ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ
ମୟୁରଭଞ୍ଜରେ ବଢିବାକୁ ଲାଗୁଛି ନକଲି ବିଦେଶୀମଦ କାରବାର | ଦୀର୍ଘ ଦିନ ଧରି ଚୋରା ନକଲି ମଦ କାରବାରରେ ମାତିଛନ୍ତି ବେପାରୀ | ସେପଟେ ଟେର ପାଉନଥିବା ବାରିପଦା ଅବକାରୀ ବିଭାଗକୁ ମିଳିଛି ସଫଳତା | କୌଣସି ଏକ ବିଶେଷ...
ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା: ଡ଼୍ରାଇଭର ମୁଖ୍ୟ ଖଳନାୟକ
ନୂଆ ମୋଡ଼ ନେଲା ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା । ଗଣମାଧ୍ୟମକୁ ପୀଡ଼ିତା ଦେଲେ ଚାଂଚଲ୍ୟକର ବୟାନ । ଡ଼୍ରାଇଭର ଲଳିନ୍ଦ୍ର ଶବର ମୁଖ୍ୟ ଖଳନାୟକ । ଘଟଣା ଦିନ ଲଳିନ୍ଦ୍ର ଶବର ସହ ବାଇକରେ ଲିପ୍ଟ ନେଇ ଯାଉଥିଲେ ପୀଡ଼ିତା...
ମୁହାଁ ମୁହିଁ ହେବେ ଇମ୍ରାନ ଓ ମୋଦି
ଶୁକ୍ରବାର ଜାତିସଂଘର ସାଧାରଣ ଅଧିବେଶନ | ମୁହାଁ ମୁହିଁ ହେବେ ଭାରତ ଓ ପାକିସ୍ତାନ | ଉଦ୍ବୋଧନ ଦେବେ ଦୁଇ ଦେଶର ପ୍ରଧାନମନ୍ତ୍ରୀ | ସନ୍ଧ୍ୟା ସାଢେ ୬ଟାରେ ବୈଠକ ଆରମ୍ଭ ହେବ | କିନ୍ତୁ ତା ପୂର୍ବରୁ ଅଧିବେଶନରେ...
ବିଶ୍ୱ ପର୍ଯ୍ୟଟନ ଦିବସ
ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଅବସରରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବାକୁ ପୁରୀ ଏବଂ କୋଣାର୍କରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ପର୍ଯ୍ୟଟକମାନଙ୍କ ସୁରକ୍ଷା ସହ ସେମାନେ ଯେପରି ଭଲରେ ରହିପାରିବେ ସେ ଉପରେ ଗୁରୁତ୍ୱ...
ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ୫୨ଟି ସ୍କୁଲ ବନ୍ଦ
ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି ଦୁଇ ତିନି ଜଣ ଆତଙ୍କବାଦୀ | ଏଲ୍ଓସି ଦେଇ ଭାରତ ମଧ୍ୟକୁ ପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି | ଏନେଇ ଜମ୍ମୁ ଓ କଶ୍ମୀର କଠୁଆ ଜିଲ୍ଲା ହୀରାନଗରରୁ ପାଞ୍ଚ କିଲୋମିଟର...
କାଳିଆ ଗୁରୁତର
ଅସୁସ୍ଥ କାଳିଆ | ଭେଣ୍ଟିଲେଟରରେ ରଖାଯାଇ କାଳିଆର ଚାଲିଛି ଚିକିତ୍ସା | ବିଶେଷଜ୍ଞ ଡାକ୍ତରୀ ଦଳ କାଳିଆର ଚିକିତ୍ସା ନିମନ୍ତେ ଲାଗିପଡିଛନ୍ତି | କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯମଜ ଶିଶୁ ଜଗା ଓ କାଳିଆ | ଗତକାଲି...
ଆଜି ଆସୁଛନ୍ତି ରାଷ୍ଟ୍ରପତି
ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ | ବାୟୁ ସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ବାହାରି ଅପରାହ୍ନ ୩ଟା ୩୦ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଁଚିବେ | ସେଠାରୁ ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜ୍...
ଟ୍ରାକ୍ଟର ଧକ୍କାରେ ନାବାଳକ ମୃତ
ବରଗଡ ଜିଲ୍ଲା ଅତାବିରା ଥାନା ହିଲିପାଲି ଗାଁରେ ମର୍ମ୍ମତୁଦ ସଡକ ଦୁର୍ଘଟଣା | ଟ୍ରାକ୍ଟର ଧକ୍କାରେ ଚାଲିଯାଇଛି ନାବାଳକର ଜୀବନ | ମୃତକ ଆୟୁଷ ପ୍ରଧାନ | ଆୟୁଷ ଦଶମ ଶ୍ରେଣୀରେ ପାଠପଢୁଥିବା ବେଳେ ଗାଁରୁ କେନାଲ ଛକକୁ ସଂଯୋଗ...
କ୍ୟାପିଟାଲରୁ ଏସିବିରେ ଭର୍ତି ହେଲେ ଆର୍ଶୀବାଦ
ଅସୁସ୍ଥତା କାରଣରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆର୍ଶୀବାଦ ବେହେରା କଟକ ଏସିବିରେ ଭର୍ତି ହେଲେ । ଏବେ କାଜୁଆଲିଟିର ସ୍ୱତନ୍ତ୍ର ୱାର୍ଡ଼ରେ ଅଛନ୍ତି ଆର୍ଶୀବାଦ । ଅର୍ଥତତ୍ତ୍ୱ ମାମଲାରେ ସିବିଆଇ ଦ୍ୱାରା ଗିରଫ ହେଇଥିଲେ ଆର୍ଶୀବାଦ...
ଆସୁଛନ୍ତି ରାଷ୍ଟ୍ରପତି
ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ | ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଥିବା ବେଳେ, ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀରୁ ବାହାରି ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ | ବାୟୁ ସେନାର ଏକ ସ୍ୱତନ୍ତ୍ର ବିମାନରେ ଆସିବେ ରାଷ୍ଟ୍ରପତି...













