ଅଞ୍ଚଳରେ ପୁଣି ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାସହ ଦିଲ୍ଲୀରେ ବାହାଘର ସମୟରେ ଦିଆଯାଇଥିବା ରିହାତିକୁ ପ୍ରତ୍ୟାହାର...
ଖୁବଶୀଘ୍ର ଭକ୍ତଙ୍କୁ ଦର୍ଶନ ଦେବେ ବଡ ଠାକୁର, ମିଳିଲା ସଙ୍କେତ
୪ ସପ୍ତାହ ପରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ଆଉ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ତେବେ ଭକ୍ତଙ୍କୁ କେବେ କେମିତି ଦର୍ଶନ...
ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍
ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଅନୁମୋଦନ ହୋଇଛି । ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟକୁ ମିଳିଛି ଅନୁମୋଦନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି...
ବିକାଶର ବାର୍ତ୍ତା ଦେଲେ, ୭୯୧୭ ପରିବାରକୁ ମୋବାଇଲ ବାଣ୍ଟିଲେ
ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାଭିମାନ ଅଞ୍ଚଳର ଜନତାପାଇଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ ବିକାଶର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୭୯୧୭ ପରିବାରକୁ...
ସାଥୀ ହୋଇ ଚାଲିଗଲେ ୩ ସାଙ୍ଗ
ବାଲେଶ୍ୱର ରେମୁଣାରେ ଘଟିଛି ହୃଦୟ ବିଦାରକ ଘଟଣା । ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି ୩ ସାଙ୍ଗ । ଭୋଜି ପାଇଁ ନୀଳଗିରିରୁ ୫ ଜଣ ସାଙ୍ଗ ରେମୁଣାର ତ୍ରୀବେଣୀ ଘାଟକୁ ଯାଇଥିଲେ । ରୋଷେଇ ସରିଥିଲା । ସମସ୍ତେ...
ଏଥରକ ପାଳି ନୀତୀଶଙ୍କ ପାଇଁ ସହଜ ନୁହେଁ
ଯଦିଓ ନୀତୀଶ କୁମାର ଲଗାତାର ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି, ମାତ୍ର ସଂଖ୍ୟା ଦୃଷ୍ଟିରୁ ସେ ଶକ୍ତିଶାଳୀ ନୁହଁନ୍ତି । ପ୍ରଥମତଃ ଜେଡିୟୁ ଦ୍ୱିତୀୟ ସଂଖ୍ୟା ଗରିଷ୍ଠ ଦଳରେ ରହିଥିବାବେଳେ ବିଜେପି ସଂଖ୍ୟା...
କାହିଁକି ଆତ୍ମହତ୍ୟା କଲେ ଏହି ବ୍ୟାଟ୍ସମ୍ୟାନ
ଆଉ ନାହାଁନ୍ତି ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ର ଖେଳାଳୀ ମହମ୍ମଦ ସୋଜିବ । ୨୧ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ ଆତ୍ମହତ୍ୟା କରିଛନ୍ତି । ତେବେ କଣ ପାଇଁ ଏହି ଖେଳାଳୀ ଆତ୍ମହତ୍ୟା କରିଛନ୍ତି । ତାହା ଜଣାପଡିନାହିଁ । ଗତ ଶନିବାର...
ଦିଲ୍ଲୀ ସ୍ଥିିତି ସାଂଘାତିକ:ଫେରିବ କି ଲକଡାଉନ୍!
ଦିଲ୍ଲୀରେ ବଢିବାରେ ଲାଗଛି କରୋନା ସଙ୍କ୍ରମଣ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ନଭେମ୍ବର ମାସରେ ପ୍ରତ୍ୟେକ ୧ ଘଣ୍ଟାରେ ୪ ଜଣଙ୍କ ଜୀବନ ନେଇଛି ମହାମାରୀ । ଗତକାଲି କେବଳ ଗୋଟିଏ ଦିନରେ ୯୫...
ହତ୍ୟା ଅଭିଯୋଗ ଆସିବା ପରେ ବଦଳିଲେ ଜିଲ୍ଲାପାଳ
ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ । ହତ୍ୟା ଅଭିଯୋଗ ଆସିବା ପରେ ବଦଳିଛନ୍ତି ଜିଲ୍ଲାପାଳ । ୱାଇ. ବିଜୟ ହୋଇଛନ୍ତି ମାଲକାନଗିରିର ନୂଆ ଜିଲ୍ଲାପାଳ । ମନୀଷ ହେଲେ ଯୋଜନା ଓ ସଂଯୋଜନା ବିଭାଗ ମହାସଚିବ । ତେବେ...

















