ମୃତ ମାକୁ ଉଠାଇବାକୁ ଚେଷ୍ଟା କରୁଛି କଅଁଳ ଶିଶୁ
ବିହାରର ମିଜାଫରପୁର ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ହୃଦୟ ବିଦାରକ ଦୃଶ୍ୟ । ମୃତ ମାକୁ ଉଠାଇବାକୁ ଚେଷ୍ଟା କରୁଛି ଦୁନିଆକୁ ଭଲ କରି ଜାଣିନଥିବା କଅଁଳ ଶିଶୁ । ବିନା ଖାଦ୍ୟପେୟ ଏବଂ ପ୍ରବଳ ଗରମରେ ଗୁଜରାଟରୁ...
ନୂଆ ୭୬ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭୬ରୁ ୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରର । ଅନ୍ୟ ୨ ସଙ୍କ୍ରମିତ ସ୍ଥ୍ାନୀୟ ବାସିନ୍ଦା ବୋଲି ସୂଚନା ମିଳିଛି । ବଲାଙ୍ଗିରରୁ ସର୍ବାଧିକ ୧୬ ଜଣ...
ବିଜୟ ମହାନ୍ତି ଅସୁସ୍ଥ
ବିଶିଷ୍ଟ ଓଡିଆ ଚଳଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ସେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି । ହୃଦଘାତ ଯୋଗୁ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ...
ହେବନି ସେମିଷ୍ଟର ପରୀକ୍ଷା
ରାଜ୍ୟରେ ଯୁକ୍ତ ତିନି ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବ ନାହିଁ । ସେହିପରି ପିଜି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ମଧ୍ୟ ହେବ ନାହିଁ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ଆଜି...
ଆଗାମୀ ମାସେ ଆମ ପାଇଁ ଚାଲେଞ୍ଜ
କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଗାମୀ ମାସେ ଆମ ପାଇଁ ଚ୍ୟାଲେଞ୍ଜ ହେବ । ବିମାନ ଓ ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ବିଭିନ୍ନ...
କ୍ୱାରେଣ୍ଟିନ୍ ସେଣ୍ଟରରେ ଶୁଭିଲା ସାହାନାଇ
କ୍ୱାରେଣ୍ଟିନ୍ ସେଣ୍ଟରରେ ଶୁଭିଲା ସାହାନାଇ । ସିନ୍ଥିରେ ସାତ ଜନ୍ମ ପାଇଁ ସିନ୍ଦୁର ପିନ୍ଧାଇ ଜୀବନ ସାଥି ହୋଇଛନ୍ତି ଦୁଇ ପ୍ରେମପକ୍ଷୀ । ରାତି ଅଧରେ ଶେଷ ହୋଇଛି ବାହାଘର । କିଏ ଶଙ୍ଖ ପୁଙ୍କୁଛି ତ ଆଉ...
ଲକ୍ ଡାଉନରେ ବ୍ୟାଣ୍ଡ ବାଜା
ଲକଡାଉନ ସରିବା ଯାଏ ଆଉ ଅପେକ୍ଷା କରିହେଲାନି । ଦିନ ଦ୍ୱିପହରରେ ବାହାରିଛି ବାରାତ୍ । ବ୍ୟାଣ୍ଡ ବାଜୁଛି, ନାଚରେ ପୁରା ମସଗୁଲ ହୋଇଯାଇଛନ୍ତି ବରଯାତ୍ରୀ । ମାସ୍କ ପିନ୍ଧିଛନ୍ତି ସତ , ହେଲେ କାହା ମୁହଁରେ ଅଛି ତ...
ଘରେ ଘରେ ଇଦ୍ ସେଲିବ୍ରେଟ୍ କଲେ..
ସାରା ଦେଶରେ ଯେଉଁଠି ଇଦ୍କୁ ଧୁମଧାମରେ ପାଳନ କରାଯାଏ ସେଠି ଆଜି ଖାଁ ଖାଁ । ଆଜି ଭଳି ଦିନରେ ଯେଉଁଠି ସମୂହ ନମାଜ ପାଠରେ କମ୍ପି ଉଠିବା କଥା ସେହି ସ୍ଥାନ ଆଜି ଶୂନଶାନ । ଦେଖିବାକୁ ମିଳିନଥିଲା...
ଏହି ୭ଟି ରୁଟରେ ଚାଲିବ ମୋ ବସ୍
ଆସନ୍ତାକାଲିଠାରୁ ଚାଲିବ ମୋ ବସ୍ । ଭୁବନେଶ୍ୱର, କଟକରେ ୭ଟି ରୁଟରେ ଚାଲିବ ମୋ ବସ୍ । ୭ଟି ରୁଟରେ ବିନା ଏସି ବସ୍ ଚଳାଚଳ କରିବ । ଏୟାରପୋର୍ଟ-ସିଡିଏ. ନନ୍ଦନବିହାର-ଲିଙ୍ଗିପୁର ରୁଟରେ ଚାଲିବ । ମାଷ୍ଟରକ୍ୟାଣ୍ଟିନ୍-ସିଡିଏ, ମାଷ୍ଟରକ୍ୟାଣ୍ଟିନ୍-ଖୋର୍ଦ୍ଧା...
ବୌଦ୍ଧରେ ଭୀଷଣ ଖରା ସହ ଗୁଳୁଗୁଳି
ଅସମ୍ଭାଳ ହୋଇପଡିଛି ଗ୍ରୀଷ୍ମ ପ୍ରବାହ । ଟକ୍ ମକ ହୋଇ ଫୁଟୁଥିବା ତାତିରେ ସନ୍ତୁଳି ହେଉଛି ବୌଦ୍ଧ ଜିଲ୍ଲା । ୪୦ଡିଗ୍ରୀ ତାପମାତ୍ରା ଥରାଇ ଦେଉଛି ଜନଜୀବନକୁ । ସକାଳ ୮ରୁ ୩ଟା ଯାଏ ସତେ ଯେମିତି ଆକାଶରୁ ଅଗ୍ନି...
















