କମେଡିଆନ ଭେନୁ ମାଧବଙ୍କ ନିଧନ
ଆରପାରିରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡ଼ିର କମେଡିଆନ ଭେନୁ ମାଧବ | ପରଦା ଉପରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା ଭେନୁ ଆଉ ନାହାନ୍ତି | ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ...
ମାଛର ଦାମ ସାଢେ ସାତ ଲକ୍ଷ !
ଭଦ୍ରକ ଚାନ୍ଦବାଲି ଧାମରାରୁ ଏକ ବିରଳ ମାଛ ଧରାଯାଇଛି | ଏହି ମାଛର ନାମ ‘ହ୍ୱେଲ ସାର୍କ’ | ଯାହାର ଓଜନ ୧ କୁଇଣ୍ଟାଲରୁ ଅଧିକ ରହିଛି | ଏହି ବିରଳ ମାଛଟିକୁ ଚେନ୍ନାଇର ଜଣେ ବ୍ୟବସାୟୀ ଚଢା ଦରରେ...
କଂଗ୍ରେସର ୫ଜଣିଆ ପ୍ରାର୍ଥୀ ତାଲିକା
ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା । ୫ ଜଣ ପ୍ରାର୍ଥୀଙ୍କ ନାଁ ଏଆଇସିସିକୁ ପଠାଇଲା ରାଜ୍ୟ କଂଗ୍ରେସ । ତାଲିକାରେ ଅଭିଷେକ ସେଠ୍, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ରଙ୍କ ନାଁ ଥିବା ସୁଚନା । ସ୍ୱାଧିସ୍ମୀତା ସୁଆର...
ହାତୀ ମୃତ୍ୟୁକୁ ନେଇ ନନ୍ଦନକାନନରେ କଂଗ୍ରେସର ଧାରଣା
ନନ୍ଦନକାନନ ସମୁଖରେ ଧାରଣା ଦେଲା କଂଗ୍ରେସ | ହର୍ପିସ ଭୁତାଣୁ ସଂକ୍ରମଣରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଛି ଧାରଣା | ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଗେଟରେ ତାଲା ପକାଇ...
ପଛୁଆ ଜିଲ୍ଲାରେ କେମିତି ଚାଲିଛି ପାଠପଢା
କେମିତି ଚାଲିଛି କଲେଜରେ ପାଠପଢା । ଅଧ୍ୟାପକମାନେ ଠିକରେ କଲେଜ ଆସୁଛନ୍ତି ନା ନାହିଁ, ପିଲାମାନେ ପାଠପଢାରେ କେତେ ଖୁସି ଅଛନ୍ତି, ଆସନ୍ତୁ ଯିବା ମାଲକାନଗିରି ଜିଲ୍ଲା ବାଲିମେଳା ମହାବିଦ୍ୟାଳୟ । ମାଲକାନଗିରି ଜିଲ୍ଲାର ପ୍ରଥମ ସ୍ନାତକ କଲେଜ...
୩୦ରେ ବିଜେପୁର ଆସନ ପାଇଁ ଶାସକ ଦଳର ପ୍ରାର୍ଥୀ ଘୋଷଣା !
ବିଜେପୁର ଉପନିର୍ବାଚନ ପାଇଁ ନିର୍ବାଚନ ବିଗୁଲ ବାଜି ସାରିବା ପରେ ଏବେ ପ୍ରାର୍ଥୀ ନାମାଙ୍କନ ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ ହୋଇଯାଇଛି | ଇତି ମଧ୍ୟରେ ରାଜ୍ୟର ୩ ପ୍ରମୁଖ ଦଳ ସଜବାଜ ହେବା ଆରମ୍ଭ କରିଦେଇଛି | ସେପଟେ...
ରାଗିଗଲେ ସାଂସଦ
ରାଗିଗଲେ ସାଂସଦ । ମଞ୍ଚଉପରେ କର୍ମୀଙ୍କୁ ଚାପୁଡା ମାରିଲେ ସାଂସଦ । ଗଜପତି ପାରଳେଖାମୁଣ୍ଡିରେ ଅନୁଷ୍ଠିତ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରୀଣି ବୈଠକରେ ଜଣେ କର୍ମୀଙ୍କୁ ଚାପୁଡା ମାରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଏ ଭିଡିଓ ଏବେ ସୋସିଆଲ...
ମାଡି ଆସୁଛି ହିକ୍କା
ଆରୋବ ସାଗରରୁ ଶକ୍ତିଶାଳୀ ହୋଇ ମାଡି ଆସୁଛି ଘୂର୍ଣ୍ଣିଝଡ ହିକ୍କା । ଆଜି ଭୋର ସମୟରୁ ଓମାନ ଉପକୂଳରୁ ୭୦ କିଲୋମିଟର ଦୂରରୁ କେନ୍ଦ୍ରିଭୁତ ହୋଇଥିଲା । ଏହାପରେ ହିକ୍କା ଧିରେ ଧିରେ ଦୁର୍ବଳ ହେବ । ଭାରତୀୟ ପାଣିପାଗ...
ସିଗାରେଟ୍ ଛାଡିବାର କିଛି ଘରୋଇ ଉପଚାର, ଜାଣିବା ପାଇଁ ପଢନ୍ତୁ
ସିଗାରେଟ ସେବନ ସ୍ୱାସ୍ଥ୍ୟ ପାଇଁ ହାନୀକାରକ | ସିଗାରେଟ ସେବନ କଲେ କ୍ୟାନ୍ସର ଭଳି ସାଙ୍ଘାତିକ ରୋଗ ହେବାର ସମ୍ଭାବନା ରହିଛି | କିଛି ଲୋକ ତ ସିଗାରେଟ ସେବନ ସୌଖିନ ପାଇଁ ବ୍ୟବହାର କରୁଥିବା ବେଳେ, ଆଉ କିଛି...
ଭୂକମ୍ପରେ ପିଓକେ ଛିନଛତ୍ର , ୫ ମୃତ
ଭୂକମ୍ପରେ ପିଓକେ ଛିନଛତ୍ର । ଭୂକମ୍ପରେ ପାକ୍ ଅଧିକୃତ କାଶ୍ମୀର ଭୀଷଣ କ୍ଷତିଗ୍ରସ୍ତ ହୋଇଛି । ବହୁ ଘର ଭାଙ୍ଗିବା ସହ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି । ୟପାକ୍ ଅଧିକୃତ କାଶ୍ମୀରର ମିର୍ପୁର ଜିଲ୍ଲାରେ ସର୍ବାଧିକ...














