ଦୂତୀ ଚାନ୍ଦଙ୍କୁ ଆଉ ଏକ ସମ୍ମାନ
ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଆଉ ଏକ ସମ୍ମାନ । ଭୋଗ ପକ୍ଷରୁ ଦୂତୀଙ୍କୁ ଚଳିତ ବର୍ଷର ସ୍ପୋଟର୍ସ ପର୍ସନ ଅଫ ଦ ଇଅର ସମ୍ମାନରେ ସମ୍ମାନିତ କରାଯାଇଛି । ଗତକାଲି ସଂନ୍ଧ୍ୟାରେ ମୁମ୍ବାଇରେ ଆୟୋଜିତ ହାଇପ୍ରୋଫାଇଲ ଆୱାର୍ଡ ସୋରେ...
ପୁଣି ମହକିବ ଚମ୍ପା!
ଜୀବନ ଯନ୍ତ୍ରଣାରେ ବିତିଗଲା ୧୩ ବର୍ଷ । ପ୍ରତି ମୂହୁର୍ତ୍ତରେ ଛଟପଟ ହେଉଥିଲେ ଚମ୍ପା । କେବଳ ବାଲୁ ବାଲୁ ହୋଇ ଚାହୁଁଛନ୍ତି ସମସ୍ତଙ୍କୁ । ପାହାଡ ଭଳି ଲଦି ହୋଇ ରହିଛି ଦୁଃଖ, ଭିତରେ ଅସହ୍ୟ ଯନ୍ତ୍ରଣା ।...
ଗାଁରୁ ନିଆଁ ପାଣି ବାସନ୍ଦ
ଝିଅ ସରକାରୀ ଚାକିରୀ ନଛାଡିବାରୁ ବାପା ମାଙ୍କୁ ଗାଁରେ ବାସନ୍ଦ । ନିଆଁ ପାଣି ବି ବନ୍ଦ । ଗାଁ ରାସ୍ତାରେ ବି ଯିବାକୁ ବାରଣ ହୋଇଛି । ଏମିତି ଏକ ଘଟଣା ଘଟିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ...
ରୋହିତଙ୍କ ପ୍ରଥମ ଦ୍ୱିଶତକ
ଭାରତୀୟ ଓପନର ତଥା ହିଟମ୍ୟାନ ରୋହିତ ଶର୍ମା ଆକର୍ଷଣୀୟ ଦ୍ୱିଶତକ ପୂରଣ କରିଛନ୍ତି । ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ରୋହିତ ଶର୍ମା ହାସଲ କରିଛନ୍ତି ଦ୍ୱିଶତକ | ଦିନିକିଆରେ ତିନୋଟି ଦ୍ୱିଶତକ...
ଫସିଲେ କଳକି ଭଗବାନ୍
ଆୟକର ବିଭାଗର ଜାଲରେ ଆଉ ଜଣେ ବାବା । କଳକି ଭଗବାନ ନାଁରେ ପରିଚିତ ବାବାଙ୍କ ବିଭିନ୍ନ ସ୍ଥାନରେ ରେଡ କରି ଆୟକର ବିଭାଗ ପ୍ରାୟ ୫ ଶହ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ୯୦ କେଜି...
ସରପଞ୍ଚଙ୍କ ସ୍ୱାମୀ ଗିରଫ
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଗିରଫ ହୋଇଛନ୍ତି । ମାମଲାର ତଦନ୍ତ କରୁଥିବା ଧର୍ମଶାଳା ପୋଲିସ ରୂପେଶଙ୍କୁ ଗିରଫ...
ସରିଲା ଘୋ ଘା
ଶେଷ ହେଲା ଘମାଘୋଟ ପ୍ରଚାର । ବିଜେପୁର ଭୋଟରଙ୍କୁ ମନେଇବା ପାଇଁ ଶେଷ ମୁହୂର୍ତ୍ତ ଯାଏଁ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିଲା ପ୍ରଚାର ଯୁଦ୍ଧ । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଜିତାଇବା ପାଇଁ...
ସିଥିରେ ଝଟକୁଥାଉ ସିନ୍ଦୁର
ହୁଳହୁଳିରେ ଉଛୁଳୁଛି ସୁବର୍ଣ୍ଣପୁର ଢେରାପଡାର ସବୁ ସାହି । ସାହିରେ ବୁଲୁଛି ହରଗୌରିଙ୍କ ପ୍ରତିକାତ୍ମକ ପ୍ରତିମା । ଦୁଆରେ ଚାଲିଛି ବନ୍ଦାପନା । ସେପଟେ ସବୁ ବ୍ରତଧାରୀ ମହିଳାଙ୍କ ଆଗରେ ପୂଜା ଥାଳି ଆଉ ପାତ୍ରରେ ହଳଦି ନିର୍ମିିତ ସିଦ୍ଧି...
ମୁଣ୍ଡରେ କାଗଜ ପେଟି ପିନ୍ଧି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
ପରୀକ୍ଷା ସମୟରେ କପି ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏସବୁ ପରେ ବି କପି ରୋକା ଯାଇପାରୁନି । ତେବେ କପି ରୋକିବା ପାଇଁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ...
ପ୍ରଚାରର ଶେଷଦିନ
ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ ଜିଲ୍ଲାପାଳ ସୁଚନା ଦେଇଛନ୍ତି । ବିଜେପୁରରେ ଭୋଟ ଗ୍ରହଣ ପାଇଁ ମୋଟ୍ ୨୮୫ଟି ବୁଥ୍ ରହିଛି ।...















