ବିଜେପୁରରୁ କଂଗ୍ରେସ ପ୍ରାର୍ଥୀ ହେଲେ
ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ନାଁ ଘୋଷଣା କରିଛନ୍ତି । ଏହାସହିତ ବିଜେପୁରରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବରିଷ୍ଠ ନେତା...
କ୍ୟାବିନେଟ ନିଷ୍ପତ୍ତି, ବରମୁଣ୍ଡା ନବକଳେବର ପାଇଁ ୧୬୦ କୋଟି
ଲୋକସେବା ଭବନରେ ବସିଛି ଗୁରୁତ୍ୱପୁର୍ଣ୍ଣ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଚାଲିଛି ବୈଠକ | ୧0ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି | ଧାନ ଓ ଚାଉଳ ସଂଗ୍ରହକୁ ନେଇ କ୍ୟାବିନେଟରେ ମଂଜୁର ମିଳିଛି | ଚଳିତ...
ବଢିବ ଓମ୍ଫେଡ଼୍ କ୍ଷୀର ଦର, ବିଗ୍ୟପ୍ତି ପ୍ରକାଶ
ଶୁକ୍ରବାର ଠୁ ବଢିବ ଓମ୍ଫେଡ଼୍ କ୍ଷୀର ଦର । ଏନେଇ ପ୍ରକାଶ ପାଇଛି ବିଗ୍ୟପ୍ତି । ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇବ । ଟୋନ୍ଡ଼ କ୍ଷୀର ଲିଟର ପିଛା ୩୮ ଟଙ୍କାରେ କିଣିବେ ଖାଉଟି । ପୂର୍ବରୁ...
୮୭ ବର୍ଷରେ ପାଦ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ
୮୭ବର୍ଷରେ ପାଦ ଥାପିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପାକିସ୍ତାନର ଚକୱାଲ ଜିଲ୍ଲା ଘ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ଦିନ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ...
ମହଙ୍ଗା ପିଆଜ ଦରରୁ ମିଳିବ ଆଶ୍ୱସ୍ତି
ବଢୁଥିବା ପିଆଜ ଦର ଆଖିରେ ଲୁହ ଦେଉଥିବା ବେଳେ, ଏବେ ମିଳିବ ଆଶ୍ବସ୍ତି | ଆଫଗାନିସ୍ତାନ ପଠାଇବ ୧୦୦ ଟନ୍ ପିଆଜ | ସେ ପୁଣି ପାକିସ୍ତାନ ରାସ୍ତା ଦେଇ ଆସିବ ପିଆଜ | ଖୁବ ଶୀଘ୍ର ଆଉ ୩୦ରୁ...
ରାନୁଙ୍କୁ ନେଇ ତିଆରି ହେବ ଫିଲ୍ମ !
ରେଳ ଷ୍ଟେସନରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ପଶ୍ଚିମବଙ୍ଗର ରାନୁ ମଣ୍ଡଳଙ୍କୁ ନେଇ ତିଆରି ହେବାକୁ ଯାଉଛି ଫିଲ୍ମ | ଆଇଏଏନଏସ ରିପୋର୍ଟ ଅନୁସାରେ ରାନୁ ମଣ୍ଡଳଙ୍କୁ ନେଇ ଖୁବ ଶୀଘ୍ର ତିଆରି ହେବ ଫିଲ୍ମ | ଫିଲ୍ମ ନିର୍ମାତା...
ବର୍ଷାରେ ୨୬ କିଲୋମିଟର ଚାଲିଲେ ଇଞ୍ଜିନିୟରିଂ ଛାତ୍ର
ଏସ.ଏସ.ବି ଇଞ୍ଜିନିୟରିଂ କଲେଜରେ ଛାତ୍ରଛାତ୍ରୀ ଅଶାନ୍ତ | କଲେଜ କତ୍ତୃପକ୍ଷ ନାଁରେ ସଂଘିନ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରାୟ ଶହେରୁ ଉର୍ଧ ଛାତ୍ରଛାତ୍ରୀ | କଲେଜ କତ୍ତୃପକ୍ଷ SC, ST ଛାତ୍ରଛାତ୍ରୀଙ୍କ ନାଁରେ ତାଙ୍କ ଅଜଣାତରେ ଷ୍ଟଡିଲୋନ...
ସ୍ମାର୍ଟ ସିଟିରେ କେମିତି ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ, ଦେଖନ୍ତୁ
ସ୍ମାର୍ଟ ସିଟି ଭୁବନେଶ୍ୱର । ଭୁବନେଶ୍ୱର ବ୍ଲକରେ କେମିତି ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ । ଆସନ୍ତୁ ସ୍ୱଚ୍ଛ ଭାରତର ଏମିତି ଏକ ବିରଳ ଦୃଶ୍ୟ ଉପରେ ନଜର ପକାଇବା । ଦୃଶ୍ୟ ହେଉଛି ସହରକୁ ଲାଗିଥିବା ଶିଶୁପାଳଗଡ ଅଞ୍ଚଳର...
ମଝିଘରିଆଣୀଙ୍କ ଦାନ ହୂଣ୍ଡି ଖୋଲିଲା
ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ମନ୍ଦିରର ହୁଣ୍ଡି ଖୋଲା ଯାଇଛି । ଆଜି ସକାଳ ୯ଟା ଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ହୁଣ୍ଡି ଖୋଲା ଯାଇଛି । ହୁଣ୍ଡି ଗଣତି କାର୍ୟରେ ବ୍ୟାଙ୍କ କର୍ମଚାରୀ, ମନ୍ଦିର କମିଟି ସଦସ୍ୟଙ୍କ...
ନ୍ୟାସନାଲ ଜୋଗ୍ରାଫିରେ ନବୀନ, ୨୭ରେ ହେବ ପ୍ରସାରଣ
ନ୍ୟାସନାଲ ଜୋଗ୍ରାଫିରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳତା ଉପରେ ଆଧାରିତ ହୋଇଛି ଏହି ଏପିସୋଡ଼ | ନିଜେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ପୂରା ବିବରଣୀ ରଖିବେ | ଯାହାର...













