ଚିଦାମ୍ବରମଙ୍କୁ ଜାମିନ
ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିଲା | ଆଇଏନଏକ୍ସ ମିଡିଆ ମାମଲାରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଛନ୍ତି | ସିବିଆଇ ପକ୍ଷରୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି | ଗିରଫ ହେବାର ପ୍ରାୟ ଦୁଇ ମାସ...
କିଏ ମାରିବ ବାଜିମାତ୍
ଏ ଉତ୍ସାହ ନିଜର ମତାଧିକାର ସାବ୍ୟସ୍ତ ପାଇଁ । ଏ ଯୋଶ୍ ବିଧାନସଭାକୁ ନିଜ ପସନ୍ଦର ପ୍ରତିନିଧିଙ୍କୁ ପଠାଇବା ପାଇଁ । ସକାଳୁ ସକାଳୁ ବିଜେପୁରର ସବୁ ପୋଲିଂ ବୁଥ୍ ରେ ଲମ୍ବିଥିଲା ଏମିତି ଲମ୍ବା ଲମ୍ବା ଲାଇନ୍ ।...
୧୪ ହସ୍ପିଟାଲ ଓ ସର୍ପିଂ ମଲକୁ ନୋଟିସ୍
ପାର୍କିଂ ଫି ଆଦାୟ ନକରିବା ନେଇ ଜାରି ହୋଇଥିବା ନିର୍ଦେଶକୁ ନମାନିବା ନେଇ ରାଜଧାନୀରେ ଏସପ୍ଲାନେଡ୍ ସମେତ ୧୦ଟି ସପିଂ ମଲ ସହିତ ତିନିଟି ହସ୍ପିଟାଲକୁ ନୋଟିସ୍ ଜାରି କରାଯାଇଛି | ଏନେଇ ସୂଚନା ଦେଇଛନ୍ତି ବିଡିଏ ଯୋଜନା ସଦସ୍ୟ...
ମାଓ ଇଲାକାରେ ରାଜ୍ୟପାଳ
ମାଲକାନଗିରିରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ | ଏକଲବ୍ୟ ବିଦ୍ୟାଳୟରେ ପହଁଚି ରାଜ୍ୟପାଳ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ | ଏଥିସହ ବିଦ୍ୟାଳୟ ବୁଲି ବୁଲି ପରିଦର୍ଶନ କରିଥିଲେ | ଏହି...
୭ ବର୍ଷର ଶିଶୁକୁ ଝଡାଫୁଙ୍କା
ଡାକ୍ତରଖାନାରୁ ଗାଁକୁ ଆଣି ଗୁଣିଆର ଝଡାଫୁଙ୍କା । କୌଣସି ଉପାନ୍ତ କି ଦୁର୍ଗମ ଅଞ୍ଚଳ ନୁହେଁ । କେନ୍ଦ୍ରପଡା ଭଳି ଉପକୂଳ ଜିଲ୍ଲାରେ ଗୁଣି ଗାରେଡି ପ୍ରତି ରହିଥିବା ଅନ୍ଧ ବିଶ୍ୱାସର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରୋଗିଣା...
ବିଜେପୁର ବାଜି
ବିଜେପୁର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ । ସକାଳୁ ସକାଳୁ ପୋଲିଂ ବୁଥ୍ ଆଗରେ ଭୋଟରଙ୍କ ଲମ୍ବା ଲାଇନ ପରିଲିକ୍ଷିତ ହେଉଛି । ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଭୋଣଟରଙ୍କ ମଧ୍ୟରେ ଉତ୍ସାହ ରହିଛି । ସକାଳ ୭ଟାରୁ...
ଯାଜପୁରରେ ଜଳୁଛି ସ୍ମିତାରାଣୀ ନିଆଁ
ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଯାଜପୁର ବନ୍ଦ ଡାକରା । ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଶାସକ ଦଳକୁ ସୁରକ୍ଷା ଦେବାକୁ ଏସପି ଉଦ୍ୟମ କରୁଥିବା ଏବଂ ରାଜନୈତିକ ଉଦେଶ୍ୟରେ ଘଟଣାକୁ...
ବିଜେପୁର ବାଜି, ଚାଲିଛି ମତଦାନ ପ୍ରକ୍ରିୟା
ବିଜେପୁର ଉପନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ ପ୍ରକ୍ରିୟା | ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ବୁଥ୍ ଆଗରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି | ୨ ବର୍ଷ ମଧ୍ୟରେ ୩...
ମାଓ ଭୟରେ ଗାଁ ଛାଡିଲେ
ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡିଲେ ଲୋକେ । ମାଲକାନଗିରି ଜିଲ୍ଲା ଡାବୁଗୋଳାରେ ଗୋଟିଏ ପରିବାରର ୧୩ ଜଣ ଲୋକ ଗାଁ ଛାଡିଥିବା ଜଣାପଡିଛି । ଡାବୁଗୁଡା ଏନକାଉଣ୍ଟରରେ ମାଓ କମାଣ୍ଡର ରାକେଶର ମୃତ୍ୟୁ ପରେ ପ୍ରଜାକୋର୍ଟ କରି ଏହି ପରିବାରର...
ଆଡଭୋକେଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସନ୍ଦେହରେ ପୁରୁଷ ବନ୍ଧୁ
ମହିଳା ଆଇନଜୀବୀଙ୍କ ସନ୍ଦେହ ଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଦୀପାଳି ପ୍ରିୟଦର୍ଶନୀ ଜେନା। ରାଜଧାନୀ ଉପକଣ୍ଠ ଲିଙ୍ଗିପୁରର ଏକ ଭଡ଼ା ଘରେ ରହୁଥିଲେ ଦୀପାଳି। ଭଡାଘରୁ ଗତକାଲି ରାତିରେ ତାଙ୍କର ଝୁଲନ୍ତା...
















